IAS ପରୀକ୍ଷାରେ ପଚରାଗଲା : ୧୦୦ ଟଙ୍କାକୁ ଖୁଚୁରା କର, ଯେଉଁ ଥିରେ ୧୦ଟଙ୍କିଆ ଗୋଟେ ବି ନୋଟ ନଥିବ କିନ୍ତୁ ୧୦ଟି ନୋଟ ଥିବ …

ଏପରି ତ ଆପଣ ଅନେକ ପ୍ରତିଯୋଗିତାତ୍ମକ ପରୀକ୍ଷ ଦେଇଥିବେ I IAS ପରୀକ୍ଷ ଭାରତ ର ସବୁଠାରୁ ବଡ଼ ପରୀକ୍ଷ ଅଟେ I ଏହି ପରୀକ୍ଷ କୁ ଲୋକେ ସବୁଠାରୁ କଠିନ ପରୀକ୍ଷ ବୋଲି ମଧ୍ୟ କହିଥାନ୍ତି I ଅନେକ ମାସ ପୂର୍ବ ରୁ ପ୍ରତିଯୋଗୀ ମାନେ ଏହା ର ପ୍ରସ୍ତୁତି ଆରମ୍ଭ କରିଥାନ୍ତି I ଏହି ପରୀକ୍ଷ କୁ ପାସ କରିବା ପାଁଇ ଆପଣ ଙ୍କ ର କିଛି ଉପସ୍ତିତି ବୁଦ୍ଧି ହିଁ କାମ ରେ ଆସିଥାଏ I

ଏହି ପରୀକ୍ଷ ପାସ କରିବା ପରେ ଇଣ୍ଟରଭିୟୁ ପରୀକ୍ଷ ମଧ୍ୟ ପାସ ହେବାକୁ ପଡିଥାଏ I ଆଜି ଆମେ ଏହି ପରୀକ୍ଷ ସମ୍ବନ୍ଧିତ କିଛି ପ୍ରଶ୍ନ ଓ ଉତ୍ତର ବିଷୟ ରେ ଆଲୋଚନା କରିବା !

ପ୍ରଥମ ପ୍ରଶ୍ନ – ଯଦି ଆପଣ ଙ୍କ ଭଉଣୀ ଙ୍କ ସହ ଜିବି ତେବେ ଆପଣ କଣ କରିବେ ?
ଉତ୍ତର – ଆପଣ ଙ୍କ ର ଠାରୁ ଭଲ ଆଉ କେହି ଯୋଗ୍ୟ ପାତ୍ର ମୋ ଭଉଣୀ ଙ୍କୁ ମିଳିପାରିବେ ନାହିଁ I

ଦ୍ୱିତୀୟ ପ୍ରଶ୍ନ- ଦିନେ ସକାଳୁ ଉଠି ଦେଖନ୍ତି କି ଅଚାନକ ଆପଣ ଗର୍ଭବତୀ ହେଇଯାଇଛନ୍ତି ତେବେ ଆପଣ କଣ କରିବେ ?
ଉତ୍ତର – ମୁ ଖୁସି ହେଇଯିବି ଏବଂ ପ୍ରଥମେ ପତି ଙ୍କୁ କହିବି I (ତେବେ ଯେଉଁ ଯୁବତୀ ମାନେ ଅବିବାହିତ ଏହା ଶୁଣି ସେମାନେ କ୍ରୋଧିତ ହେବା ନୁହେ , କାରଣ ଏହି ପରୀକ୍ଷ ରେ ତାଙ୍କ ର ଧାର୍ଯ୍ୟ ର ପରୀକ୍ଷ ନିଆ ଯାଇଥାଏ ) I

ତୃତୀୟ ପ୍ରଶ୍ନ – ଏକ ବିଲେଇ ର ତିନି ଗୋଟି ପିଲା ଥିଲେ ଜଣେ ଜାନୁୟାରୀ , ଫ୍ରେବୁଆରି ଓ ମାର୍ଚ୍ଚ ଅଟେ , ତେବେ ବିଲେଇ ର ନାମ କ୍ୟା I
ଉତ୍ତର – ପ୍ରଶ୍ନ ରେ ହିଁ ଉତ୍ତର ରହିଛି I ବିଲେଇ ର ନାମ କ୍ୟା ଅଟେ I ଏହି ପ୍ରଶ୍ନ ଟି କୁ ଧ୍ୟାନ ଦେଇ ପଢିଲେ ହିଁ ଉତ୍ତର ପାଇପାରିବେ I

ଚତୁର୍ଥ – ମୟୁର ଏକ ଏପରି ପକ୍ଷୀ ଯିଏ କି ଅଣ୍ଡା ଦେଇ ନ ଥାଏ I ତେବେ ପିଲା କିପରି ଜନ୍ମ ହୁଅନ୍ତି ?
ଉତ୍ତର – ମୟୁର ପୁ ଲିଙ୍ଗ ର ଅଟେ ଓ ମୟୂରୀ ସ୍ତ୍ରୀ ଲିଙ୍ଗ ର ଅଟେ ଅର୍ଥାତ ମୟୂରୀ ଅଣ୍ଡା ଦେଇଥାଏ I

ପଞ୍ଚମ – ଅଧା ସେଓ ପରି କଣ ଦେଖାଯାଇଥାଏ ?
ଉତ୍ତର – ଅନ୍ୟ ଅଧା ସେଓ

ଷଷ୍ଠ – 100 ଟଙ୍କା କୁ ଭାଗ କର , ଯେଉଁଥିରେ 10 ଟଙ୍କା ର ନୋଟ ନ ଥିବ I ନୋଟ ର ସଂଖ୍ୟା କିନ୍ତୁ 10 ହେବ I

ଉତ୍ତର – 20 ଟଙ୍କା ର 4 ଗୋଟି ନୋଟ ନେଇଯାନ୍ତୁ , ପୁଣି 5 ଟଙ୍କା ର ତିନି ଗୋଟି ନୋଟ ନିଅନ୍ତୁ ଓ ପୁଣି 2 ଟଙ୍କା ର ଦୁଇଟି ନୋଟ ନିଅନ୍ତୁ ଓ ଶେଷ ରେ 1 ଟଙ୍କା ର ନୋଟ ନିଅନ୍ତୁ ହେଇଯିବ 100 ଟଙ୍କା ଆଉ ତାହା ବି ମାତ୍ର 10 ଗୋଟି ନୋଟ ର ମିଶ୍ରଣ ରେ I