କେବେ ବାପା କରୁଥିଲେ ଚୋୖକିଦାରୀ; ତାପରେ ୧୯ ବର୍ଷ ବୟସର ପୁଅ କରିଲା କିଛି ଏପରି କି ବଦଳି ଗଲା ଜୀବନ

ଯେତେବେଳେ ଜଣେ ମନୁଷ୍ୟ ଜୀବନ ରେ କିଛି କରିବାକୁ ଇଚ୍ଛା କରିଥାଏ ତ ସେହି ଅନୁସାରେ ସେହି ବ୍ୟକ୍ତି ପରିଶ୍ରମ ମଧ୍ୟ କରିଥାନ୍ତି I କିନ୍ତୁ ଜଣେ ବ୍ୟକ୍ତି ଙ୍କ ର ପାରିବାରିକ ଓ ଆର୍ଥିକ ସ୍ତିତି ଠିକ ନ ଥିଲେ ପିଲାଟି ଜୀବନ ରେ ଅନେକ କିଛି କରିବା ର ଦୃଢ଼ ସଂକଳ୍ପ ମଧ୍ୟ ନେଇଥାଏ I ଆଜି ଆମେ ଏପରି ଜଣେ ଯୁବକ ଙ୍କ ର ନାମ କହିବାକୁ ଯାଉଛୁ ସେ ହେଉଛନ୍ତି ଆର୍ଯ୍ୟନ ଏବଂ ବୟସ ମାତ୍ର 19 ବର୍ଷ ଅଟେ I ଏବଂ ତାଙ୍କ ପିତା ଜଣେ ଚୌକିଦାର ଅଟନ୍ତି I

ଆର୍ଯ୍ୟନ ଯେତେବେଳେ ଛୋଟ ଥିଲେ ତ ଜୀବନ ରେ ଅନେକ ବଡ଼ ବଡ଼ ଲକ୍ଷ ରଖିଥିଲେ I ଏବଂ ଅନ୍ତରୀକ୍ଷ ର ଦୁନିଆ କୁ ଅତି ନିକଟ ରୁ ଜାଣିବାକୁ ଚାହିଁଥିଲେ I ଅନ୍ୟପଟେ ତାଙ୍କ ର ଆର୍ଥିକ ସ୍ତିତି ସେପରି ମଜବୁତ ନ ଥିଲା I କିନ୍ତୁ ଆର୍ଯ୍ୟନ ଙ୍କୁ ତାଙ୍କ ପିତା ବହୁ କଷ୍ଟ ରେ ଏକ ପ୍ରାଇଭେଟ ସ୍କୁଲ ରେ ପଢ଼ିଥିଲେ I

10 ବର୍ଷ ବୟସ ରେ ଆର୍ଯ୍ୟନ ଙ୍କ ର ଅନ୍ତରୀକ୍ଷ ଦୁନିଆ କୁ ଜାଣିବା ର ଇଚ୍ଛା ଅଧିକ ହେଇଥିଲା I ଏହା ପରେ ସେ ସ୍କୁଲ ରେ ଆଷ୍ଟ୍ରୋନୋମି ୱାର୍କସପ ରେ ଆଡ଼ମିସନ ନେଇଥିଲେ I ସେଠାରେ ସେ ପ୍ରଥମ ଥର ଟେଲିସ୍କୋପ ରେ ଶନିଗ୍ରହ ର ସୁନ୍ଦରତା କୁ ଦେଖିଥିଲେ I ଆର୍ଯ୍ୟନ ଜୀବନ ରେ ଅନେକ କିଛି କରିବା ର ନିଷ୍ପତି ନେଇସାରିଥିଲେ I


ଏହା ପରେ ଆର୍ଯ୍ୟନ ଟଙ୍କା ସଂଚୟ କରିବା ଆରମ୍ଭ କରିଥିଲେ ଏବଂ ସ୍କୁଲ ମଧ୍ୟ ସେ ଚାଲି ଚାଲି ଯାଇ ବଉ 5000 ଯୋଗାଡ଼ କରିଥିଲେ I ଏବଂ ଏକ ଟେଲିସ୍କୋପ କିଣିଥିଲେ I ଆର୍ଯ୍ୟନ ଙ୍କ ର ଏହି କଥା ଘର ଲୋକ ଙ୍କୁ ପସନ୍ଦ ଆସି ନ ଥିଲା I ଏବଂ ଘର ଲୋକେ ତାଙ୍କ ସହ 4 ଦିନ ପର୍ଯ୍ୟନ୍ତ କଥା ମଧ୍ୟ ହେଇ ନ ଥିଲେ I ଏହା ପରେ ଆର୍ଯ୍ୟନ ଅନ୍ତରୀକ୍ଷ ର ଦୁନିଆ କୁ ଦେଖିବା ଆରମ୍ଭ କରିଥିଲେ I ଏବଂ 14 ବର୍ଷ ବୟସ ରେ ସେ ଏକ ASTEROID ଖୋଜି ପାଇଥିଲେ I

View this post on Instagram

I keep seeing the reactions of people when they see through the telescope and how they react towards it. Like, in the first picture when the security watchman saw the moon he said "I have seen a lot of big celebrities in life at the resort but what I saw just now was nothing in compare to them" Secondly, when the chef saw the moon he said "Moon is more delicious than my food". It's just the perspective of life that how you see things, for me, stars have always fascinated me. The sky you see and I see is the same, it's just depends on how you are creating things for yourself. My mom has never been to high school but in every arguments she wins with my dad. I always ask her how do you do that? She says "Life teaches you a lot" and I believe she looks things differently than what my dad and I do and that is the reason she is ahead in the arguments. . You never need to copy anyone, believe in yourself like Pluto does, it's a not planet but still it's a such a cool thing to see. #astronomy #space #thetamaracoorg #thetamaracarnival #telescope #chef #watchman #sky #astronomyforeveryone #nightsky #inspire #lookup #coorg #karnataka #stars #fascination #lifelessons

A post shared by Aryan Mishra (@sparkastronomy) on


ଏହି ଖବର ଟି ଖବର କାଗଜ ରେ ପ୍ରସାରିତ ହେଇଥିଲା I ଆର୍ଯ୍ୟନ ଙ୍କ ର ପିତା ଏହା ଦେଖି I ଏହା ପୂର୍ବ ରୁ ତାଙ୍କ ର ଏହି ସାମାନ୍ୟ ବସ୍ତି ର କୌଣସି ଖବର ଖବର ପତ୍ରିକା ରେ ଆସି ନ ଥିଲା I ଏହିପରି ଆର୍ଯ୍ୟନ ଏକ ବିଶ୍ୱବିଦ୍ୟାଳୟ ରେ ଲେକଚର ଦେଇ ପ୍ରଥମ ମାସ ରେ 30 ହଜାର ରୋଜଗାର କରିଥିଲେ I ଏବଂ ସେ ନିଜ ର ପାଠପଢା ମଧ୍ୟ ଜାରି ରଖିଥିଲେ I

View this post on Instagram

One of the things that I always wanted to do in life was to give a talk in IIT someday, this dream got fulfilled two days back when I spoke at IIT Dhanbad in there Annual Techno-Management Fest @concetto.iitism, and I was invited by @arka_iit_ism. It was really an amazing experience to speak here and learn so many new things from this place. But still I have three more places which I want to attend @techfest_iitbombay, @rendezvous.iitdelhi, @technovanza and I hope one day I will attend these amazing techno fest in India. I always say when you reach your goals come back and push others to help them in reaching there goals this is known as wisdom. #IIT #iitismdhanbad #iit #concetto #astronomy #technovanza #talk #passion #lookup

A post shared by Aryan Mishra (@sparkastronomy) on


ବର୍ତମାନ ଆର୍ଯ୍ୟନ 19 ବର୍ଷ ବୟସ ର ଅଟନ୍ତି I ଏବଂ ଆର୍ଥିକ ରୂପେ ସେ ଖୁବ ମଜବୁତ ଅଟନ୍ତି I ଏବଂ ବିଗତ ଦିନ ରେ ସେ ପ୍ରଥମ ଥର ନିଜ ପିତାମାତା ଙ୍କୁ ପ୍ଲେନ ରେ ବସିଥିଲେ ଏବଂ ଏକ ବଡ଼ ହୋଟେଲ ରେ ମଧ୍ୟ ରଖିଥିଲେ I ଆର୍ଯ୍ୟନ ଙ୍କ ର ଏହି ସମସ୍ତ ଙ୍କ ପାଁଇ ଏକ ପ୍ରେରଣା ଅଟେ I ସ୍ବପ୍ନ ଯେତେ ବଡ଼ ହେଲେ ମଧ୍ୟ ଏହା ସାକାର ହେଇପାରିବ କେବଳ ଆତ୍ମବିଶ୍ୱାସ ହିଁ ଯଥେଷ୍ଟ ଅଟେ I