ଘର ମାଲିକ ଘରେ ଲଗାଇଲା Camera ଏହା ପରେ ଯାହା ଘଟିଲା ଜାଣିଲେ ହୋସ ଉଡ଼ିଯିବ, ଛୋଟ ଛୁଆ ଦେଖନ୍ତୁ ନାହିଁ

ଯେତେବେଳେ ବି ଆପଣ ଭଡାଘର ନେବାକୁ ଚାହୁଁଛନ୍ତି ତେବେ ଭଲ ଭାବରେ ପୁରା ଘରକୁ ଯାଞ୍ଚ କରି ନିଅନ୍ତୁ କାରଣ ଏହା ଭି ହେଇପାରେ ଆପଣଙ୍କର ଜାସୁସି ପାଇଁ ଘରେ କୌଣସି ସ୍ପାଏ କ୍ୟାମେରା ଲଗାଯାଇଥିବ ଏମିତି ଏକ ଆଶ୍ଚର୍ଯ୍ୟ ଜଣକ ଘଟଣା ଘଟିଛି ଗୁଜୁରାଟ ର ଅହମଦାବାଦ ରେ ଯେଉଁଠି ଭଡା ନେଇଥିବା ମହିଳା ଙ୍କ ବାଥରୁମ ରେ ଘର ମାଲିକ ହ୍ୱିଡେନ କ୍ୟାମେରା ଲଗାଇଥିଲା ତେବେ ଏହାପରେ କଣ ହେଲା ଆସନ୍ତୁ ଜାଣିବା |

ଗୁଜୁରାଟ ର ଅହମଦାବାଦ ରୋଡ଼ ସ୍ତିତ ଏକ ସ୍କୁଲ ଟିଚର ନିଜ ଘର ମାଲିକ ବିରୁଦ୍ଧରେ କେଶ କରିଛି ଏକ ସ୍କୁଲ ଟିଚର ଦୁଇ ସପ୍ତାହ ପୂର୍ବେ ଜଣେ ସାଥି ଅଧ୍ୟାପକ ସହ ଏକ ଘରେ ଭଡା ରହିବାକୁ ଯାଇଥିଲା ଏହାପରେ ସେଇ ଯୁବତୀ ଙ୍କୁ ଯେତେବେଳେ ଜଣା ପଡିଲା କି ତାର ଘର ମାଲିକ ତାର ବାଥରୁମ ରେ କ୍ୟାମେରା ଲଗାଇଛି ତେବେ ତାହାର ହୋସ ଉଡ଼ିଗଲା |

କିଛି ଦିନ ସେଇ ଭଡା ଘରେ ରହିବାପରେ ମହିଳା ଙ୍କ ବାଥରୁମ ର ସାୱାର ରେ ସମସ୍ୟା ଦେଖାଦେଲା ଏହାପରେ ସେମାନେ ତାକୁ ଠିକ କରାଇଲେ କିନ୍ତୁ ପୁଣି କିଛିଦିନ ରେ ସେଇ ପ୍ରୋବ୍ଲେମ ଦେଖାଦେଲା ଏହାପରେ ସେମାନେ ଘର ମାଲିକ କୁ ଜଣାଇଲେ ଓ ଏହା ପରେ ଘର ମାଲିକ ବୁଧବାର ଦିନ ସଖାଳ 9.30 ମିନିଟ ରେ ମିସ୍ତ୍ରୀ କୁ ଡାକି ତାକୁ ଠିକ କରାଇଲା ସାୱାର ଠିକ ହେଲାପରେ |

ତାଙ୍କୁ ଏକ ସ୍ପାଏ କ୍ୟାମେରା ମିଳିଲା ଏହାପରେ ସେ ସଙ୍ଗେ ସଙ୍ଗେ ପୋଲିସ ଷ୍ଟେସନ କୁ ଯାଇ ନିଜ ଘର ମାଲିକ ବିରୁଦ୍ଧରେ କେଶ କରିଲା | ଏହାପରେ ପୋଲିସ ସ୍ପାଏ କ୍ୟାମେରା କୁ ଧରି ଘର ମାଲିକ ରମେଶ ଗୋସାଇ କୁ ଗିରଫ କରି ନେଇଛି ଗୁଜୁରାଟ ର ଅହମଦାବାଦ ରୋଡ଼ ସ୍ତିତ ଏକ ଆପାର୍ଟମେଣ୍ଟ ରେ ରହୁଥିବା 56 ବର୍ଷ ର ରମେଶ ଜଣେ ଇଞ୍ଜିନିଅର ଅଟନ୍ତି |

ଏହାପରେ ରମେଶ ନିଜ ଦୋଷକୁ ସ୍ୱୀକାର କରି ନେଇଛନ୍ତି ପୋଲିସ ସାମ୍ନାରେ କହିଲେ ସେହିଁ ସେଇ ସ୍ପାଏ କ୍ୟାମେରା ଲଗାଇଛନ୍ତି କିନ୍ତୁ ଏହି କ୍ୟାମେରା ରୁ କୌଣସି ଭି ରେକର୍ଡିଙ୍ଗ ମିଳିନାହିଁ କିନ୍ତୁ ଏହି କେଶ ଆଗକୁ ଯାଞ୍ଚ କରାଯିବ ଯଦି କୌଣସି ସୁରାଗ ମିଳେ ତେବେ ଏହା ଉପରେ କାର୍ଯ୍ୟନୁଷ୍ଠାନ ନିଆଯିବ |