ଏହା ହେଉଛି IPLର କିଛି କଳା ରହସ୍ୟ, ଯାହାକୁ ଜାଣିଲେ ଆପଣ ମଧ୍ୟ ମୁଣ୍ଡରେ ହାତ ଦେବେ

IPL 2020 ର ନିଲାମୀ କୁ ନେଇ ଅନେକ କିଛି ଚର୍ଚା ହେଇଥାଏ I କ୍ରିକେଟ ଦୁନିଆ ସବୁଠାରୁ ଅଧିକ ଟଙ୍କା ଏହି IPL ରେ ହିଁ ଅଧିକ ଖର୍ଚ୍ଚ ହେଇଥାଏ I ତେବେ IPL ରେ କିଛି ଏପରି ଗୋପନୀୟତା ରହିଛି ଯାହା କୁ କେବେ ହେଲେ ଅଣଦେଖା କରିହେବ ନାହିଁ I ବର୍ତମାନ ର ରିପୋର୍ଟ ଅନୁସାରେ ଏହି IPL ରେ ଅଧିକ ମାତ୍ରା ରେ ଟଙ୍କା ଜୁଆ ରେ ଲଗାଯାଇଥାଏ I

ଏହି IPL ରେ କୋଟି କୋଟି ଟଙ୍କା ସଟ୍ଟା ରେ ଲଗାଯାଇଥାଏ I ଭାରତୀୟ IPL ରେ ଅନେକ ବିଦେଶୀ ଖେଳାଳି ଙ୍କୁ ମଧ୍ୟ ଖେଳ ପ୍ରଦର୍ଶନ କରିବା କୁ ସୁଯୋଗ ଦିଆ ଯାଇଥାଏ I କିନ୍ତୁ ଏହି IPL ରେ ଅଧିକାଂଶ ଭାରତୀୟ ଖେଳାଳି ମଧ୍ୟ ରହିଥାନ୍ତି I ଏହି IPL ରେ ଅନେକ ବିଶ୍ୱ ସ୍ତରୀୟ ଖେଳାଳି ମଧ୍ୟ ନିଜ ର ଖେଳ ପ୍ରଦର୍ଶନ କରିଥାନ୍ତି I ଆନ୍ଧ୍ର ର ରିକି ଭୂଇଁ ଓ ବାବା ଅପରାଜିତ ହେବାର ଏପରି ଅନେକ ମାମଲା ରହିଛି I

ମ୍ୟାଚ ପରେ ଅନେକ ପାର୍ଟି ଫଂସନ ମଧ୍ୟ ଆୟୋଜିତ ହେଇଥାଏ I ଏହି ପାର୍ଟି ରେ ଅନେକ ଖେଳାଳି ନିଶା ଶକ୍ତ ଅବସ୍ଥା ରେ ମଧ୍ୟ ରହିଥାନ୍ତି I ମ୍ୟାନେଜମେଣ୍ଟ ର ବିନା ପରମିସନ ରେ ହିଁ ଏହି ପାର୍ଟି ରେ ଖେଳାଳି ମାନେ ଯୋଗ ଦେଇଥାନ୍ତି I ଏଠାରେ ଆମେରିକା , ରୁଷ ଓ ୟୁରୋପୀୟ ଦେଶ ରୁ ଅନେକ ଚିୟାରଗାର୍ଲ ମଧ୍ୟ ଏଠାରେ ଯୋଗ ଦେଇଥାନ୍ତି I ଏବଂ ଏହି ଚିୟରଗାର୍ଲ ମାନେ ଅନେକ ଅଶ୍ଳୀଳ ପୋଷାକ ମଧ୍ୟ ପିନ୍ଧିବା କୁ ନେଇ ବେଶ ଚର୍ଚା ରେ ରହିଥାନ୍ତି I 2011 ରେ ଏହିପରି ଏକ ଘଟଣା ରେ ଚିୟରଗାର୍ଲ ଗ୍ରଏବ୍ରୀଏଲା ପାସ୍କବଲଟ କହିଛନ୍ତି ଏପରି କିଛି ପାର୍ଟି ଆଦି ରେ ଆମ କୁ ଯିବାକୁ ମଧ୍ୟ ଲାଜ ଲାଗିଥାଏ I