ଯଦି ଆପଣ ମଧ୍ୟ ନିଜ ପତ୍ନୀଙ୍କୁ ଦେବେ ଏହି ୪ ଗୋଟି ଜିନିଷ ତେବେ ଘରେ କେବେବି ରହିବ ନାହିଁ ଧନର ଅଭାବ !

ପ୍ରତୋକ ବ୍ୟକ୍ତି ଙ୍କ ର ଜୀବନ ରେ ପତ୍ନୀ ଙ୍କ ର ବିଶେଷ୍ୟତ୍ୱ ଅଧିକ ରହିଥାଏ I ପତ୍ନୀ ଙ୍କୁ ଘର ର ଲକ୍ଷ୍ମୀ ଙ୍କ ସହ ତୁଳନା କରାଯାଇଥାଏ I ଜଣେ ମହିଳା ବିନା ପୁରୁଷ ର ଅସ୍ତିତ୍ୱ କିଛି ରହି ନ ଥାଏ I ଯଦି ଜଣେ ବ୍ୟକ୍ତି ବିବାହ ନ କରନ୍ତି ତେବେ ତାଙ୍କ ଜୀବନ ଠିକ ରେ ପୁରା ହେଇ ନ ଥାଏ I ଏବଂ ଯେଉଁ ବ୍ୟକ୍ତି ନିଜ ପତ୍ନୀ ଙ୍କୁ ଏହି 4 ଗୋଟି ଜିନିଷ ଦେଇପାରିବେ ତାଙ୍କ ର ଧନ ର କୌଣସି ଅଭାବ ରହିବ ନାହିଁ I

ଆପଣ ନିଜ ପତ୍ନୀ ଙ୍କୁ ଦିଅନ୍ତୁ ଏହି 4 ଗୋଟି ଜିନିଷ
ପତ୍ନୀ ଙ୍କୁ ସର୍ବଦା ଲୋକେ ଖର୍ଚ୍ଚ ର କାରଣ ବୋଲି ମାନିଥାନ୍ତି I ଏବଂ ଏହି ପତ୍ନୀ ଙ୍କ କାରଣ ରୁ ହିଁ ଲୋକେ ଧନୀ ହେଇଥାନ୍ତି I ଶାସ୍ତ୍ର ଅନୁସାରେ ଘର ର ମହିଳା ଙ୍କୁ ମାତା ଲକ୍ଷ୍ମୀ ଙ୍କ ସଦୃଶ ତୁଳନା କରାଯାଇଥାଏ I ଏବଂ ଘର ର ମହିଳା ମାନେ ଖୁସି ରେ ରହିଲେ ଘର ର ବାତାବରଣ ମଧ୍ୟ ଖୁସି ରହିଥାଏ I ଏବଂ ଯେଉଁ ଘର ର ମହିଳା ଖୁସି ରେ ରହିପାରନ୍ତି ନାହିଁ ସେହି ଘରେ ଧନ ର ଆଗମନ ମଧ୍ୟ ହେଇ ନ ଥାଏ I

ବୁଧବାର କିମ୍ବା ଶୁକ୍ରବାର ଦିନ ଆପଣ ନିଜ ପତ୍ନୀ ଙ୍କୁ ବସ୍ତ୍ର ଭେଟି କରିବେ I ଯାହା ଦ୍ୱାରା ଆପଣ ଲାଭବାନ ହେଇପାରିବେ I ଏବଂ ପତ୍ନୀ ଙ୍କୁ ନ ଦେଇ ମଧ୍ୟ କୌଣସି ବି ସଧବା ନାରୀ ଯେପରି ମା ଓ ଭଉଣୀ ଙ୍କୁ ମଧ୍ୟ ଦେଇପାରିବେ I

ଶାସ୍ତ୍ର ଅନୁସାରେ ଗହଣା ବିନା ନାରୀ ଙ୍କ ର ପୂଜା ସମ୍ପୂର୍ଣ ହେଇ ନ ଥାଏ I ତେଣୁ ଦେବୀ ଙ୍କ ର ପୂଜା ରେ ଗହଣା ପିନ୍ଧିବା ଜରୁରୀ ଅଟେ I ତେଣୁ ଘର ର ନାରୀ ଙ୍କୁ ମଧ୍ୟ ଆଭୂଷଣ ପିନ୍ଧିବା ଜରୁରୀ ଅଟେ I

ଏକ ସଧବା ନାରୀ ଯାହା ପିନ୍ଧିବା କଥା ସେହି ଜିନିଷ ମଧ୍ୟ ଆପଣ ନିଜ ପତ୍ନୀ ଙ୍କୁ ଦେଇପାରିବେ I ଯେପରି ସିନ୍ଦୁର ,ବିନ୍ଦି , ଚୁଡ଼ି ଆଦି ସାମଗ୍ରୀ ଆପଣ ଦେଇପାରିବେ I ଏହା ଦ୍ୱାରା ଦେବୀ ଲକ୍ଷ୍ମୀ ବହୁତ ପ୍ରସନ୍ନ ହେଇଥାନ୍ତି I ଏବଂ ଏପରି ଆପଣ ଙ୍କୁ ଅନେକ ସମୟ ରେ କରିବା ଉଚିତ I

ଗୃହ ଲକ୍ଷ୍ମୀ ଙ୍କୁ ପ୍ରସନ୍ନ କରିବାକୁ ହେଲେ ତାଙ୍କୁ ଏକ ବିଶେଷ ଉପହାର ମଧ୍ୟ ଦେବା ଜରୁରୀ ଅଟେ I ଏହା ହେଉଛି ଟିକେ ମଧୁର କଥା I ଆପଣ ଯଦି ନିଜ ପତ୍ନୀ ଙ୍କୁ ସଂମାନ ଦେଉଛନ୍ତି ସେତିକି ହିଁ ବହୁତ ବଡ଼ କଥା ଅଟେ I ଏବଂ ବୈବାହିକ ଜୀବନ ସୁଖଦ ରହିଥାଏ I