IPLର ଏକ ମାତ୍ର ଖେଳାଳି, ଯାହାଙ୍କୁ ସବୁ ବର୍ଷ ମିଳିଥାଏ ଗୋଟିଏ ନୁଆ ମାଲିକ, ୧୦ ବର୍ଷରେ ବଦଳି ଛନ୍ତି ୮ଟି ଦଳ

ଖୁବ ଶୀଘ୍ର ପୁଣି ଆପଣ ଙ୍କ ର ପ୍ରିୟ କ୍ରିକେଟ ସିରିଜ IPL ର ଶୁଭାରମ୍ଭ ହେବାକୁ ଯାଉଛି I ଏହା IPL ର 13 ତମ ସିଯିନ ଅଟେ I

ବିଗତ ଗୁରୁବାର ଦିନ IPL ରେ ଖେଳାଳି ଙ୍କ ର ନିଲାମୀ ପ୍ରକ୍ରିୟା ପାଇଁ ଅନେକ ଦେଶ ବିଦେଶ ରୁ ଖେଳାଳି ମାନେ ଆସି ଯୋଗ ଦେଇଥିଲେ I ଏହି ନିଲାମୀ ପ୍ରକ୍ରିୟା ରେ ଅଷ୍ଟ୍ରେଲିଆ ର ଖେଳାଳି କ୍ରିସ ଲେନ ଯାହା ଙ୍କୁ ମୁମ୍ବାଇ ଟିମ ନିର୍ଦ୍ଧାରିତ ମୂଲ୍ୟ ରୁ ବେଶ ଅଧିକ ମୂଲ୍ୟ ରେ କ୍ରୟ କରିଥିଲା I ଏହି ଖେଳାଳି ଙ୍କୁ 2 କୋଟି ମୂଲ୍ୟ ରେ କ୍ରୟ କରାଯାଇଛି I

ସେହିପରି ଆଉ ଜଣେ ଖେଳାଳି ଅଷ୍ଟ୍ରେଲିଆ ର ପେଟ କମିନ୍ସ ଯାହା ଙ୍କୁ ପ୍ରାୟ 15.5 କୋଟି ଟଙ୍କା ରେ କ୍ରୟ କରାଯାଇଛି I ସେହିପରି ଗ୍ଲେନ ମେକ୍ସ୍ବେଲ ଙ୍କୁ 10 କୋଟି ଟଙ୍କା ରେ କ୍ରୟ କରାଯାଇଛି I

ତେବେ ଏହି ସିଜିନ ରେ ଏପରି ମଧ୍ୟ ଜଣେ ଖେଳାଳି ରହିଛନ୍ତି ଯିଏ କି 10 ଥର ଏହି ଟିମ ରେ ଖେଳିବା କୁ ସୁଯୋଗ ପାଉଛନ୍ତି ଓ ପ୍ରାୟ 8 ଥର ସେ ଟିମ ପରିବର୍ତନ କରିସାରିଛନ୍ତି I

ଆଜି ଆମେ ଏଠାରେ ଯେଉଁ ଖେଳାଳି ଙ୍କ ବିଷୟ ରେ କହିବା କୁ ଯାଉଛୁ ସେ ଅଷ୍ଟ୍ରେଲିଆ ଟିମ ର କ୍ୟାପ୍ଟଇଁ ଏରୋଂନ ଫିଞ୍ଚ ଅଟେ I

ସେ ପ୍ରଥମ IPL 2010 ରେ ଖେଳିଥିଲେ I ସେ 2011 ଓ 2012 ରେ ଦିଲ୍ଲୀ ଟିମ ରୁ ହି ଖେଳିଥିଲେ I

ସେହିପରି 2013 ପୁଣେ ଓ 2014 ରେ ହାଇଦ୍ରାବାଦ ଟିମ ରେ ସେ ଖେଳିଥିଲେ I

ଏହା ପରେ ପୁଣି 2015 ରେ ମୁମ୍ବାଇ ଟିମ ଓ 2016 ରେ ସେ ଗୁଜୁରାଟ ଟିମ ରେ ସାମିଲ ହେଇଥିଲେ I

ସେହିପରି 2017 ରେ ସେ ଗୁଜୁରାଟ ଟିମ ରେ ଖେଳିଥିଲେ I 2018 ରେ ତାଙ୍କୁ ଗୁଜୁରାଟ ଟିମ ରିଲିଜ କରିଦେବାରୁ ତାଙ୍କୁ ପଞ୍ଜାବ ଟିମ ଖେଳିବା କୁ ସୁଯୋଗ ଦେଇଥିଲା I

ଏହା ପରେ 2019 ରେ ଫିଞ୍ଚ ଖେଳିବା କୁ ସୁଯୋଗ ପାଇ ନ ଥିଲେ ଓ ଆଗାମୀ 2020 ରେ ଆୟୋଜିତ ହେବାକୁ ଥିବା ମ୍ୟାଚ ରେ ତାଙ୍କୁ ବିରାଟ କୋହଲି ଙ୍କ ର ଟିମ ବ୍ୟଙ୍ଗଳର ଟିମ ରେ ଖେଳିବା କୁ ସୁଯୋଗ ମିଳିଛି I

ଏହିପରି ଫିଞ୍ଚ ଏକମାତ୍ର ଖେଳାଳି ଯିଏ 10 ଗୋଟି ସିଜିନ ରେ 8 ଥର ଟିମ ପରିବର୍ତନ କରିସାରିଛନ୍ତି I