ଯେତେବେଳେ ଜଣେ ମନୁଷ୍ୟ ଜୀବନ ରେ କିଛି କରିବାକୁ ଇଚ୍ଛା କରିଥାଏ ତ ସେହି ଅନୁସାରେ ସେହି ବ୍ୟକ୍ତି ପରିଶ୍ରମ ମଧ୍ୟ କରିଥାନ୍ତି I କିନ୍ତୁ ଜଣେ ବ୍ୟକ୍ତି ଙ୍କ ର ପାରିବାରିକ ଓ ଆର୍ଥିକ ସ୍ତିତି ଠିକ ନ ଥିଲେ ପିଲାଟି ଜୀବନ ରେ ଅନେକ କିଛି କରିବା ର ଦୃଢ଼ ସଂକଳ୍ପ ମଧ୍ୟ ନେଇଥାଏ I ଆଜି ଆମେ ଏପରି ଜଣେ ଯୁବକ ଙ୍କ ର ନାମ କହିବାକୁ ଯାଉଛୁ ସେ ହେଉଛନ୍ତି ଆର୍ଯ୍ୟନ ଏବଂ ବୟସ ମାତ୍ର 19 ବର୍ଷ ଅଟେ I ଏବଂ ତାଙ୍କ ପିତା ଜଣେ ଚୌକିଦାର ଅଟନ୍ତି I
ଆର୍ଯ୍ୟନ ଯେତେବେଳେ ଛୋଟ ଥିଲେ ତ ଜୀବନ ରେ ଅନେକ ବଡ଼ ବଡ଼ ଲକ୍ଷ ରଖିଥିଲେ I ଏବଂ ଅନ୍ତରୀକ୍ଷ ର ଦୁନିଆ କୁ ଅତି ନିକଟ ରୁ ଜାଣିବାକୁ ଚାହିଁଥିଲେ I ଅନ୍ୟପଟେ ତାଙ୍କ ର ଆର୍ଥିକ ସ୍ତିତି ସେପରି ମଜବୁତ ନ ଥିଲା I କିନ୍ତୁ ଆର୍ଯ୍ୟନ ଙ୍କୁ ତାଙ୍କ ପିତା ବହୁ କଷ୍ଟ ରେ ଏକ ପ୍ରାଇଭେଟ ସ୍କୁଲ ରେ ପଢ଼ିଥିଲେ I
10 ବର୍ଷ ବୟସ ରେ ଆର୍ଯ୍ୟନ ଙ୍କ ର ଅନ୍ତରୀକ୍ଷ ଦୁନିଆ କୁ ଜାଣିବା ର ଇଚ୍ଛା ଅଧିକ ହେଇଥିଲା I ଏହା ପରେ ସେ ସ୍କୁଲ ରେ ଆଷ୍ଟ୍ରୋନୋମି ୱାର୍କସପ ରେ ଆଡ଼ମିସନ ନେଇଥିଲେ I ସେଠାରେ ସେ ପ୍ରଥମ ଥର ଟେଲିସ୍କୋପ ରେ ଶନିଗ୍ରହ ର ସୁନ୍ଦରତା କୁ ଦେଖିଥିଲେ I ଆର୍ଯ୍ୟନ ଜୀବନ ରେ ଅନେକ କିଛି କରିବା ର ନିଷ୍ପତି ନେଇସାରିଥିଲେ I
ଏହା ପରେ ଆର୍ଯ୍ୟନ ଟଙ୍କା ସଂଚୟ କରିବା ଆରମ୍ଭ କରିଥିଲେ ଏବଂ ସ୍କୁଲ ମଧ୍ୟ ସେ ଚାଲି ଚାଲି ଯାଇ ବଉ 5000 ଯୋଗାଡ଼ କରିଥିଲେ I ଏବଂ ଏକ ଟେଲିସ୍କୋପ କିଣିଥିଲେ I ଆର୍ଯ୍ୟନ ଙ୍କ ର ଏହି କଥା ଘର ଲୋକ ଙ୍କୁ ପସନ୍ଦ ଆସି ନ ଥିଲା I ଏବଂ ଘର ଲୋକେ ତାଙ୍କ ସହ 4 ଦିନ ପର୍ଯ୍ୟନ୍ତ କଥା ମଧ୍ୟ ହେଇ ନ ଥିଲେ I ଏହା ପରେ ଆର୍ଯ୍ୟନ ଅନ୍ତରୀକ୍ଷ ର ଦୁନିଆ କୁ ଦେଖିବା ଆରମ୍ଭ କରିଥିଲେ I ଏବଂ 14 ବର୍ଷ ବୟସ ରେ ସେ ଏକ ASTEROID ଖୋଜି ପାଇଥିଲେ I
ଏହି ଖବର ଟି ଖବର କାଗଜ ରେ ପ୍ରସାରିତ ହେଇଥିଲା I ଆର୍ଯ୍ୟନ ଙ୍କ ର ପିତା ଏହା ଦେଖି I ଏହା ପୂର୍ବ ରୁ ତାଙ୍କ ର ଏହି ସାମାନ୍ୟ ବସ୍ତି ର କୌଣସି ଖବର ଖବର ପତ୍ରିକା ରେ ଆସି ନ ଥିଲା I ଏହିପରି ଆର୍ଯ୍ୟନ ଏକ ବିଶ୍ୱବିଦ୍ୟାଳୟ ରେ ଲେକଚର ଦେଇ ପ୍ରଥମ ମାସ ରେ 30 ହଜାର ରୋଜଗାର କରିଥିଲେ I ଏବଂ ସେ ନିଜ ର ପାଠପଢା ମଧ୍ୟ ଜାରି ରଖିଥିଲେ I
ବର୍ତମାନ ଆର୍ଯ୍ୟନ 19 ବର୍ଷ ବୟସ ର ଅଟନ୍ତି I ଏବଂ ଆର୍ଥିକ ରୂପେ ସେ ଖୁବ ମଜବୁତ ଅଟନ୍ତି I ଏବଂ ବିଗତ ଦିନ ରେ ସେ ପ୍ରଥମ ଥର ନିଜ ପିତାମାତା ଙ୍କୁ ପ୍ଲେନ ରେ ବସିଥିଲେ ଏବଂ ଏକ ବଡ଼ ହୋଟେଲ ରେ ମଧ୍ୟ ରଖିଥିଲେ I ଆର୍ଯ୍ୟନ ଙ୍କ ର ଏହି ସମସ୍ତ ଙ୍କ ପାଁଇ ଏକ ପ୍ରେରଣା ଅଟେ I ସ୍ବପ୍ନ ଯେତେ ବଡ଼ ହେଲେ ମଧ୍ୟ ଏହା ସାକାର ହେଇପାରିବ କେବଳ ଆତ୍ମବିଶ୍ୱାସ ହିଁ ଯଥେଷ୍ଟ ଅଟେ I