ପ୍ରିୟଙ୍କାଙ୍କୁ ନିଜ ହାତରେ ଖୁଆଇ ଦେଲେ Arvind, ଦେଖିକି ଯାଙ୍କଲୀନ କରିଲେ ଏମିତି କାମ… ବିଶ୍ୱାସ କରି ପାରିବେ ନାହିଁ

ନମସ୍କାର ବନ୍ଧୁଗଣ ବର୍ତ୍ତମାନ ସମୟରେ ଓଲିଉଡ ଇଣ୍ଡଷ୍ଟ୍ରିର ଜବରଦସ୍ତ ଯୋଡି ଜଙ୍କଲିନ୍ ଆଉ ଅରବିନ୍ଦଙ୍କୁ ନେଇ ଚାରିଆଡ଼େ ଚର୍ଚ୍ଚା। ତେବେ ଏହି ନୂଆ ବିବାହ କରିଥିବା ଯୋଡି ତାଙ୍କ ଲାଇଫରେ ବୋହୁତ ହିଁ ଖୁସୀ ଥିବାର ନଜର ଆସିଛନ୍ତି। ତାଙ୍କର ଭଲ ସମୟ ଓ ଖୁସୀ ସମୟର କିଛି ଫଟୋ ଏବଂ ଭିଡିଓ ମଧ୍ୟ ସେ ସୋସିଆଲ ମିଡିଆରେ ତାଙ୍କ ଫ୍ୟାନସ୍ ମାନଙ୍କ ସହିତ ସେୟାର କରିଥାନ୍ତି।


ଓଲିଉଡର ଜବରଦସ୍ତ ଯୋଡି ଅରବିନ୍ଦ୍ ଓ ଜାଙ୍କଲିନ୍ ଙ୍କୁ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ। ରଜ କୁଇନ ଜିତି ଓଲିଉଡ ଜଗତରେ ପାଦ ଦେଇଥିଲେ ଜାଙ୍କଲିନ୍। ମୋ ଜେଜେମା ସୁଟିଂ ସେଟ୍ ରୁ ଅରବିନ୍ଦ୍ ଓ ଜାଙ୍କଲିନ୍ ପରସ୍ପରକୁ ଭଲପାଇ ଯାଇଥିଲେ।


ଦୀର୍ଘ ଦିନର ଭଲପାଇବା ପରେ ବର୍ତ୍ତମାନ ସମୟରେ ଏହି ଯୋଡି ବିବାହ ବନ୍ଧନରେ ବାନ୍ଧି ହୋଇ ଯାଉଛନ୍ତି। ବର୍ତ୍ତମାନ ସମୟରେ ଜାଙ୍କଲିନ୍ ହେପ୍ରଭୁ ଧାରାବାହିକରେ କାମ କରୁଛନ୍ତି ଏବଂ ଅରବିନ୍ଦ୍ ବର୍ତ୍ତମାନ ସମୟରେ ଓଲିଉଡ ଇଣ୍ଡଷ୍ଟ୍ରି ଛାଡି ତାଙ୍କ ବିଜନେସ୍ ରେ ଲାଗିପଡିଛନ୍ତି।

ଜଙ୍କଲିନ୍ ଆଉ ଅରବିନ୍ଦ ଦୁହେଁ ଦୁହିଁଙ୍କୁ ବୋହୁତ ଭଲ ପାଆନ୍ତି ଏବଂ ତାଙ୍କ ଯୋଡିକୁ ଲୋକମାନେ ଦେଖିବା ପାଇଁ ବହୁତ ପସନ୍ଦ କରିଥାନ୍ତି। ଗତକାଲି ଗୋଟିଏ ଭିଡିଓ ଜଙ୍କଲିନ୍ ସେୟାର କରିଥିଲେ ଯେଉଁଥିରେ ଜଙ୍କଲିନ୍ ଙ୍କର ଫ୍ରେଣ୍ଡ୍ ପ୍ରିୟଙ୍କାଙ୍କୁ ଅରବିନ୍ଦ ଖୁଆଉ ଥିବାର ଗୋଟିଏ ଭିଡିଓ ଆସିଥିଲା ଯେଉଁଟା ଜଙ୍କଲିନ୍ ନିଜେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ୍ ରେ ପୋଷ୍ଟ କରୁଥିଲେ।