ଗୋଟେ ସନ୍ତାନର ଆଶା ଦେଖାଇ ଦିଅର ଭାଉଜଙ୍କ ସହ ଖେଳିଲେ ଏପରି ଖେଳ, ଜାଣିଲେ ଆପଣଙ୍କ ରକ୍ତ ବି ଗରମ ହୋଇଯିବ

ଆଜି ର ଏହି ଘଟଣା ରେ ଏହି ଭାଉଜ ଙ୍କ ର କୌଣସି ସନ୍ତାନ ନ ଥିଲେ I ଏବଂ ସନ୍ତାନ ଦେବାର ପ୍ରତିଶୃତି ଦେଇଥିଲେ ଦିଅର I ଏହି ଘଟଣା ରେ ଦିଅର ନିଜ ଭାଉଜ ଙ୍କ ସହ ଦୁଷ୍କର୍ମ କରିଥିଲେ I ଏହା ପରେ 10 ଲକ୍ଷ ଟଙ୍କା ଦାବି କରି ତାଙ୍କୁ ଘରୁ ବାହାର କରିଥିଲେ I ଘଟଣା ଟି ଉତ୍ତର ପ୍ରଦେଶ ର ସହରଣପୁର ର ଅଟେ I ଦେଵନ୍ଦ ର ଏକ ଗ୍ରାମ ରେ ଜଣେ ଦିଅର ନିଜ ଭାଉଜ ଙ୍କ ସହ ଅନୈତିକ ସମ୍ବନ୍ଧ ରଖିଥିଲେ I

ବିବାହିତା ମହିଳା ଙ୍କ ର ଏହି ଆରୋପ ରହିଛି କି ତାଙ୍କ ର ସାଢେ ତିନି ବର୍ଷ କୌଣସି ସନ୍ତାନ ନ ଥିଲା I ତେଣୁ ତାଙ୍କ ଦିଅର ଏହା ର ଫାଇଦା ଉଠାଇଥିଲେ ଓ ତାଙ୍କ ସହ ଅନୈତିକ ସମ୍ବନ୍ଧ ରଖିଥିଲେ I ଏହା ପରେ IN LAWS ରେ 10 ଲକ୍ଷ ଟଙ୍କା ର ଦାବି କରି ତାଙ୍କୁ ଘରୁ ବାହାର କରିଥିଲେ I

ମିଳିଥିବା ସୂଚନା ଅନୁସାରେ ମହିଳା ଙ୍କ ର ଦୀର୍ଘ ଦିନ ହେବ କୌଣସି ସନ୍ତାନ ନ ଥିଲା I ଏହା ର ଫାଇଦା ଉଠାଇ ଦିନେ ତାଙ୍କ ଦିଅର ତାଙ୍କ ବେଡ୍ରୁମ କୁ ଯାଇଥିଲେ ଓ ସେହିଠାରେ ସେ ତାଙ୍କ ଭାଉଜ ଙ୍କ ସହ ଜବରଦସ୍ତି ଶାରୀରିକ ସମ୍ବନ୍ଧ ରଖିଥିଲେ I ଯେତେବେଳେ ସେ ଅଭିଯୋଗ ଜଣାଇଥିଲେ ତ ଦିଅର ସାପେକ୍ଷ ରେ ସବୁ ଯାଇଥିଲେ ଓ ଭାଉଜ ଙ୍କୁ ଘରୁ ବାହାର କରିଥିଲେ I ଏହା ପରେ ବିବାହିତ ମହିଳା ନିଜ ବାପ ଘର କୁ ଚାଲିଯାଇଥିଲେ I ଏହି ମାମଲା ରେ SSP କୋତବାଲି ପୋଲିସ ରେ ଆରୋପ ଦାଖିଲ ହେବା ପରେ ପୋଲିସ ଏହା ର ତଦନ୍ତ ଆରମ୍ଭ କରିଥିଲା I

ଜଣେ ଗ୍ରାମବାସୀ ପୋଲିସ ଅଧିକାରୀ ଙ୍କୁ ଏହା କହିଛନ୍ତି କି 2014 ରେ ତାଙ୍କ ର ବିବାହ ହେଇଥିଲା I ତାଙ୍କ ପିତା ଏହି ବିବାହ ରେ ପ୍ରାୟ 35 ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ I କିନ୍ତୁ ଶଶୁର ଘର ଲୋକେ ଏହି ବିବାହ ରେ ଖୁସି ନ ଥିଲେ I ଏବଂ ସର୍ବଦା ମହିଳା ଙ୍କ ଉପରେ ଯୌତୁକ ଜନିତ ଚାପ ପକାଉଥିଲେ I ଏବଂ ପୁଣି 10 ଲକ୍ଷ ଟଙ୍କା ର ଦାବି କରୁଥିଲେ I

ଏହା ପରେ ମହିଳା ଦୁଇ ଲକ୍ଷ ଟଙ୍କା ନିଜ ବାପ ଘରୁ ଆଣି ଦେଇଥିଲେ I ଏହା ସତ୍ୱେ ମଧ୍ୟ ମହିଳା ଙ୍କ ର ଶଶୁର ଘର ଲୋକେ ଖୁସି ନ ଥିଲେ I ଏବଂ ଅନେକ ପ୍ରତାଡ଼ିତ ମଧ୍ୟ କରୁଥିଲେ I ପୋଲିସ ବର୍ତମାନ ମଧ୍ୟ ଏହି ମାମଲା ର ଯାଞ୍ଚ ଜାରି ରଖିଛି I