୬୦ ହଜାରେ ଟଙ୍କା ଖାଇଗଲା ଛେଳି, ତାପରେ ଚାଷୀ ଯାହା କଲେ ଆପଣ ଦେଖି ଆଶ୍ଚର୍ଜ୍ୟ ହେଇଯିବେ !

ଚାଷୀ ର ଅନ୍ୟନାମ ପରିଶ୍ରମ ଓ ତପସ୍ୟା ଅଟେ I ତାଙ୍କ ର ତପସ୍ୟା ହେଇଥାଏ ଖାଲି ମାଟି ରେ ସୁନା ଫଲେଇବା I ଥଣ୍ଡା , ଗରମ , ଝଡି ବର୍ଷ କିଛି ବି ତାଙ୍କ ର ସଫଳତା ସମୁଖ ରେ ବାଧକ ହେଇ ନ ଥାଏ I 70% ଆମ ଦେଶ ର ଜନସଂଖ୍ୟା ଗାଁ ଅଂଚଳ ରେ ହିଁ ରହିଥାନ୍ତି ଏବଂ ତାଙ୍କ ର ମୂଳ ଲକ୍ଷ ହେଲା ଚାଷ I

ଭାରତ ର ଆତ୍ମା କହିଲେ ଚାଷୀ ଙ୍କୁ ହିଁ ବୁଝାଏ I ଏହି ଚାଷୀ ମାନେ ହିଁ ଆମ ଦେଶ ର ସଭ୍ୟତା ଓ ସଂସ୍କୃତି କୁ ବଜାୟ ରଖିଛନ୍ତି I ଏହି କାରଣ ରୁ ଚାଷୀମାନେ ସହର ଅପେକ୍ଷା ଗାଁ ଅଂଚଳ ରେ ଅଧିକ ଦେଖିବାକୁ ମିଳିଥାନ୍ତି I

ଜଣେ ଚାଷୀ ପାଁଇ ପଇସା ର ମୂଲ୍ୟ ବହୁତ ଥାଏ କାରଣ ଏହି ପଇସା ପାଇବାକୁ ସେ ଦିନ ରାତି ଅକ୍ଲାନ୍ତ ପରିଶ୍ରମ କରିଥାଏ I ଆଉ ଯଦି କେତେବେଳେ ତାଙ୍କ ଠାରୁ କେହି ଏହି ପଇସା କୁ ଛଡାଇ ନେଇଥାଏ ତ କଣ ହେବ I ଚିନ୍ତା କରିପାରୁଥିବେ ସେ ସମୟ ରେ ଚାଷୀ ମନ ରେ କେତେ ଯେ କଷ୍ଟ ହେଉ ନ ଥିବ I

ୟୁପି ରେ ଜଣେ ଚାଷୀ ଯାହାଙ୍କ ର ନାମ ସର୍ବେଶ୍ୱର କୁମାର ପଟେଲ ଅଟେ I ସେ ବ୍ୟାଙ୍କ ରୁ 60,000 ଟଙ୍କା କଢ଼ାଇଥିଲେ ନିଜ ଘର ର ମରାମତି କରାଇବା ପାଁଇ I ଏବଂ ସେ ନିଜ ପତ୍ନୀ ଙ୍କ ପର୍ସ ରେ ପଇସା ରଖିଦେଇ ଗାଧୋଇବାକୁ ଚଳିଯାଇଥିଲେ I

ଆଉ ନ ଥିଲା ସର୍ବେଶ୍ୱର ଙ୍କ ର ରୋଜଗାର ର ଟଙ୍କା
ଗୋଟେ ଚାଷୀ ପାଁଇ ଏ ପଇସା ର କେତେ ଯେ ମୂଲ୍ୟ ଆପଣ ଜାଣିପାରୁଥିବେ I ଏଥିପାଇ ବାହାର ଲୋକେ ତାଙ୍କୁ ଅନେକ ,ମତାମତ ଦେଇଥିଲେ I କିନ୍ତୁ ସେ ଯାହା କଲେ ଆପଣ ଶୁଣି ବି ଆଶ୍ଚଯ୍ୟ ହେଇଯିବେ I

ସର୍ବେଶ୍ୱର କଣ କରିଥିଲେ
ଲୋକଙ୍କ କଥା ରେ ସେ ସେହି ଛେଳି କୁ କାଟି ଦେଇଥିଲା କାରଣ 60 ହଜାରେ ଟଙ୍କା ତା ପାଁଇ ବହୁତ ବଡ଼ ମୂଲ୍ୟ ଅଟେ I କିନ୍ତୁ ସେ ଏହି ଛେଳି କୁ ଲୋକଙ୍କ କଥା ରେ ନ ମାରି କଠିଥିଲେ କି ଯଦି ମୁ ଛେଳି କୁ ମାରିଦିଏ ତ କୌଣସି ବି ଗୋଟେ ନୋଟ ଭଲ ନ ଥିବା ତ ଏହା ବି ପାପ ହେବ ତେଣୁ ଏପରି କରିବା ଉଚିତ ହେବ ନାହିଁ I