ଯଦି ବର୍ଷା ପାଇଁ ମ୍ୟାଚ ଡ୍ର ହୁଏ ତା ହେଲେ କିଏ ହେବ ବିଜେତା? World Test Championship

ଭାରତ ଓ ନିଉଜଲାଣ୍ଡ ଭିତରେ ଖେଳାଯିବାକୁ ଥିବା ବିଶ୍ୱ ଟେଷ୍ଟ ଫାଇନାଲ ସିପ ର ଫାଇନାଲ ବର୍ଷାପାଇଁ ବାଧାପ୍ରାପ୍ତ ହୋଇଛି ବର୍ଷା କାରଣରୁ ପ୍ରଥମ ଦିନ ଖେଳ ଆରମ୍ଭ ହୋଇପାରି ନାହିଁ ସାଉଥୠଣ୍ଟନ ରେ ଲଗାତାର ବର୍ଷା ପାଇଁ ପ୍ରଥମ ଦିନ ର ଖେଳକୁ ରଦ କରାଯାଇଛି ଓ ଏହା ନେଇ କିଛି ପ୍ରଶ୍ନ ମଧ୍ୟ ସମସ୍ତଙ୍କ ମନକୁ ଉଙ୍କି ମାରୁଛି ଏଥିରୁ ମୁଖ୍ୟ ପ୍ରଶ୍ନ ହେଉଛି ଯଦି ଫାଇନାଲ ମ୍ୟାଚ ଡ୍ର କିମ୍ବା ଡାଇ ହୁଏ ତେବେ କେଉଁ ଦଳକୁ ବିଜୟତା ଘୋଷଣା କରାଯିବ |

ବୋହୁ କଳ୍ପନା ଜଳ୍ପନା ପରେ ଏହାକୁ ନେଇ ସ୍ପଷ୍ଟ କରିଛି ICC କାରଣ ଇଂଲଣ୍ଡ ଜଳବାୟୁ କୁ ଦେଖି ପୂର୍ବରୁ ICC ପ୍ଲେଇଂ କଣ୍ଡିସନ ବିଷୟରେ ଘୋଷଣା କରିଥିଲା ଏବେ ପ୍ରଥମ ଦିନ ଖେଳ ରଦ ହେବାପରେ ଭି ଆହୁରି 5 ଦିନ ବାକି ରହିଛି ଖେଳ କାରଣ ICC ଏଇ ଖେଳପାଇଁ ଗୋଟେ ଦିନ ରିଜର୍ଭ ରଖିଥିଲା ICC ଅନୁସାରେ ରିସର୍ଭ ରେ ସେତେବେଳେ ବ୍ୟବହାର କରାଯିବ ଯେତେବେଳେ 5 ଦିନିଆ ମ୍ୟାଚ ର 30 ଘଣ୍ଟା ଖେଳ ହେଇ ପାରିବ ନାହିଁ |

ଏଇ ଗୁରୁତ୍ୱ ପୂର୍ଣ୍ଣ ମୁକାବିଲାର ପ୍ରଥମ ଦିନ ର ଖେଳ ଖେଳ ହୋଇ ନଥିବାରୁ ବାକି 5 ଦିନ ରେ 98 ଓଭର ଲେଖାଏ ଖେଳ ହେବ ଦୈନିକ ଅତିରିକ୍ତ 8 ଓଭର ଖେଳାଯିବ ଯଦି ବର୍ଷା ହେତୁ ଏଇ ଟେଷ୍ଟ ମ୍ୟାଚ ରେ କୌଣସି ସମୟ ନଷ୍ଟ ନହୁଏ ତେବେ ମ୍ୟାଚ ରେଫର ହିଁ ବଳକା ଦିନ ର ବ୍ୟବହାର କରି ପାରିବେ ଯଦି 5 ଦିନ ଖେଳ ପରେ ମଧ୍ୟ ମ୍ୟାଚ ର ଫଇସଲା ନ ହୁଏ | ତେବେ ରିଜର୍ଭପ୍ଲେ ର ଉପଯୋଗ କରାଯିବ ନାହିଁ ରିଜର୍ଭ ପ୍ଲେ ର ବ୍ୟବହାର ହେବ କି ନାହିଁ |

ଏହାର ସମ୍ମିକ୍ଷ୍ୟ ଅନ୍ତିମ ନିର୍ଣ୍ଣଇ ମ୍ୟାଚ ରେଫାରି କରିବେ ଆଉ ଏହା ପରେ ଭି ମ୍ୟାଚ ଡ୍ର ରହେ ତେବେ ଉଭୟ ଟିମ ଙ୍କୁ ଯୁଗ୍ମ ଭାବରେ ବିଜେତା ଘୋଷଣା କରାଯିବ ମ୍ୟାଚ ଟାଇ ହେଲେ ଭି ଉଭୟ ଦଳ ମିଳିତ ଭାବରେ ବିଜେତା ହେବେ ଏଇ ନିସ୍ୱାତୀ 2018 ମସିହା ଜୁନ ମାସରେ ICC ବିଶ୍ୱ ଟେଷ୍ଟ ଚମିୟାନସୀପ ଆରମ୍ଭ ହବା ପୂର୍ବରୁ ନିଆଯାଇଇଥିଲା |

ସେହିପରି ଏହି ମ୍ୟାଚ ଗ୍ରେଟ 1ଡ଼ିଉଜ ବଲରେ ଖେଳାଯିବ ଏଥି ସହିତ ଆଉ ତିନୋଟି ନୂଆ ନିଅମ ମଧ୍ୟ ଲାଗୁ କରାଯିବା ଯେପରିକି ସର୍ଟ ରନ ହେଇଥିଲେ ଭି ମଧ୍ୟ ବଲ ପଡିବ ପୂର୍ବରୁ ଏହା ପରେ ଫିଲଡ ଏମ୍ପିଆର କୁ ଜଣାଇବେ LBW ରେ DRS ନିଆଯାଇଥିଲେ ଏଥିରୁ ଉଇକେଟ କ୍ଷେତ୍ରରେ ପରିସରକୁ ଷ୍ଟମ୍ପ ର ସ୍ୱେର୍ଷ ଯାଏ ବୃଦ୍ଧି କରାଯାଇଛି ସେହିଭଳି DRS ବ୍ୟବହାର କରିବା ପୂର୍ବରୁ ଦଳ ଏହା ଉପରେ ଏମ୍ପିଆର ର ରାୟ ମଧ୍ୟ ନେଇ ପାରିବେ |