ଆଜି ଆମେ ଆପଣ ଙ୍କୁ କିଛି ଏପରି ଖବର ସମ୍ପର୍କ ରେ କହିବାକୁ ଯାଉଛୁ ଯାହା କୁ ଜାଣିବା ପରେ ଆପଣ ବି ଆଶ୍ଚଯ୍ୟ ହେବେ I ଯେଉଁ ବ୍ୟକ୍ତି ଯେତେ ରୋଜଗାର କରିଥାଏ ସେହି ବ୍ୟକ୍ତି ସେହି ଅନୁପାତ ରେ ଇନକମ ଟ୍ୟାକ୍ସ ଦେଇଥାଏ I ତେବେ ଆପଣ ଭାବୁଥିବେ ଇନକମ ଟ୍ୟାକ୍ସ କଥା ଆମେ କଣ ପାଁଇ କହୁଚୁ I କାରଣ ଲୋକେ ତ କୋଟି କୋଟି ଟଙ୍କା ରୋଜଗାର କରିଥାନ୍ତି କିନ୍ତୁ କିଛି ଲୋକେ ଅଛନ୍ତି ଯେଉଁମାନେ ଇନକମ ଟ୍ୟାକ୍ସ ଦେବା ସମୟ ରେ ଦୁଇ ରୁ ଆଠ ହଜାରେ ହିଁ ଦେଇଥାନ୍ତି I
ଏହି ବ୍ୟକ୍ତି ଙ୍କ ର ନାମ ମୋହନ ସିଂ ଅଟେ I ସେ ନିଜ ର ଏକମାତ୍ର ପୁଅ କୁ ବିବାହ ସମୟ ରେ ଏକ ଅଡ଼ି ଗାଡି ଉପହାର ରେ ଦେଇଥିଲେ ଏବଂ ନିଜ ବୋହୁ ଙ୍କ ର ବିଦାଇ ସମୟ ରେ ହେଲିକାପ୍ଟର ରେ ବିଦା କରାଇଥିଲେ I ତେବେ ଏହି ବ୍ୟକ୍ତି କେବଳ 8 ହଜାରେ ଟଙ୍କା ଟ୍ୟାକ୍ସ ଦେଇ କିପରି ଏତେ ଧନୀ ହେଇଗଲା I ଏହି କାରଣ ରୁ ତାଙ୍କ ଉପରେ ଇନକମ ଟ୍ୟାକ୍ସଡିପାର୍ଟମେଟ ଅନେକ ଦିନ ରୁ ନଜର ରଖିଥିଲା I
ଫଗୁଣା ନିଜ ପୁଅ ର ବିବାହ ମାର୍ଚ୍ଚ ମାସ ରେ କରିଥିଲେ I ତେବେ ଆୟକର ବିଭାଗ ଏହି ବିବାହ ର ଆକଳନ ମୋଟ 80 ଲକ୍ଷ ବୋଲି କହିଛନ୍ତି I ଏବଂ ଜୁଲାଇ ମାସ ରେ ଏସଏସମେଣ୍ଟ ରେ ଇନକମ ଟ୍ୟାକ୍ସ ଡିପାର୍ଟମେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ I ଆପଣ ଶୁଣି ଆଶ୍ଚଯ୍ୟ ହେବେ କି ଫଗୁନା ପୁଅ ବିନୋଦ ବରଯାତ୍ରୀ ରେ ଯାଇଥିଲେ ଯେଉଁଠାରେ କି ହେଲିକପ୍ଟର ବନଦେବସ୍ଥ ଥିଲା ଏବଂ ଯାହା ର ମୂଲ୍ୟ 24 ଲକ୍ଷ ଟଙ୍କା ଥିଲା I
ଏପରି ବ୍ୟାୟବହୁଳ ଖର୍ଚ୍ଚ କୁ ଦେଖି ଇନକମ ଟ୍ୟାକ୍ସ ଡିପାର୍ଟମେଣ୍ଟ ସବୁ ହିସାପ ମାଗିଥିଲେ ଏବଂ ତାଙ୍କ ର ରୋଜଗାର ସମ୍ପର୍କ ପଚାରି ବୁଝିଥିଲେ I କାରଣ ଇନକମ ଟ୍ୟାକ୍ସ ଡିପାର୍ଟମେଣ୍ଟ ଙ୍କୁ ତାଙ୍କ ର ରୋଜଗାର ସମ୍ପର୍କ ରେ ଟିକେ ସନ୍ଦେହ ହେଇଥିଲା I
ବ୍ରହଲଲ ଫଗୁଣ ଥରେ ଦୁଇଥର ବି ଇନକମ ଟ୍ୟାକ୍ସ ଅଫିସ ରେ ବି ହାଜିରା ଦେଲେନି I ତେବେ ସେ କିଛି ଏପରି କଥା କୁ ଲୁଚାଉଛନ୍ତି ଯାହା ତ ଜଣାପଡିଗଲାଣି I ଏବଂ ତାଙ୍କ ବିଷୟ ରେ ଆହୁରି ଇନକ୍ୱାରୀ ହେବାରୁ ଜଣାଯାଇଥିଲା କି ସେ କେବଳ ୮ ହଜାରେ ଟଙ୍କା ହିଁ ଇନକମ ଟ୍ୟାକ୍ସ ଦେଉଛନ୍ତି I