ଭୋକ ଏକ ଏପରି ଜିନିଷ ଯାହା ପାଁଇ ମନୁଷ୍ୟ କିଛି ବି କରିପାରେ I କିଛି ଲୋକ ଙ୍କ ପାଖ ରେ ଏତେ ଟଙ୍କା ରହିଥାଏ କି ସେମାନେ ଖାଦ୍ୟ ନଷ୍ଟ କରିଥାନ୍ତି ଅନ୍ୟପଟେ କିଛି ଲୋକେ ପଡିଥିବା ଖାଦ୍ୟ କୁ ଉଠାଇ ଖାଇବା କୁ ବାଧ୍ୟ ହେଇଥାନ୍ତି I ବିଗତ କିଛି ଦିନ ହେବ ଇଣ୍ଟେର୍ନେଟ ରେ ଏକ ଭାବାତ୍ମକ ଭିଡିଓ ଭାଇରଲ ହେବାରେ ଲାଗିଛି I ଏହି ଭିଡିଓ ରେ ଆପଣ ଦେଖିବା କୁ ପାଈଥିବେ କି ଜଣେ ବୃଦ୍ଧ ବ୍ୟକ୍ତି ରେଳ ଧାରଣା ପାଖ ରେ ଏକ ତଳେ ପଡିଥିବା ରୁଟି କୁ ଧୋଇକି ଖାଉଛନ୍ତି I
ଏହା ଦେଖି ଆଖି ରେ ଲୁହ ଆସିଯିବ I ତେବେ ଏହି ବ୍ୟକ୍ତି କିଏ ଏହା ର କୌଣସି ସଠିକ ସୂଚନା ମିଳିନାହିଁ I ସୋସିଆଲ ମିଡ଼ିଆ ରେ ଏହି ଭିଡିଓ ବେଶ ଅଧିକ ଭାଇରଲ ହେଇଚି I ଏହି ଭିଡିଓ ରୁ ଆପଣ ଏହା ହିଁ ଶିଖିବା କୁ ପାଈଥିବେ କି ରୁଟି ର ମୂଲ୍ୟ କଣ I ତେଣୁ ଖାଦ୍ୟ ନଷ୍ଟ କରିବା ଉଚିତ ନୁହେଁ I କାରଣ ଆପଣ ଙ୍କ ର ନଷ୍ଟ ହେଇଥିବା ଖାଦ୍ୟ ଯେ କୌଣସି ଗରିବ ଲୋକ ଙ୍କ ର ପେଟ ପୁରାଇବା ରେ ସହାୟକ ହେଇପାରେ I
ଏହି ଭାଇରଲ ଭିଡିଓ ଟ୍ୱିଟର ରେ ସଚିନ କୌଶିକ @UPCOPSACHIN ନାମ ଜଣେ ବ୍ୟକ୍ତି ସେୟାର କରିଥିଲେ I ଭିଡିଓ ର କ୍ୟାପ୍ସନ ରେ ଏହା ଲେଖା ରହିଛି କି ଏହା ହିଁ ମନୁଷ୍ୟ ର ଭୋକ ଅଟେ I ଯାହା କି ପଡିଥିବା ଖାଦ୍ୟ କୁ ଉଠାଇ ଖାଇଦେଉଛନ୍ତି I
ये भूख ही तो है,
जो किसी से पेट भरने पर रोटी फ़िकवा देती है और किसी से उसी रोटी को दुबारा उठवा के धुलवा लेती है।हृदय विदारक विड़िओ… pic.twitter.com/joG423khdE
— SACHIN KAUSHIK (@upcopsachin) February 20, 2020
ଏହି ଭିଡିଓ ଦେଖିବା ପରେ ଲୋକେ ଅନେକ କିଛି ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି I ପ୍ରତୋକ ବ୍ୟକ୍ତି ଏପରି ଭିଡିଓ ଦେଖି ଭାବୁକ ହେଇଯାଇଛନ୍ତି I ଏବଂ ଏହା ହିଁ ନିବେଦନ କରୁଛନ୍ତି କି କୌଣସି ବି ପାର୍ଟି ଫଂସନ ରେ କୌଣସି ବି ଖାଦ୍ୟ କୁ ନଷ୍ଟ କରନ୍ତୁ ନାହିଁ I
ये भूख ही तो है,
जो किसी से पेट भरने पर रोटी फ़िकवा देती है और किसी से उसी रोटी को दुबारा उठवा के धुलवा लेती है।हृदय विदारक विड़िओ… pic.twitter.com/joG423khdE
— SACHIN KAUSHIK (@upcopsachin) February 20, 2020
ଏହି ଭିଡିଓ ରୁ ଏପରି ଅନେକ କିଛି ଶିକ୍ଷ୍ୟା ମିଳୁଛି I ଲୋକେ ବର୍ତମାନ ନିଜ ର ଭୁଲ ମଧ୍ୟ ବୁଝିପାରିଛନ୍ତି I ଏବଂ ଏହା କୁ ବହୁଳ ମାତ୍ରା ରେ ସେୟାର କରିବା ଆମ ର ଉଦେଶ୍ୟ ଅଟେ I
ये भूख ही तो है,
जो किसी से पेट भरने पर रोटी फ़िकवा देती है और किसी से उसी रोटी को दुबारा उठवा के धुलवा लेती है।हृदय विदारक विड़िओ… pic.twitter.com/joG423khdE
— SACHIN KAUSHIK (@upcopsachin) February 20, 2020
ଯାହା ଦ୍ୱାରା କି ସମାଜ ରେ କିଛି ଖାଦ୍ୟ ନଷ୍ଟ କରୁଥିବା ଲୋକ ଙ୍କ ପାଁଇ ଏହା ଏକ ନିତିଶିକ୍ଷ୍ୟା ହେଇପାରେ I
बेहद दुखद! आपके भाई ने रेस्टोरेंट खोला है दिल्ली में ऐसे लोगों को मैं फ्री खाना दे दूँगा।
— Bhishm Pal Singh (@BhishmPalSinghg) February 21, 2020
ହେଇପାରେ କି ଏହି ବାବା ଙ୍କୁ ଏହି ରୁଟି କେହି ଦେଇଛନ୍ତି ଓ ବାସି ହେଇଯାଇଥାଇ ପରେ ଯେଉଁ କାରଣ ରୁ କି ସେ ଏହା କୁ ଧୋଇକି ଖାଉଛନ୍ତି I