IND-WI: BCCI ପୁଣି ଘୋଷିତ କରିଛି ଟି-୨୦ ଦଳ, ଏହି ପାୱାର ହିଟର ଫେରିଲେ ଦଳକୁ, ଦେଖନ୍ତୁ ନୁଆ ଟି-୨୦ ଦଳ

ବିଗତ ଦିନ ରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟ ରେ ଟି 20 ସିରିଜ ର ଆୟୋଜନ BCCI ଦ୍ୱାରା ଆୟୋଜିତ ହେଇଯାଇଛି I ଏଠାରେ ଟି 20 ଓ ୱାନଡେ ମ୍ୟାଚ ର ଆୟୋଜନ ହେବ I ଏଠାରେ ଶିଖର ଧାୱନ ଆଘାତ ପାଇବା କାରଣ ରୁ ଟିମ ରୁ ବାହାରି ଯାଇଛନ୍ତି I BCCI ପୁଣି ଟି 20 ଟିମ ର ଘୋଷଣା କରିଦେଇଛି I ଵିକେଟକିପର ସଂଜୁ ସେମସ୍ନ ଙ୍କୁ ଶିଖର ଧାୱନ ଙ୍କ ସ୍ଥାନ ରେ ଖେଳିବା କୁ ସୁଯୋଗ ମିଳିଛି I ସଂଜୁ ସେମସ୍ନ ୱେଷ୍ଟଇଣ୍ଡିଜ ବିପକ୍ଷ ରେ ତିନି ମ୍ୟାଚ ର ଟି 20 ମ୍ୟାଚ ରେ ଯୋଗ ଦେବେ I ଭାରତୀୟ ଟିମ ବୁଧବାର ଦିନ ଏହା ର ଘୋଷଣା କରିଦେଇଛି I

BCCI ଏହା ମଧ୍ୟ କହିଛି କି ଧାୱନ ଙ୍କୁ ମହାରାଷ୍ଟ୍ର ବିପକ୍ଷ ରେ ସେୟାଦ ମୁସ୍ତାକ ଅଲ୍ଲୀ ଟ୍ରଫି ରେ ଖେଳିବା ସମୟ ରେ ଗଭୀର ଆଘାତ ଲାଗିଥିଲା I BCCI ର ମେଡିକାଲ ଟିମ ମଙ୍ଗଳବାର ଦିନ ଏହା ର ଘୋଷଣା କରିଛି କି ଶିଖର ଧାୱନ ସମ୍ପୂର୍ଣ ସୁସ୍ଥ ହେଇନାହାନ୍ତି I ତାଙ୍କୁ ସୁସ୍ଥ ହେବାକୁ ଆଉ କିଛି ସମୟ ଲାଗିବ I

ସଂଜୁ ସେମସ୍ନ ବାଂଲାଦେଶ ବିପକ୍ଷ ରେ ଟି 20 ମ୍ୟାଚ ରେ ମଧ୍ୟ ଭାରତୀୟ ଟିମ ରେ ଖେଳିଥିଲେ I ଏବଂ ଭାରତୀୟ ଟିମ ଏହି ମ୍ୟାଚ 2-1 ରେ ବିଜୟ ହେଇଥିଲା I ପୂର୍ବ ରୁ ତାଙ୍କୁ ଟିମ ରୁ ବାହାର କରାଯାଇଥିଲା I କିନ୍ତୁ ସେ 50 ଓଭର ର ବିଜୟ ଡବଲ ସେନ୍ଚୁରୀ କରି ବେଶ ଭଲ ଖେଳ ପ୍ରଦର୍ଶନ କରିଥିବା ର ଦେଖି ତାଙ୍କୁ ପୁଣି ଟିମ ରେ କରାଯାଇଥିଲା I

ଟି 20 ସିରିଜ ପାଁଇ ଭାରତ ର ନୂଆ ଟିମ
ବିରାଟ କୋହଲି (କ୍ୟାପଟେନ) , ରୋହିତ ଶର୍ମା (ଉପ – ଅଧିନାୟକ) , କେଏଲ ରାହୁଲ , ଶ୍ରେୟସ ଅୟର, , ଋଷବ , ମନୀଷ ପାଣ୍ଡେ , ଶିବମ ଦୁବେ , ୱାସିଂଟନ ,ସୁନ୍ଦର ରବୀନ୍ଦ୍ର ଜାଡେଜା , ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ , ଦୀପକ ଚହାର , ମୋହମ୍ମଦ ସମୀ , ଭୁବନେଶ୍ୱର କୁମାର , ସଂଜୁ ସେମସ୍ନ I