ICC ରେ କ୍ରିକେଟ ରେ ବ୍ୟାନ ହେବା ପରେ ହଜ କରିବାକୁ ଗଲେ ଏହି ଖେଳାଳି, ଦଣ୍ଡ ମିଳିବ ପରେ ହେଲା ଏପରି ଅବସ୍ଥା !

ବାଂଲାଦେଶ କ୍ରିକେଟ ଟିମ ର ଅଲ୍ରାଉଣ୍ଡର ଖେଳାଳି ସାକୀବ ଅଲ ହାସନ ଙ୍କ ଉପରେ ଅନ୍ତରାଷ୍ଟ୍ରୀୟ କ୍ରିକେଟ କାଉନ୍ସିଲ ଦୁଇ ବର୍ଷ ପାଁଇ ପ୍ରତିବନ୍ଧକ ଲଗାଇଛି I କାରଣ ସାକୀବ ଅଲ ହାସନ ମ୍ୟାଚ ଫିକସିଂ ଆରୋପ ପ୍ରମାଣିତ ହେଇଥିଲା I ଏହା କୁ ନେଇ ଆଇସିସି ଦ୍ୱାରା ବାଂଲାଦେଶ ଟି 20 ର କ୍ୟାପଟେନ ସାକୀବ ଅଲ ହାସନ ଙ୍କ ଉପରେ ଦୁଇ ବର୍ଷ ର ପ୍ରତିବନ୍ଧକ ଲାଗୁ କରିଛି I

ଆଇସିସି ଦ୍ୱାରା ଦିଆ ଯାଇଥିବା 29 ଅକ୍ଟୋବର 2020 ରେ ସାକୀବ ଅଲ ହାସନ ଙ୍କୁ ଅନ୍ତରାଷ୍ଟ୍ରୀୟ କ୍ରିକେଟ ରେ ଫେରିବା କୁ ପୁଣି ସୁଯୋଗ ମିଳିବ I ସାକୀବ ଅଲ ହାସନ ଙ୍କ ଉପରେ ଲାଗିଥିବା କିନ୍ତୁ ଏକ ବର୍ଷ ର ନିଲମ୍ବନ କୁ ଖାରୀଜ କରାଯାଇଛି I ତେଣୁ ବର୍ତମାନ ଆଗାମୀ 29 ଅକ୍ଟୋବର 2020 ସାକୀବ ଙ୍କୁ ପୁଣି ମୈଦାନ ରେ ଦେଖିବାକୁ ମିଳିବ I

16 ନଭେମ୍ବର 2019 ରେ ସାକୀବ ନିଜ ଟ୍ୱିଟର ଆକାଉଣ୍ଟ ରେ ନିଜ ର ଏକ ଫୋଟୋ ସେୟାର କରିଥିଲେ ଯେଉଁଥିରେ ସେ ସାଉଦି ଆରବ ର ମକ୍କା ସହର କାବା ରେ ଯୋଗ ଦେବାର ଦେଖିବାକୁ ମିଳିଥିଲେ I ହଜ କରିବା ପରେ ସାକିବ ଙ୍କୁ ମାନସିକ ଶାନ୍ତି ମିଳିଥିଲା I