୩୪ ଗୋଟି ପିଲା ଙ୍କର ମା ବୋଲି ପରିଚୟ ରହଛି ଏହି ୪୪ ବର୍ଷୀୟ ଅଭିନେତ୍ରୀଙ୍କର, ୬୦୦କୋଟି ଟଙ୍କାର ସମ୍ପତିଙ୍କୁ ପାଦରେ ଆଡେଇ ଦେଇଥିଲେ

ପ୍ରୀତି ଜିନ୍ତା ଜଣେ ଭାରତୀୟ ଫିଲ୍ମ ର ଅଭିନେତ୍ରୀ ଅଟନ୍ତି I ସେ ହିନ୍ଦୀ , ତେଲୁଗୁ , ପଂଜାବୀ ପରି ଅନେକ ଫିଲ୍ମ ରେ ଅଭିନୟ କରିସାରିଛନ୍ତି I ଫିଲ୍ମ ଦିଲ ସେ … ରୁ 1988 ରେ ସେ ନିଜ ର ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ I ସେହି ବର୍ଷ ଫିଲ୍ମ ସୋଲଯର ରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିଥିଲା I

ଅଭିନେତ୍ରୀ ପ୍ରୀତି ଜିନ୍ତା ଜଣେ ସୁପର ଷ୍ଟାର ଅଭିନେତ୍ରୀ ଶୁଚି ରେ ଆଗ ଧାଡି ର ଅଭିନେତ୍ରୀ କହିଲେ ଚଳେ I କିନ୍ତୁ ସେ ଦୀର୍ଘ ସମୟ ଫିଲ୍ମ ରେ ଅଭିନୟ କରିପାରି ନ ଥିଲେ I କିଛି ବର୍ଷ ଫିଲ୍ମ ରେ ଅଭିନୟ କରିବା ପରେ ଫିଲ୍ମ ଜଗତ ରୁ ସେ ଦୁରେଇ ଯାଇଥିଲେ I

34 ଗୋଟି ପିଲା ଙ୍କ ର ମା ବୋଲି ଦେଇଥିଲେ ପରିଚୟ
ଆପଣ ହୁଏତ ଏହା ଶୁଣି ଆଶ୍ଚଯ୍ୟ ହେଇଥିବେ କିନ୍ତୁ ରୁଷିକେଶ ର ଅନାଥଆଶ୍ରମ ର 34 ଗୋଟି ପିଲା ଙ୍କୁ 2009 ରେ ପ୍ରୀତି ଜିନ୍ତା ପୋଷ୍ୟ ରୂପେ ଗ୍ରହଣ କରିଛନ୍ତି I ଏହି 34 ଗୋଟି ପିଲା ଙ୍କ ର ଦେଖାଶୁଣା ସେ ନିଜେ କରୁଛନ୍ତି I

ମନା କରିଥିଲେ 600 କୋଟି ର ସମ୍ପତି କୁ
ଫିଲ୍ମ ନିର୍ମାତା ସ୍ବର୍ଗୀୟ କମାଲ ଅମରହି ଙ୍କ ର ପୁଅ ଓ କାମାଲିସ୍ଥାନ ସ୍ଟୁଡ଼ିଓ ର ମାଲିକ ସନ୍ଦର ଅମରହି ପ୍ରୀତି ଜିନ୍ତା ଙ୍କୁ ନିଜ ର ଦ୍ୱିତୀୟ ପୁତ୍ରୀ ବୋଲି ମାନିଥାନ୍ତି 2010 ରେ ସେ ପ୍ରୀତି ଜିନ୍ତା ଙ୍କୁ ପୋଷ୍ୟ ରୂପେ ଗ୍ରହଣ କରିବାକୁ ନିଷ୍ପତି ନେଇଥିଲେ I କିନ୍ତୁ କୌଣସି କାରଣ ରୁ ପ୍ରୀତି ଜିନ୍ତା ଏହି ପ୍ରସ୍ତାବ କୁ ମନା କରିଥିଲେ I

ବିଳାସପୁର୍ଣ ଜୀବନ ଅତିବାହିତ କରୁଛନ୍ତି
ଫିଲ୍ମ ଛାଡିବା ପରେ ପ୍ରୀତି ଜିନ୍ତା ଙ୍କ ପାଖ ରେ ଟଙ୍କା ର କୌଣସି ଅଭାବ ନାହିଁ I 2008 ରେ IPL ମୋହାଲି ଫ୍ରାଞ୍ଚାଇଜ କୁ 500 କୋଟି ଟଙ୍କା ରେ କିଣିଥିଲେ I ଯାହା ର ନାମ ବର୍ତମାନ ପଞ୍ଜାବ XI ରଖାଯାଇଛି I 29 ଫ୍ରେବୁଆରି 2016 ରେ ଲସ ଆଞ୍ଜେଲିସ ରେ 10 ବର୍ଷ ସାନ ଜିନ ଗୁଡୀନ୍ଫ ଙ୍କ ସହ ତାଙ୍କ ର ବିବାହ ମଧ୍ୟ ହେଇଥିଲା I