ଗୀତାରେ ଭଗବାନ ଶ୍ରୀ କୃଷ୍ଣ କହିଛନ୍ତି ସଫଳ ଜୀବନର ୨୦ଟି ଅଚୁକ ମନ୍ତ୍ର, ଯଦି ଏହି ସବୁ କଥାକୁ ଜୀବନରେ ଅମଳ କରିବେ ତ ଆପଣାଙ୍କୁ କେହିବି ହରାଇ ପାରିବେନି

ଶ୍ରୀମଦ ଭାଗବତ ଗୀତା ସବୁଠାରୁ ପବିତ୍ର ଧର୍ମ ଗ୍ରଂଥ ଅଟେ I ଏହି ଗ୍ରଂଥ ରେ ଭଗବାନ ଶ୍ରୀ କୃଷ୍ଣ ଙ୍କ ଦ୍ୱାରା ଉପଦେଶ ପ୍ରଦାନ କରାଯାଇଛି I ମହାଭାରତ ଯୁଧ୍ୟ ସମୟ ରେ ଅର୍ଜୁନ ଙ୍କୁ ଶ୍ରୀ କୃଷ୍ଣ ଯେଉଁ ନୀତି ଆଦର୍ଶ ର ଶିକ୍ଷା ଦେଇଥିଲେ ଏହି ସବୁ ଉଲେଖ ରହିଛି ଏହି ଗୀତା ରେ I ଗୀତାର ନୀତି ବାଣୀ ଯେଉଁ ବ୍ୟକ୍ତି ନିଜ ଜୀବନ ରେ ଆପଣେଇ ଚାଲିବ ସେହି ବ୍ୟକ୍ତି ଙ୍କ ର ଜୀବନ ରେ କୌଣସି ବି ସମସ୍ୟା ରହିବ ନାହିଁ I ଏହି ନୀତି ଆଦର୍ଶ ରେ ଚାଲିଲେ ଆପଣ ଙ୍କ ର ଜୀବନ ର ସବୁ ସମସ୍ୟା ର ସରଳ ସମାଧାନ ହେଇଥାଏ I

ଶ୍ରୀମଦ ଭାଗବତ ଗୀତା ର ବିଚାର
1. ମୁଁ ଭଗବାନ ପ୍ରତୋକ ମନୁଷ୍ୟ ରେ ବିଦ୍ୟମାନ ରହିଛି I

2. ଜନ୍ମ ଯେପରି ନିଶ୍ଚିତ ମୃତ୍ୟୁ ସେହିପରି ନିଶ୍ଚିତ ଅଟେ I

3. କ୍ରୋଧ , ବାସନା ଓ ଲୋଭ ନର୍କ ର ତିନି ଗୋଟି ଦ୍ୱାର ଅଟେ I

4. କ୍ରୋଧ ଦ୍ୱାରା ଭ୍ରମ ଉତ୍ପରଃନ ହେଇଥାଏ I ଭ୍ରମ ଦ୍ୱାରା ବୁଦ୍ଧି ଭ୍ରଷ୍ଟ ହେଇଥାଏ I

5. ତୁମେ କେବଳ ନିଜ ଜୀବନ ର କର୍ମ କର ଫଳ ର ଆଶା ରଖ ନାହିଁ I

6. ଆତ୍ମା କୁ କେହି ଅସ୍ତ୍ର କାଟିପାରିବ ନାହିଁ କି ନିଆଁ ଜଳାଇ ପାରିବ ନାହିଁ I

7. ଜୀବନ ରେ କର୍ମ ଠାରୁ ବଡ଼ ଆଉ କିଛି ନାହିଁ I

8. ବୁଦ୍ଧି ର ନାଶ ହେଲେ କର୍ମ ର ନାଶ ହେଇଥାଏ I

9. ଶ୍ରେଷ୍ଠ ପୁରୁଷ ଯେଉଁ କର୍ମ କରିଥାଏ ସାଧାରଣ ମନୁଷ୍ୟ ମଧ୍ୟ ସେହି କର୍ମ କରିଥାଏ I

10. ଇନ୍ଦ୍ରିୟ କୁ ନିୟନ୍ତ୍ରଣ ରେ ରଖିବା ଉଚିତ I ଯାହା ଦ୍ୱାରା ମନୁଷ୍ୟ ଶାନ୍ତି ପ୍ରାପ୍ତି କରିଥାଏ I

11. ଦୁଃଖ କରିବା ଉଚିତ ନୁହେଁ , ଭଗବାନ ପ୍ରତୋକ ଲୋକ ଙ୍କୁ ପାପ ରୁ ମୁକ୍ତ କରିବେ I

12. ମନୁଷ୍ୟ ଯେଉଁ ମନ ରେ ମୋତେ ସ୍ମରଣ କରିବ ମୁ ତାଙ୍କୁ ସେହିପରି ଫଳ ପ୍ରଦାନ କରିବି I

13. ସର୍ବଦା ସନ୍ଦେହ କରୁଥିବା ଲୋକେ କେଉଁଠାରେ ମଧ୍ୟ ଶାନ୍ତି ରହିପାରନ୍ତି ନାହିଁ I

14. ଯେଉଁ ବ୍ୟକ୍ତି ନିଜ ମନ କୁ ନିୟନ୍ତ୍ରଣ କରିପାରନ୍ତି ନାହିଁ ସେହି ବ୍ୟକ୍ତି ନିଜ ର ହିଁ ଶତ୍ରୁ ହେଇଯାଇଥାନ୍ତି I

15. ଜଣେ ବ୍ୟକ୍ତି ଯାହା ଚାହିଁବ କରିପାରିବ I

16.ନା ତୁମେ ଏ ଶରୀର ର ନା ଶରୀର ତୁମ ର I ଅଗ୍ନି , ଜଳ , ବାୟୁ , ପୃଥିବୀ , ଆକାଶ ସବୁ ତତ୍ୱ ଏକ ହେଇ ଏହି ଶରୀର ର ଗଠନ ହେଇଚି I

17. ଆତ୍ମା ର ଜନ୍ମ ନାହିଁ କି ମୃତ୍ୟୁ ନାହିଁ , ଆତ୍ମା ର ନାଶ ନାହିଁ I

18. ଜୀବନ ରେ ଯାହା ହେଇଚି ଭଲ ହେଇଚି , ଯାହା ହେବ ଭଲ ହେବ I ତୁମେ ଫଳ କୁ ଆଶା କର ନାହିଁ I

19. ମନୁଷ୍ୟ ଜୀବନ ରେ କେବଳ କର୍ମ ରହିଛି , କର୍ମ ଫଳ ନାହିଁ I

20. ମୁଁ ସମସ୍ତ ଙ୍କ ର ଜନ୍ମ ର କାରଣ ଓ ମୋ ଠାରୁ ଜୀବନ ର ଆରମ୍ଭ ହେଇଚି I