ଓଡ଼ିଆ Hero ମାନଙ୍କ ବାପା ମାନେ ଦେଖିବାକୁ କେମିତି, ଦେଖନ୍ତୁ ଆଗରୁ ଦେଖି ନ ଥିବେ

ନମସ୍କାର ବନ୍ଧୁଗଣ ଆଜି ଆସନ୍ତୁ ଓଲିଉଡର ଲୋକପ୍ରିୟ ହିରୋମାନଙ୍କ ବାପା ମାନଙ୍କୁ ଦେଖିବା, ଯାହାଙ୍କୁ ଆପଣମାନେ କେବେବି ହେଲେ ଦେଖି ନଥିବେ।

ସ୍ବରାଜ

ଶିଶୁ କଳାକାର ଭାବରେ ଓଲିଉଡରେ ପାଦ ରଖିଥିଲେ। ବର୍ତ୍ତମାନ ସେ ହିରୋ ହୋଇ ତାଙ୍କର ଜବରଦସ୍ତ ଅଭିନୟ ପାଇଁ ଦର୍ଶକମାନଙ୍କ ମନରେ ଏକ ଅଲଗା ପ୍ରକାର ସ୍ଥାନ ବନେଇ ପାରିଛନ୍ତି। ଏଇ ହେଉଛନ୍ତି ସ୍ଵରାଜଙ୍କ ବାପା।

ଜ୍ୟୋତି

ଜ୍ୟୋତିଙ୍କୁ ଆପଣମାନେ ବୋହୁତସାରା ସିନେମାରେ ଜବରଦସ୍ତ ଅଭିନୟ କରୁଥିବାର ନିଶ୍ଚିତ ଭାବରେ ଦେଖିଥିବେ। ତେବେ ଆପଣମାନେ ଏ ଫୋଟୋ ରେ ଜ୍ୟୋତିଙ୍କ ବାପାଙ୍କୁ ଦେଖିପାରୁଥିବେ ।

ସମ୍ବିତ

ସମ୍ବିତଙ୍କୁ ଆପଣମାନେ ନିଶ୍ଚିତ ଭାବରେ ଜାଣିଥିବେ ଏବଂ ତାଙ୍କର ଜବରଦସ୍ତ ଅଭିନୟ ବୋହୁତସାରା ସିନେମାରେ ନିଶ୍ଚିତ ଭାବରେ ଦେଖିଥିବେ। ଇଏ ହେଉଛନ୍ତି ସମ୍ବିତଙ୍କ ବାପା।

ଅମ୍ଳାନ

ମିହିର ଦାସଙ୍କ ପୁଅ ଅମ୍ଳାନଙ୍କୁ ଆପଣମାନେ ନିଶ୍ଚିତ ଭାବରେ ଜାଣିଥିବେ। ଆଉ ତାଙ୍କର ଜବରଦସ୍ତ ଅଭିନୟ ମଧ୍ୟ ନିଶ୍ଚିତ ଭାବରେ ଦେଖିଥିବେ। ମିହିର ଦାସ ହେଉଛନ୍ତି ଅମ୍ଳାନଙ୍କ ବାପା।

ବାବୁଶାନ୍ ମହାନ୍ତି

ବାବୁଶାନ୍ ମହାନ୍ତିଙ୍କୁ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ ଏବଂ ତାଙ୍କର ଜବରଦସ୍ତ ଅଭିନୟ ନିଶ୍ଚିତ ଭାବରେ ଦେଖିଥିବେ। ଉତ୍ତମ ମହାନ୍ତିଙ୍କ ପୁଅ ହେଉଛନ୍ତି ବାବୁଶାନ୍ ମହାନ୍ତି।

ଅରିନ୍ଦମ

ଅରିନ୍ଦମ ବୋହୁତସାରା ସିନେମାରେ ନିଜର ଜବରଦସ୍ତ ଅଭିନୟ ଦେଖାଇଛନ୍ତି। ତାଙ୍କ ଜବରଦସ୍ତ ଅଭିନୟ ଦ୍ଵାରା ସେ ଦର୍ଶକମାନଙ୍କ ମନରେ ଏକ ଅଲଗା ପ୍ରକାର ସ୍ଥାନ ହାସଲ କରିଛନ୍ତି। ଇଏ ହେଉଛନ୍ତି ଅରିନ୍ଦମଙ୍କ ବାପା।

ସବ୍ୟସାଚୀ

ସବ୍ୟସାଚୀଙ୍କୁ ଆପଣମାନେ ନିଶ୍ଚିତ ଭାବରେ ଜାଣିଥିବେ। ତାଙ୍କର ଜବରଦସ୍ତ ଅଭିନୟ ଯୋଗୁଁ ସେ ଦର୍ଶକମାନଙ୍କ ମନରେ ଏକ ଅଲଗା ପ୍ରକାର ସ୍ଥାନ ହାସଲ କରିଛନ୍ତି। ସବୁଠାରୁ ବଡ଼ କଥା ହେଉଛି ସେ ଏହି କୋରୋନା ମହାମାରୀ ସମୟରେ ଅନେକ ଅନେକ ଗରୀବ, ଅସହାୟ ଲୋକଙ୍କୁ ବୋହୁତ ସାହାଯ୍ୟ କରୁଛନ୍ତି, ତାଙ୍କ ପାଇଁ ଖାଇବା ଯୋଗାଉଛନ୍ତି। ତେବେ ଇଏ ହେଉଛନ୍ତି ସବ୍ୟସାଚୀଙ୍କ ବାପା।

ଅନୁଭବ ମହାନ୍ତି

ଅନୁଭବ ମହାନ୍ତିଙ୍କୁ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ। ଅନୁଭବ ମହାନ୍ତି ରାଜନୀତିରେ ପଶିବା ପରେ ଆଉ କୌଣସି ହେଲେ ଫିଲ୍ମ କରୁନାହାଁନ୍ତି। ଇଏ ହେଉଛନ୍ତି ଅନୁଭବ ମହାନ୍ତିଙ୍କ ବାପା।

ଅର୍ଧେନ୍ଦୁ

ଅର୍ଧେନ୍ଦୁଙ୍କୁ ଆପଣମାନେ ବୋହୁତସାରା ସିନେମାରେ ଜବରଦସ୍ତ ଅଭିନୟ କରୁଥିବାରୁ ନିଶ୍ଚିତ ଭାବରେ ଦେଖିଥିବେ। ତେବେ ଆପଣମାନେ ଏ ଫୋଟୋ ରେ ତାଙ୍କ ବାପା ଙ୍କୁ ଦେଖିପାରୁଥିବେ ।