ଦୁନିଆ ରେ ଏପରି ଅନେକ ଖେଳାଳି ଅଛନ୍ତି ଯେଉଁମାନେ ବେଶ ଚଂଚଳ ଅଟନ୍ତି I ଯଦି ଦେଖିବା କ୍ରିକେଟ ଖେଳ କଥା ତେବେ କ୍ରିକେଟ ଏକ ଏପରି ଖେଳ ଅଟେ ଯାହା କି ଖେଳ ସମୟ ରେ ପ୍ରତୋକ ଖେଳାଳି ଙ୍କୁ ସତର୍କ ରହିବାକୁ ପଡିଥାଏ I ପବନ ବେଗ ରେ ବଲ କୁ କ୍ୟାଚ ଧରିବାକୁ ହେଇଥାଏ I
ତେବେ କ୍ରିକେଟ ଜଗତ ରେ ଏପରି କିଛି ଅଳସୁଆ ଖେଳାଳି ବି ଅଛନ୍ତି ଏବଂ ଏହି ଖେଳାଳି ଙ୍କୁ ନିଜ ର ଅଳସୁଆ ସ୍ଵଭାଵ ପାଁଇ ଲୋକେ ଜାଣିଥାନ୍ତି I ଆଜି ଆମେ ଆପଣ ଙ୍କୁ ଏହିପରି 5 ଜଣ ଖେଳାଳି ଙ୍କ ବିଷୟ ରେ କହିବାକୁ ଯାଉଛୁ I
ପ୍ରଥମ – ବୀରେନ୍ଦ୍ର ସେହେବାଗ ସେ ନିଜ ର ଆକ୍ରମକ ଖେଳ ପାଁଇ ବେଶ ପରିଚିତ ଅଟନ୍ତି କିନ୍ତୁ ସେ ଫିଲଡିଂ ରେ ଖୁବ ଅଳସୁଆ ହେଇଥାନ୍ତି I
ଦ୍ୱିତୀୟ – ଆର ଅଶ୍ୱିନୀ କୁମାର ଜଣେ ମହାନ ସ୍ପିନ ଖେଳାଳି ଅଟନ୍ତି କିନ୍ତୁ ସେ ବି ଫିଲଡିଂ ଖୁବ ଖରାପ କରିଥାନ୍ତି I
ତୃତୀୟ -ତୃତୀୟରେ ଅଛନ୍ତି ରୋହିତ ଶର୍ମା ସେ ଅନେକ ବଡ଼ ବଡ଼ ରେକର୍ଡ ଭାଙ୍ଗିଛନ୍ତି କିନ୍ତୁ ଫିଲଡିଂ ରେ ବି ସେ ଖୁବ ଅଳସୁଆ ଅଟନ୍ତି I
ଚତୁର୍ଥ -ଯୁବରାଜ ସିଂ ଙ୍କ ଠାରୁ ଭଲ ସିକ୍ସର ଆଉ କେହି ନାହାନ୍ତି କିନ୍ତୁ ଦୁଖଦଃ ବିଷୟ କି ଫିଲଡିଂ ରେ ବି ସେ ଖୁବ ଅଳସୁଆ ଅଟନ୍ତି I