ହନିମୁନରୁ ଫେରିବା ପରେ ଯୁବତୀ ନିଜ ମା ଙ୍କୁ କହିଥିଲେ, Bedroom ଘଟିଥିବା ସବୁ କଥା ସମ୍ପର୍କରେ ଭିଡ଼ିଓ ହେଲା ଭାଇରଲ

ଆପଣ କଣ ନିଜ ର ସେକ୍ସ ଜୀବନ ବିଷୟ ରେ ନିଜ ମା ଙ୍କୁ କିଛି କେବେ କହିଛନ୍ତି ? କଣ ନିଜ ମା ଙ୍କ ସହ ଏହି ବିଷୟ ରେ ଆଲୋଚନା କରିବାକୁ ଆପଣ ସଂକୋଚ କରିଥାନ୍ତି | ତେବେ ୟୁଟୁବ ରେ ଖାଇବା ନାମ ରେ ଏକ ଚାନେଲ ରେ ଏକ ଭିଡିଓ ସେୟାର କରାଯାଇଥିଲା |

ଏହି ଭିଡିଓ ରେ ଆପଣ ଦେଖିବାକୁ ପାଇବେ କିପରି ଜଣେ ଯୁବତୀ ନିଜ ର ହନିମୁନ ବିଷୟ ରେ ନିଜ ମା ଙ୍କୁ କହୁଛି | ମା ଙ୍କୁ ଯୁବତୀ ରୋଷେଇ ଘରେ ରୋଷେଇ ସମୟ ରେ ନିଜ ର ସେକ୍ସ ଲାଇଫ ବିଷୟ ରେ ଆଲୋଚନା କରୁଛି | ଏଠାରେ କୌଣସି ଲାଜ ନ କରି ଯୁବତୀ ନିଜ ମା ଙ୍କୁ ସବୁକିଛି କହିଛନ୍ତି |

ଏହି ଭିଡିଓ ରୁ ଆପଣ ଜାଣିପାରିଥିବେ ଯୁବତୀ ନିଜ ର ସେକ୍ସ ଲାଇଫ କୁ ନେଇ କେତେ ସଜାଗ ଅଛନ୍ତି ଓ ଏହି ବାବଦ ରେ କିପରି ନିଜ ମା ଙ୍କ ସହ ଆଲୋଚନା ମଧ୍ୟ କରୁଛନ୍ତି |

ଏବଂ ଏଠାରେ ଯୁବତୀ ମଧ୍ୟ ନିଜ ମା ଙ୍କ ଆର୍ଜେଜ୍ମ ହାସିଲ ନ କରିପାରିବ ବିଷୟ ରେ ଜାଣିବାକୁ ପାଇଥିଲେ | ଭାରତ ରେ 70 ପ୍ରତିସଦ ମହିଳା ଏଥିରେ ଅସଫଳ ଅଟନ୍ତି | ଏବଂ ଭିଡିଓ ଶେଷ ସମୟ ରେ ମହିଳା ତାଙ୍କ ଝିଅ ଙ୍କ କଥା ରେ ହସିଦେଉଛନ୍ତି | ଏବଂ ରୋଷେଇ ରେ ନିଜ କୁ ବ୍ୟସ୍ତ ରଖୁଛନ୍ତି |