Ollywood: ହୀରୋ ହୀରୋଇନ ମାନଙ୍କ ଭାଣିଜୀ ମାନେ ଦେଖିବାକୁ ଏତେ ସୁନ୍ଦର, ଆଗରୁ କେବେବି ଦେଖି ନ ଥିବେ

ନମସ୍କାର ବନ୍ଧୁଗଣ ନମସ୍କାର ବନ୍ଧୁଗଣ ଆଜି ଆସନ୍ତୁ ଦେଖିବା ଓଡ଼ିଆ କଳାକାର ମାନଙ୍କର ଭାଣିଜିମାନେ ଦେଖିବାକୁ କିପରି। କଣ ଆପଣ ମାନେ ଆଗରୁ ତାଙ୍କୁ ଦେଖିଛନ୍ତି | ଯଦି ଦେଖି ନାହାଁନ୍ତି ତେବେ ଅସାନ୍ତୁ ଦେଖିବା

ଝିଲିକ୍ ଭଟ୍ଟାଚାର୍ଯ୍ୟ

ଆପଣମାନେ ଜାଣିଥିବେ ଗତବର୍ଷ ଝିଲିକ୍ ଭଟ୍ଟାଚାର୍ଯ୍ୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ସେ ବିଧାୟକ ପ୍ରୀତିରଞ୍ଜନ ଘଡେ଼ଇଙ୍କୁ ବିବାହ କରିଥିଲେ। ଇଏ ହେଉଛନ୍ତି ଝିଲିକ୍ ଭଟ୍ଟାଚାର୍ଯ୍ୟଙ୍କ ଭାଣିଜି।

ପ୍ରିୟଙ୍କା ମହାପାତ୍ର

ପ୍ରିୟଙ୍କା ମହାପାତ୍ରଙ୍କୁ ଆପଣମାନେ ବୋହୁତସାରା ଫିଲ୍ମରେ ମାଆ ର ଚରିତ୍ରରେ ଅଭିନୟ କରୁଥିବାର ନିଶ୍ଚିତ ଭାବରେ ଦେଖିଥିବେ। ଇଏ ହେଉଛନ୍ତି ହର ପଟ୍ଟନାୟକଙ୍କ ଝିଅ ମାନେ ପ୍ରିୟଙ୍କା ମହାପାତ୍ରଙ୍କ ଝିଆରୀ।

ରାଧିକା

ଆପଣମାନେ ନିଶ୍ଚିତ ଭାବରେ ନୂଆ ବୋହୂ ଧାରାବାହିକରେ ରାଧିକାଙ୍କ ଜବରଦସ୍ତ ଅଭିନୟ ଦେଖିଥିବେ। ଇଏ ହେଉଛନ୍ତି ରାଧିକାଙ୍କ ମାମୁଁ ପୁଅ ଭାଇ।

ଅନୁଭବ ମହାନ୍ତି

ଆପଣମାନେ ଅନୁଭବ ମହାନ୍ତିଙ୍କୁ ତ ନିଶ୍ଚିତ ଭାବରେ ଜାଣିଥିବେ। ସେ ଓଲିଉଡର ନମ୍ୱର୍ ୧ ହିରୋ ଅଟନ୍ତି। ତାଙ୍କର ଜବରଦସ୍ତ ଅଭିନୟ ଦ୍ଵାରା ସେ ଓଡ଼ିଶାର ଦର୍ଶକମାନଙ୍କ ମନରେ ଏକ ଅଲଗା ପ୍ରକାରର ସ୍ଥାନ ହାସଲ କରିଛନ୍ତି। ସେ ବର୍ତ୍ତମାନ କେନ୍ଦ୍ରାପଡ଼ା ଜିଲ୍ଲାର ସାଂସଦ ଅଛନ୍ତି। ଇଏ ହେଉଛନ୍ତି ଅନୁଭବ ମହାନ୍ତିଙ୍କ ଭାଈଙ୍କ ଝିଅ ମାନେ ଅନୁଭବ ମହାନ୍ତିଙ୍କ ଝିଆରୀ।

ରଞ୍ଜିତା

ଆପଣମାନେ ତ ରଞ୍ଜିତା ଖୁଡିଙ୍କୁ ତାରାତାରିଣୀ ଧାରାବାହିକରେ ଦେଖିଥିବେ। ବୀର୍ ହେଉଛନ୍ତି ରଞ୍ଜିତାଙ୍କ ପୁତୁରା।

ସାତ୍ଵିକ୍

ଆପଣମାନେ ସାତ୍ଵିକ୍ ଙ୍କୁ ନୂଆ ବୋହୂ ଧାରାବାହିକରେ ମୁଖ୍ୟ ଅଭିନେତା ଭାବରେ ଅଭିନୟ କରୁଥିବାର ନିଶ୍ଚିତ ଭାବରେ ଦେଖିଥିବେ। ଇଏ ହେଉଛନ୍ତି ସାତ୍ଵିକ୍ ଙ୍କ ଭାଣିଜି।