ହିରୋ ଭାରତରେ ଲଞ୍ଚ କରିଲା BS-6 ଇଂଜିନର ସ୍ପ୍ଲେଣ୍ଡର, ଦାମ ଶୁଣି ଖୁସି ହେଇଯିବେ

ହିରୋ ମୋଟର ବିଗତ ଦିନ ରେ BS 6ଇଂଜିନ ର ସ୍ପ୍ଲେଣ୍ଡର ଲଞ୍ଚ କରିଛି I ଏହି ସ୍ପ୍ଲେଣ୍ଡର ର ଆଇ ସ୍ମାର୍ଟ ମଡେଲ ଲଞ୍ଚ ହେଇଚି I ଏହା ର ମୂଲ୍ୟ 65 ହଜାର ଅଟେ I

ପୂର୍ବ ଅପେକ୍ଷ୍ୟ ଦମଦାର ଇଂଜିନ
ନୂଆ ସ୍ପ୍ଲେଣ୍ଡର BS 6ଇଂଜିନ ର ସ୍ପ୍ଲେଣ୍ଡର113.2CC ର ଅଟେ I ଏବଂ ଏହା 7500 RPM ରେ 9.1 BHP ର ପାୱାର ଉତ୍ପାଦନ କରିଥାଏ I ଏହା ଛଡା ପୂର୍ବ ମଡେଲ ରେ ଇଂଜିନ 109 CC ପାୱାର ରହୁଥିଲା I

ଫ୍ୟୁଲ ଇଞ୍ଜେକ୍ସନ
ହିରୋ ସ୍ପ୍ଲେଣ୍ଡର ଏହି BS 6ଫ୍ୟୁଲ ଇଞ୍ଜେକ୍ସନ ପ୍ରକ୍ରିୟା କୁ ଏଥିରେ ପ୍ରୟୋଗ କରିଛି I ଯାହା ଦ୍ୱାରା କମ୍ପାନୀ i 3 s ପ୍ରକ୍ରିୟା ର ଶୈଳୀ କୁ ମଧ୍ୟ ଆପଣେଇଛି i ଏଥିରେ ଅଏଲ ଫିଲ୍ଟର ମଧ୍ୟ ବ୍ୟବହାର କରାଯାଇଛି i

ଅଧିକ ରହିଛି ବାଇକ ର ଗ୍ରାଉଣ୍ଡ ଫ୍ଲୋରିଂ
ବାଇକ ର ଗ୍ରାଉଣ୍ଡ ଫ୍ଲୋରିଂ 165 mm ରୁ ବୃଦ୍ଧି ହେଇ 180 mm କରାଯାଇଛି i ଏଥିରେ କମ୍ପାନୀ ଦୁଇଟି ଡିସ୍କ ଡ୍ରମ ମଧ୍ୟ ଲାଗିଛି i ତେଣୁ ନୂଆ ମଡେଲ ର ବାଇକ ପୂର୍ବ ଅପେକ୍ଷ୍ୟା ଟିକେ ବଡ଼ ମଧ୍ୟ ଦେଖାଯାଉଛି I

ନୂଆ ଇଂଜିନ ରୁ ହେବ ପରିବେଶ କୁ ଲାଭକାରୀ
ଏହି ଇଂଜିନ ର ଅପଡେଟ ଭର୍ସନ 45 ପ୍ରତିସଦ କାର୍ବନ ମୋନୋ ଆକ୍ସାଇଡ ତଥା 88 ପ୍ରତିସଦ କମ ନାଇଟ୍ରୋଜେନ ଆକ୍ସାଇଡ ଉତ୍ପାଦନ କରିଥାଏ I

ଜାଣିରଖନ୍ତୁ କି ଦେଶ ରେ BS 6 ଉତ୍ପାଦନ ପ୍ରକ୍ରିୟା ଅପ୍ରେଲ 2020 ରୁ ଲାଗୁ ହେବାକୁ ଯାଉଛି I