ହସ୍ତରେଖା ଜ୍ୟୋତିଷ୍କ ବିଦ୍ୟା ଅନୁସାରେ ହାତରେ ଥିବା ରେଖା ମଣିଷ ର ଭବିଷ୍ୟତ ବିଷୟରେ କହିଥାଏ.ଆଜି ଏଇଠି ଜାଣନ୍ତୁ ଯଦି ଆପଣଙ୍କ ହାତରେ ହେଉଛି ଅଧା ଚାନ୍ଦ ଦେବା ଏହା କଣ ସୂଚାଉଛି ଆପଣଙ୍କ ବିଷୟରେ …
କେମିତି ତିଆରି ହୁଏ ଅଧା ଚାନ୍ଦ – ହାତରେ ହୃଦୟ ରେଖା ଛୋଟ ଆଙ୍ଗୁଳି ର ତଳୁ ଆରମ୍ଭ ହୋଇଥାଏ, କିଛି ଲୋକ ଯେତେ ବେଳେ ଦୁଇ ହାତକୁ ମିସାନ୍ତି ସେତେବେଳେ ଦୁଇ ହାତର ହୃଦୟ ରେଖା ମିଶିକି ଏକ ଅଧା ଚାନ୍ଦ ହୋଇଥାଏ . ଏହା ଶୁଭ ସଙ୍କେତ ଅଟେ ଆଉ ଏହା ସମସ୍ତଙ୍କ ହାତରେ ଦେଖା ଦେଇ ନଥାଏ . ଏଇ ଚିହ୍ନ ବହୁତ କାମ ଲୋକ ଙ୍କ ହାତରେ ଥାଏ .
ସମସ୍ତଙ୍କ ହାତରେ ହୃଦୟ ରେଖାରେ ତିଆରି ହୁଏ ଅଲଗା ଅଲଗା ଚିହ୍ନ- ଦୁଇ ହାତକୁ ପାଖକୁ ଆଣିଲେ ହୃଦୟ ରେଖାକୁ ମିଶାଇଲେ ପ୍ରତ୍ୟେକ ଲୋକଙ୍କର ଅଲଗା ଅଲଗା ଚିହ୍ନ ତିଆରି ହୋଇଥାଏ.କାହା ହାତରେ ଅଧା ଚାନ୍ଦ ତିଆରି ହେଇଯାଏ ତ କାହା ହାତରେ ଦୁଇଟି ରେଖା ଜମା ମିସେ ନାହିଁ .ଏହି ସବୁ ଚିହ୍ନ ର ଅଲଗା ଅଲଗା ମାନେ ରହିଛି.
ଅଧା ଚାନ୍ଦ ହେଲେ ଏହା କଣ ଶୁଚାଏ- ଯେଉଁ ଲୋକଙ୍କର ଅଧା ଚାନ୍ଦ ତିଆରି ଦେଖା ଦିଏ ସେଇ ଲୋକମାନେ ବହୁତ ଅକ୍ଟ୍ରଟିଭ ସ୍ୱଭାବର ହେଇଥାନ୍ତି. ଏମିତି ଲୋକ ନିଜ ଜୀବନ ସାଥୀଙ୍କୁ ନେଇ ବହୁତ ଆବେଗପ୍ରବଣ ହୋଇଥାନ୍ତି,କିନ୍ତୁ ଏହି ଲୋକ ମାନେ ଏହି କଥା କୁ ଲୁଚେଇବା ପାଇଁ ଚେଷ୍ଟା କରିଥାନ୍ତି . ଏମାନେ ବହୁତ ବୁଦ୍ଧି ମନ ହେଇଥାନ୍ତି. କୌଣସିବି କଷ୍ଟ ଏମାନଙ୍କ ପାଇଁ ବଡ ହୋଇନଥାଏ.