ବନ୍ଧୁଗଣ ସୁପରଷ୍ଟାର ଗୋବିନ୍ଦା ବଲିଉଡର ଜଣେ ଜଣା ଶୁଣା ଅଭିନେତା ଅଟନ୍ତି| ଆଉ ସେ ବଲିଉଡରେ ଅନେକ ସୁପରହିଟ ଫିଲ୍ମରେ କାମ କରିସାରିଛନ୍ତି | ସବୁ ଅଭିନେତାଙ୍କ ମଧ୍ୟ ରେ ଗୋବିନ୍ଦା ସବୁଠାରୁ ଅଧିକ ସଫଳ ଅଭିନେତା ରୂପେ ପରିଚିତ | ଗୋବିନ୍ଦାଙ୍କର ପୁରା ଦୁନିଆରେ କୋଟି କୋଟି ଫ୍ୟାନ ମାନେ ଅଛନ୍ତି କିନ୍ତୁ ଆଜି ଆମେ ତାଙ୍କ ବିଷୟରେ ନୁହଁ ତାଙ୍କର ଝିଅ ବିଷୟ ରେ କଥା ହେବା|
ବଲିଉଡର ଲୋକପ୍ରିୟ ଅଭିନେତା ଗୋବିନ୍ଦା ଙ୍କର ଝିଅର ନାମ ଟିନା ଆହୁଜା ଅଟେ | ଟିନା ଆହୁଜା ଙ୍କର ଜନ୍ମ 16 ଜୁଲାଇ 1989 ରେ ହେଇଥିଲା I ଟିନା ଦେଖିବା କୁ ଖୁବ ସୁନ୍ଦର ଅଟନ୍ତି I କିନ୍ତୁ ଟିନା ଆହୁଜା ଅଧିକ ଲାଇମଲାଇଟରେ ରୁହନ୍ତି ନାହିଁ | ଅନେକ ସମୟ ରେ ଟିନା ଆହୁଜା ନିଜ ପରିବାର ସହ ବଲିଉଡ ପାର୍ଟି ଆଦିରେ ନଜର ଆସିଥାନ୍ତି |
ଟିନା ଆହୁଜା ଙ୍କର ସୁନ୍ଦରତା କୁ ନେଇ ତାଙ୍କର କୋଟି କୋଟି ପ୍ରଶଂସକ ରହିଛନ୍ତି I ଏବଂ ଖୁବ ଶୀଘ୍ର ବଲିଉଡରେ ନାମୀଦାମୀ ଅଭିନେତ୍ରୀଙ୍କ ମଧ୍ୟ ରେ ଟିନା ଆହୁଜା ଙ୍କ ର ନାମ ସାମିଲ ହେଇଯିବ I କହିରଖୁ କି ଟିନା ଆହୁଜା ନିଜର ଅଭିନୟର ଆରମ୍ଭ 3 ଜୁଲାଇ 2015 ରେ କରିଥିଲେ ଟିନା ଙ୍କର ପ୍ରଥମ ଫିଲ୍ମର ନାଁ ଥିଲା ସେକେଣ୍ଡ ହେଣ୍ଡ ହସବ୍ୟାଣ୍ଡ | ଏହି ଫିଲ୍ମରେ ଟିନାଙ୍କର ଅଭିନୟକକୁ ଦର୍ଶକେ ବହୁତ ପସନ୍ଦ କରିଥିଲେ| ଆଉ ଏହି ଫିଲ୍ମ ଜରିଆରେ ଟିନାଙ୍କୁ ଏକ ନୂଆ ପରିଚୟ ମଧ୍ୟ ମିଳିଥିଲା |
ଯାହାଙ୍କୁ ଆଜି ପର୍ଯ୍ୟନ୍ତ ଆପଣ ଭାବୁଥିଲେ ଛୋଟ ମୋଟ ଅଭିନେତ୍ରୀ, ସେ ବାହାରିଲେ ଗୋବିନ୍ଦା ଙ୍କର ଝିଅ, ନା ଶୁଣି ଆଶ୍ଚର୍ଯ୍ୟ ହୋଇଯିବେ !
