ଘରୋଇ ଚାକିରୀ କରୁଥିବା ଲୋକଙ୍କ ପାଁଇ ବଡ ଖୁସି ଖବର, ଜାଣିଲେ ଖୁସିରେ ନାଚି ଉଠିବେ ଆପଣ

ଘରୋଇ ଚାକିରୀ କରୁଥିବା ଲୋକ ପାଁଇ ଶ୍ରମ ଆଇନି କିଛି ପରିବର୍ତନ ଆଣିଛି I ଏହି ଘରୋଇ ଚାକିରିଆ ଙ୍କ ପାଁଇ ଅନେକ ଖୁସି ର ଖବର ରହିଛି I

ଯେଉଁ ଲୋକେ ଘରୋଇ ଚାକିରୀ କରୁଛନ୍ତି ସେମାନେ ଡବଲ ଦରମା ପାଇବେ I ରିପୋର୍ଟ ଅନୁସାରେ 6 ଗୋଟି ବଡ଼ ମେଟ୍ରୋ ସହର ରେ କାମ କରୁଥିବା ଲୋକଙ୍କ ର ଦରମା ରେ 10 ରୁ 11 ପ୍ରତିସଦ ଗ୍ରୋଥ ହେବାକୁ ଯାଉଛି I ରିପୋର୍ଟ ଅନୁସାରେ 9 ଗୋଟି ବଡ଼ ସହର ରେ 17 ଗୋଟି ସେକ୍ଟର ରେ ଅନେକ ଲୋକେ କାମ କରୁଛନ୍ତି ଦିଲ୍ଲୀ ରେ ଫାଷ୍ଟ ମୁଭିଙ୍ଗ କଂଜୁମର ରେ 11 ପ୍ରତିସଦ ଓ ବ୍ୟଙ୍ଗଲୋର ରେ ଟେକ ଷ୍ଟାର୍ଟ ରେ 10.8% ଦରମା ବୃଦ୍ଧି ହେବାକୁ ଯାଉଛି I

ଏହା ଦ୍ୱାରା ଆଗାମୀ ସମୟ ରେ ସବୁ ଘରୋଇ ଚାକିରିଆ ଙ୍କ ର ଦରମା ବୃଦ୍ଧି ହେବାକୁ ଯାଉଛି I