ହୋଟେଲ ଭିତରେ ଦେହ ବେପାର କରୁଥିବାର ଧରା ପଡିଲେ ଏହି ଲୋକପ୍ରିୟ ଅଭିନେତ୍ରୀ, ଅନ୍ୟ ଟିଭି ଅଭିନେତ୍ରୀ ମାନଙ୍କ ଠାରୁ ମଧ୍ୟ କରାଉଥିଲେ କାମ

ଏହି ହୋଟେଲ ରେ ଦେହ ବ୍ୟବସାୟ ର ଖବର ପାଇଁ ପୋଲିସ ଏଠାରେ ସର୍ଚ୍ଚ କରିଥିଲା I ଏବଂ ଲୋକେ ସେତେବେଳେ ଆଶ୍ଚଯ୍ୟ ହେଇଥିଲେ ଯେତେବେଳେ ଏହି ଦେହ ବ୍ୟବସାୟ ରେ ଜଣେ ଅଭିନେତ୍ରୀ ଧରା ପଡ଼ିଥିଲେ I ତାଙ୍କ ସହ ଜଣେ ଟିଭି ସିରିୟଲ ର ଅଭିନେତ୍ରୀ ବି ଥିଲେ I

ଚେନାଇ ର ଏକ ଛୋଟ ରିସୋର୍ଟସ ରେ ଚାଲିଥିଲା ଏହି ଅସାମାଜିକ କାର୍ଯ୍ୟ ଏବଂ ପୋଲିସ ଘଟଣା ସ୍ଥଳ ରେ ପହଂଚି ସମସ୍ତ ଙ୍କୁ ଗିରଫ କରିଥିଲା I ତେବେ ଟାଇମ୍ସ ଅଫ ଇଣ୍ଡିଆ ର ପତ୍ରିକା ଅନୁସାରେ ପ୍ରଥମେ ଯାଞ୍ଚ ରେ ଏହି ଅଭିନେତ୍ରୀ ଙ୍କ ର ନାମ ଆସିଥିଲା I ତେବେ ଅଭିନେତ୍ରୀ ସଂଗୀତ ଙ୍କ ସହ ଆଉ ଜଣେ ଟିଭି ସିରିୟଲ ର ଅଭିନେତ୍ରୀ ଙ୍କୁ ବି ପୋଲିସ ସେଠାରୁ ଗିରଫ କରିଛି I

ତେବେ ପୋଲିସ ର କହିବା ଅନୁସାରେ ସେଠାରେ ଏପରି ଦେହ ବ୍ୟବସାୟ ଚାଲିଛି ବୋଲି ପୋଲିସ ଙ୍କୁ କେହି ଖବର ଦେଇଥିଲେ ଓ ସେ ସର୍ଚ୍ଚ କରିବାକୁ ସେଠାରୁ କାଇଥିଲେ I ଏବଂ ସେଠାରେ ସଂଗୀତ ଙ୍କ ସହ ସୁରେଶ ନାମକ ଜଣେ ବ୍ୟକ୍ତି ବି ଗିରଫ ହେଇଛନ୍ତି I

ତେବେ ଏହା ବି ଶୁଣିବାକୁ ମିଳିଛି ଏହି ରାକେଟ ରେ ଆହୁରି ଅନେକ ବ୍ୟକ୍ତି ଙ୍କ ର ନାମ ମଧ୍ୟ ସାମିଲ ହେଇଚି I ତାମିଲି ଟିଭି ଇଣ୍ଡଷ୍ଟ୍ରି ର ସଂଗୀତ ଏକ ଖୁବ ପରିଚିତ ନାମ ଅଟେ I ଏବଂ ସେ ବିନି ରାଣୀ ଭୂମିକା ରେ ମଧ୍ୟ ଅଭିନୟ କରିଛନ୍ତି I ସେ କିଛି ତାମିଲି ଫିଲ୍ମ ମଧ୍ୟ କରିଛନ୍ତି I