ହିରୋଇନ ମାନଙ୍କର ସେ-କ୍ସ ରାକେଟ ଚଳାଉଥିଲେ ଏହି ମହିଳା, ଅଭିନେତ୍ରୀଙ୍କୁ ନେଇ କରୁଥିଲେ ଏପରି ଖରାପ କାମ

ମୁମ୍ବାଇ ଏକ ତିନି ତାରକା ହୋଟେଲ ରେ ଏକ ହାଇପ୍ରୋଫାଇଲ ସେକ୍ସ ରାକେଟ ଠାବ କରିଛି I ଏକ ନାବାଳିକା ସହିତ 3 ଜଣ ମହିଳା କଳାକାର ଙ୍କୁ ଏହି ସେକ୍ସ ରାକେଟ ରୁ ଉଦ୍ଧାର କରାଯାଇଛି I ଏହି ସପ୍ତାହ ର ଏହା ଦ୍ୱିତୀୟ ଘଟଣା ଅଟେ I

ସାମାଜିକ ସେବା ଶାଖା ନିରୀକ୍ଷକ ସାଙ୍ଗେଷୁ ରେବଲେ କହିଛନ୍ତି ଆମେ ପ୍ରିୟା ଶର୍ମା ନାମକ 29 ବର୍ଷୀୟ ଜଣେ ମହିଳା ଙ୍କୁ ଗିରଫ କରିଛୁ I ସେ ଏହି ସେକ୍ସ ରାକେଟ କୁ ସଞ୍ଚାଳିତ କରୁଥିଲେ I ଏବଂ ଏକ ଲକ୍ଷ ଟଙ୍କା ଦେଇ ଏହି ଯୁବତୀ ଙ୍କୁ ଆଣୁଥିଲେ I ଏଥିରେ ଜଡିତ ତିନି ଅନ୍ୟଜଣ – ଅଵେଶ , ବିନୟ ଓ କୁଲଦୀପ ଫେରାର ରହିଛନ୍ତି I

ପୋଲିସ ର ଅନୁସାରେ ଶର୍ମା , କାନ୍ଦିବଲି ପୂର୍ବ ରେ ବିନାୟକ ଭେକେସନ ଆଣ୍ଡ ହଲିଡେଜ ନାମକ ଏକ ଟ୍ରାଭେଲ ଏଜେନ୍ସି ଚଳାଉଥିଲେ I ଏବଂ କମ୍ପାନୀ ଆଳ ରେ ସେକ୍ସ ରାକେଟ ଚଳାଉଥିଲେ I

ଏଥିରେ ଦୁଇ ଜୁନିୟର ଆର୍ଟିଷ୍ଟ ଯେଉଁମାନେ କି ରିୟାଲିଟି ସୋ ସାବଧାନ ଇଣ୍ଡିଆ ରେ କାମ କରିଛନ୍ତି I ଏବଂ ନାବାଳିକା ଏକ ୱେବ ସିରିଜ ରେ ହିଁ କାମ କରୁଛନ୍ତି I ଏକ ମରାଠୀ ଟିଭି ସିରିଏଲ ରେ ମଧ୍ୟ ସେ ଛୋଟ ମୋଟ ଅଭିନୟ କରିଛନ୍ତି I

ଅଂଧେରୀ ପୂର୍ବ ରେ ଡ୍ରଇଂନ୍ଫ୍ଲଏ ହୋଟେଲ ରେ ଏକ ନକଲି ଗ୍ରାହକ ହେଇ ପୋଲିସ ରେଡ କରିଥିଲା I ଏବଂ ଅଚାନକ ହିଁ ପୋଲିସ ସେଠାରେ ସମସ୍ତ ଙ୍କୁ ଗିରଫ କରିଥିଲେ I

ବିଗତ ଦୁଇ ଦିନ ରେ ଏହା ଦ୍ୱିତୀୟ ସେକ୍ସ ରାକେଟ ଅଟେ I ଯାହା କି ଗ୍ଲାମର ଇଣ୍ଡଷ୍ଟ୍ରି ରେ ବେଶ ଚର୍ଚା ରେ ରହିଛି I ଏହା ପୂର୍ବ ରୁ ବୁଧବାର ଦିନ ରେ ମଧ୍ୟ 32 ବର୍ଷୀୟ ବଲିଉଡ ର ନିର୍ଦେଶକ ନବୀନକୁମାର ପି ଆରୀ ମଧ୍ୟ ସେକ୍ସ ରାକେଟ ଚଳାଇବା କୁ ନେଇ ଗିରଫ ହେଇଛନ୍ତି I ଏବଂ ତାଙ୍କ ସହ ଦୁଇ ଜୁନିୟର କଳାକାର ମଧ୍ୟ ଗିରଫ ହେଇଛନ୍ତି I

ପୋଲିସ ପାଖ ରୁ ଦୁଇ ସହଯୋଗ ଫେରାର ହେଇଯାଇଥିଲେ ତାଙ୍କ ନାମ ବିଜୟ ଓ ଅଜୟ ଶର୍ମା ଅଟେ I ସୂଚନା ଅନୁସାରେ ସେମାନେ ସେକ୍ସ ରାକେଟ ର ମୁକ୍ଷ୍ୟ ଆରୋପି ଅଟନ୍ତି I

ଏହି ସେକ୍ସ ରାକେଟ ରେ କର୍ପୋରେଟ ଜଗତ ର ଏକ ହାଇ ପ୍ରୋଫାଇଲ ସେକ୍ସ ରାକେଟ ଠାବ ହେଇଥିଲା I ସେହିପରି ମୁମ୍ବାଇ ପରି ଦିଲ୍ଲୀ ଓ କଲିକତା ରେ ମଧ୍ୟ ଏପରି ଅନେକ ହାଇପ୍ରୋଫାଇଲ ସେକ୍ସ ରାକେଟ ଚାଲିଛି I