ଆମ ସମସ୍ତଙ୍କୁ ଗୀତାର ଏହି ଉପଦେଶ ବିଷୟରେ ଜାଣିବା ଉଚିତ, ଜୀବନରେ ଯେତେ କଷ୍ଟ ଆସିଲେ ମଧ୍ୟ ଏହା ଆପଣାଙ୍କୁ ନୁଆ ରାସ୍ତା ଦେଖାଇଦେବ, ଥରେ ନିଶ୍ଚୟ ପଢନ୍ତୁ

ଜୀବନ ରେ ମନୁଷ୍ୟ ନାନା ଦୁଃଖ କଷ୍ଟ ଦେଇ ଗତି କରିଥାନ୍ତି I ମନୁଷ୍ୟ ଜୀବନ ରେ ନାନା ସମସ୍ୟା ଦେଇ ଗତି କରିଥାଏ I କେତେବେଳେ ଭଲ ସମୟ ତ କେତେବେଳେ ମନୁଷ୍ୟ ଖରାପ ସମୟ ଦେଇ ଗତି କରିଥାଏ I କେତେବେଳେ ଜୀବନ ରେ ନାନା ସମସ୍ୟା ଉତ୍ପରଃନ ହେଇଥାଏ ତ କେତେବେଳେ ଜୀବନ ଅନେକ ସୁଖଦ ସମୟ ର ଅନୁଭୂତି ହେଇଥାଏ I

ଆମ ର ବେଦ ଶାସ୍ତ୍ର ରେ ମନୁଷ୍ୟ ଜୀବନ ସମ୍ପର୍କ ରେ ଅନେକ କିଛି ଉଲେଖ ରହିଛି I ଯେପରି ଶ୍ରୀ ମଦ ଭଗବତ ଗୀତ ଯାହା ଭଗବାନ ଶ୍ରୀ କୃଷ୍ଣ , ଅର୍ଜୁନ ଙ୍କୁ କିଛି ଦେଇଥିବା ଉପଦେଶ ଉଲେଖ ରହିଛି I କଳିଯୁଗ ରେ ଜଣେ ବ୍ୟକ୍ତି କେଉଁ କେଉଁ ପରିସ୍ଥିତି ଦେଇ ଗତି କରିବ ତାହା ଏଥିରେ ଉଲେଖ ରହିଛି I ମହାଭାରତ ର ରଣ କ୍ଷେତ୍ର ରେ ଅର୍ଜୁନ ଙ୍କୁ ଶ୍ରୀ କୃଷ୍ଣ ଯେଉଁ ଉପଦେଶ ଦେଇଥିଲେ ସେହି ସବୁ ଏହି ଭଗବତ ଗୀତା ରେ ହିଁ ଉଲେଖ ରହିଛି I ଭଗବତ ଗୀତାରେ 18 ଗୋଟି ଅଧ୍ୟାୟ ରହିଛି I 6 ଗୋଟି ଅଧ୍ୟାୟ ରେ କର୍ମ ଯୋଗ , 6 ଗୋଟି ଅଧ୍ୟାୟ ରେ ଜ୍ଞାନ ଯୋଗ ଓ ଅନ୍ତିମ 6 ଗୋଟି ଅଧ୍ୟାୟ ରେ ଭକ୍ତି ଯୋଗ ଉଲେଖ ରହିଛି I

ଏହି ସବୁ ଜ୍ଞାନ ଆଧାର ରେ ଆପଣ କଠିନ ପରିସ୍ଥିତି ରେ ମଧ୍ୟ ନିଜ କୁ ଉଦ୍ଧାର କରିପାରିବେ I ଏବଂ ଜୀବନ ର ସମସ୍ୟା ସମୟ ରେ ନିଜ କୁ ସମ୍ଭାଳି ପାରିବେ I

ଆସନ୍ତୁ ଜାଣିବା କଣ ରହିଛି ଏହି ଗୀତା ରେ
– ଗୀତା ରେ ଉଲେଖ ରହିଛି କି ବ୍ୟକ୍ତି ଙ୍କୁ ସର୍ବଦା କର୍ମ କରିବା ଉଚିତ I କର୍ମ ର ଫଳ କୁ କେବେ ମନୁଷ୍ୟ ଚିନ୍ତା କରିବା ଉଚିତ ନୁହେଁ I

-ଗୀତା ରେ ଉଲେଖ ରହିଛି କି ଆତ୍ମା ଅମର ଅଟେ ଏବଂ ଆତ୍ମା କୁ କୌଣସି ଅସ୍ତ୍ର କାଟିପାରିବ ନାହିଁ ନାଁ ହିଁ ନିଆଁ ରେ ଆତ୍ମା ଜଳିପାରିବ I

-ଗୀତା ରେ ଉଲେଖ ରହିଛି ମନୁଷ୍ୟ ନିଜ ର କର୍ମ ଫଳ ଅନୁସାରେ ହିଁ ଫଳ ପ୍ରାପ୍ତି କରିଥାଏ I ତେଣୁ ବ୍ୟକ୍ତି ଙ୍କୁ ଜୀବନ ରେ ଭଲ କର୍ମ କରିବା ଉଚିତ I

-ଶ୍ରୀମତ ଭାଗବତ ଗୀତା ରେ ଏହା ଉଲେଖ ରହିଛି କି ମନୁଷ୍ୟ ର ବୁଦ୍ଧି ର ନାଶ ହେଲେ ହିଁ ସେ ନିଜ କୁ ନଷ୍ଟ କରିଦେଇଥାଏ I

– ଏହା ମଧ୍ୟ ଉଲେଖ ରହିଛି କି ଯେତେବେଳେ ଅଧିକ ଅଧର୍ମ ବଢିଥାଏ ସେତେବେଳେ ସେ ଧରା ପୃଷ୍ଠ ରେ ଅବତାର ନେଇଥାନ୍ତି I ଧର୍ମ ର ସ୍ଥାପନ କରିବା କୁ ଭଗବାନ ସର୍ବଦା ପୃଥିବୀ ରେ ଜନ୍ମ ନେଇଥାନ୍ତି I

-ଯେଉଁ ବ୍ୟକ୍ତି ନିଜ ର ଇନ୍ଦ୍ରିୟ କୁ ନିଜ ଆୟତ୍ତ ରେ ରଖିପାରିବେ ସେହି ବ୍ୟକ୍ତି ହିଁ ଶାନ୍ତି ପ୍ରାପ୍ତି କରିଥାଏ I

-ଗୀତା ରେ ଏହି ଉଲେଖ ରହିଛି କି ଜଣେ ଶ୍ରେଷ୍ଠ ପୁରୁଷ କାର୍ଯ୍ୟ କରିଥାଏ ଓ ଜଣେ ସାଧାରଣ ବ୍ୟକ୍ତି ମଧ୍ୟ କାର୍ଯ୍ୟ କରିଥାନ୍ତି I

-ଗୀତା ରେ ଏହା ମଧ୍ୟ ଉଲେଖ ରହିଛି କି ଜଣେ ମନୁଷ୍ୟ ଯେଉଁପରି ଚିନ୍ତା କରିଥାଏ ସେହିପରି ଫଳ ପ୍ରାପ୍ତି କରିଥାଏ I

ଏପରି ଅନେକ ଧାର୍ମିକ ଗ୍ରଂଥ ରେ ମନୁଷ୍ୟ ଜୀବନ ସମ୍ବନ୍ଧ ରେ ଅନେକ କିଛି ନୀତି ଆଦର୍ଶ ର ଉଲେଖ ରହିଛି I ଇତି ମଧ୍ୟ ରେ ଭାଗବତ ଗୀତା ଏକ ଅଟେ I ଆପଣ ମଧ୍ୟ ଗୀତା ରେ ଉଲେଖ ହେଇଥିବା ଏହି ଉପାୟ କୁ ଆପଣେଇ ନିଜ ଜୀବନ କୁ ସରଳ କରିପାରିବେ I