ସଡକ ଦୁର୍ଘଟଣାରେ ମରିଯାଇଥିବା ପ୍ରେମିକା ସାପ ହୋଇ ଫେରିଲା, ଏବେ ପ୍ରେମିକ ତା ସହ କରୁଛି ଏପରି …

ଫିଲ୍ମ ରେ ପୁନର୍ଜନ୍ମ ର ପ୍ରେମ କାହାଣୀ ଆପଣ ଶୁଣିଥିବେ I କିନ୍ତୁ ବାସ୍ତବ ରେ ଆପଣ କେବେ ଏପରି ଦେଖି ନ ଥିବେ I ଏପରି ଘଟିଛି ସିଙ୍ଗାପୁର ଜଣେ ଜଣେ ଯୁବକ ଙ୍କ ସହ I

ଏଠାରେ ଫୋଟୋ ରେ ଆପଣ ଦେଖିପାରୁଛନ୍ତି 10 ଫିଟ ର କୋବ୍ରା ସହ ଏହି ଯୁବକ ବିବାହ କରି ଲୋକଙ୍କୁ ଆଶ୍ଚଯ୍ୟ କରାଇ ଦେଇଛନ୍ତି I ତେବେ ସାତ ବର୍ଷ ପୂର୍ବ ରେ ଏହି ଯୁବକ ଙ୍କ ର ଗାର୍ଲଫ୍ରେଣ୍ଡ ଙ୍କ ର ଏକ ଦୁର୍ଘଟଣା ରେ ମୃତ୍ୟୁ ହେଇଥିଲା I

ନିଜ ଗାର୍ଲଫ୍ରେଣ୍ଡ ଙ୍କୁ ପ୍ରେମ କରୁଥିବା ଏହି ଯୁବକ ଅପେକ୍ଷା କରି ରହିଲେ ତାଙ୍କ ଫେରିବା ବାଟ କୁ ଏବଂ ତାଙ୍କ ର ଗାର୍ଲଫ୍ରେଣ୍ଡ ପୁନର୍ଜନ୍ମ ପାଇ ଦୁନିଆ ର ବିଷାକ୍ତ ସାପ କୋବ୍ରା ଭାବ ରେ ତାଙ୍କ ପାଖ କୁ ଫେରିଥିଲା I

ଏହି ଯୁବକ ନିୟମିତ ଏହି 10 ଫିଟ ର ଲମ୍ବା ସାପ ସହ ବସିକି ଟିଭି ଦେଖିଥାନ୍ତି , ପିକିଙ୍କ ରେ ବି ଯାଇଥାନ୍ତି ଏବଂ ତାଙ୍କ ସହ ଖେଳିଥାନ୍ତି ମଧ୍ୟ I ଯୁବକ ଯେଉଁଠାକୁ ବି ଯାଇଥାନ୍ତି ଏହି ସାପ ସେହିଠାରେ ରହିଥାଏ I

ଏ ଦୁହେଁ ପରସ୍ପର କୁ ଖୁବ ପ୍ରେମ କରିଥାନ୍ତି ତେବେ ଆଜି ପର୍ଯ୍ୟନ୍ତ କେବେ ହେଲେ ଏହି ସାପ କାହାରିକୁ କିଛି କ୍ଷତି ପହଞ୍ଚାଇ ନାହିଁ I