ଶାରୀରିକ ସମ୍ବନ୍ଧ ପ୍ରତୋକ ବ୍ୟକ୍ତି ପ୍ରେମ ଅବସ୍ଥା ରେ କରିଥାନ୍ତି I ଉପଯୁକ୍ତ ସମୟ ଓ ପରିବେଶ କୁ ଦେଖି କି ହିଁ ପ୍ରେମୀ ଯୁଗଳ କିମ୍ବା ଦମ୍ପତି ମାନେ ଶାରୀରିକ ସମ୍ବନ୍ଧ ରଖିଥାନ୍ତି I ଏହି ଶାରୀରିକ ସମ୍ବନ୍ଧ ରେ ସନ୍ତୁଷ୍ଟି ମଧ୍ୟ ଆବଶ୍ୟକ ଅଟେ I ତେବେ କେଉଁ ଅବସ୍ଥା ରେ ଏହି ଶାରୀରିକ ସମ୍ବନ୍ଧ ବିଶେଷ ରୂପେ ପ୍ରଭାବୀ ହେଇଥାଏ ଆଜି ଏହି ବିଷୟ ରେ ଆଲୋଚନା କରିବା I ଗର୍ଭବତୀ ସମୟ ରେ କିଛି ଲୋକେ ସେକ୍ସ କରିବାକୁ ଚାହିଁଥାନ୍ତି ତ କିଛି ଲୋକେ ଏପରି କରିବାକୁ ଡରିଥାନ୍ତି I ଗବେଷଣା ରୁ ଏହା ଜଣାଯାଇଛି କି ଗର୍ଭବତୀ ସମୟ ରେ ମହିଳା ଙ୍କ ର ସେକ୍ସ ପ୍ରତି ଇଚ୍ଛା ଅଧିକ ରହିଥାଏ I
ଗର୍ଭବତୀ ସମୟ ରେ ଶାରୀରିକ ସମ୍ବନ୍ଧ
ଗର୍ଭବତୀ ସମୟ ରେ ସେକ୍ସ କରିବାକୁ କିଛି ଲୋକେ ଡରିଥାନ୍ତି I ତେଣୁ ଡାକ୍ତର ଙ୍କ ସହ ଏହି ବିଷୟ ରେ ଆଲୋଚନା କରିବା ଉଚିତ I
ସାଧାରଣ ଗର୍ଭବତୀ ରେ ପ୍ରସବ ହେବା ପର୍ଯ୍ୟନ୍ତ ଯୌନ ସମ୍ବନ୍ଧ ରଖିପାରିବେ I କିନ୍ତୁ ଶେଷ କିଛି ସପ୍ତାହ ସେକ୍ସ କରିବା ଉଚିତ ନୁହେଁ I
ଏହି ସମୟ ରେ ଯଦି ମହିଳାମାନେ ସେକ୍ସ କରିବା ଦ୍ୱାରା ଯନ୍ତ୍ରଣା ଅନୁଭବ କରୁଥିବେ ତେବେ ସେକ୍ସ କରିବା ଉଚିତ ନୁହେଁ I
ଗର୍ଭବତୀ ମହିଳା ଙ୍କ ର 4-5 ମାସ ମଧ୍ୟ ରେ ପେଟ ବଢି ଯାଇଥାଏ ତେଣୁ ସେକ୍ସ କରିବା ସହଜ ହେଇ ନ ଥାଏ I