ଦିନକୁ ଏତେ ଥର ଯୌନ ସମ୍ବନ୍ଧ ରଖିବା ବିଷୟରେ ଭାବିଥାନ୍ତି ଯୁବପିଢ଼ି, ଜାଣିଲେ ଆଶ୍ଚର୍ଯ୍ୟ ହେବେ …. ଜାଣନ୍ତୁ

ଅଧିକାଂଶ କ୍ଷେତ୍ର ରେ ପୁରୁଷ ମାନେ ଦିନ ରେ ଯୌନ ସମ୍ବନ୍ଧ ରଖିବା କୁ ବିଚାର କରିଥାନ୍ତି I କିନ୍ତୁ ମହିଳାମାନେ ଏହି ମାମଲା ରେ ଟିକେ ପଛ ରେ ରହିଥାନ୍ତି I କିନ୍ତୁ ଏକ ସର୍ବେ ରୁ ଏହା ଜଣାଯାଇଛି କି ମହିଳାମାନେ ଏହି ମାମଲା ରେ ମଧ୍ୟ ପଛ ରେ ନାହାନ୍ତି I

ଏକ ଇଂରାଜୀ ୱେବସାଇଟ ଅନୁସାରେ ବିଗତ ଦିନ ରେ ହେଇଥିବା ସର୍ବେ ଅନୁସାରେ 13 ରୁ 25 ବର୍ଷ ବୟସ ର 238 ଜଣ ଯୁବକ ଯୁବତୀ ଙ୍କୁ ଏହି ସର୍ବେ ରେ ସାମିଲ କରାଯାଇଥିଲା I ତାଙ୍କୁ ପଚରାଯାଇଥିଲା କି ସେମାନେ ଦିନ ରେ କେତେ ଥର ଖାଇବା , ଶୋଇବା ଓ ଯୌନ ସମ୍ବନ୍ଧ ବିଷୟ ରେ ଚିନ୍ତା କରିଥାନ୍ତି I

ଏହି ବିଦ୍ୟାର୍ଥୀ ଙ୍କୁ ତାଙ୍କ ର ମତାମତ ଏକ କାଗଜ ରେ ଲେଖିବା କୁ କୁହାଯାଇଥିଲା I ପୁରୁଷ ଦିନ ରେ 34 ପ୍ରତିସଦ ଏହି ବିଷୟ ରେ ଭାବିଥାନ୍ତି ଓ ମହିଳା ମାନେ 18 ପ୍ରତିସଦ ଏହି ବିଷୟ ରେ ଭାବିଥାନ୍ତି I

ଅର୍ଥାତ ଯୁବକ ମାନେ ଦିନ କୁ 34 ଥର ଯୌନ ସମ୍ବନ୍ଧ ରଖିବା କୁ ଭାବିଥାନ୍ତି ଓ ଯୁବତୀମାନେ 18 ଥର ଦିନ ସମୟ ରେ ଯୌନ ସମ୍ବନ୍ଧ ରଖିବା କୁ ଭାବିଥାନ୍ତି I ତେଣୁ ଏଠାରେ ଜଣାଯାଇଥିଲା କି ପୁଅ ଓ ଝିଅ ଙ୍କ ର ଚିନ୍ତା କରିବା ରେ ବିଶେଷ ଅନ୍ତର ନାହିଁ I