ଯାହାଙ୍କ ନାମ ଆରମ୍ଭ ହେଇଥାଏ ଏହି ୩ଟି ଅକ୍ଷରରୁ ସେମାନେ ଜୀବନ ଭାରି ରୁହନ୍ତି ଦୁଃଖରେ, କେବେବି ମିଳେ ନାହିଁ ପ୍ରକୃତ ପ୍ରେମ

ଜଣେ ମନୁଷ୍ୟ ଜୀବନ ରେ ଉଭୟ ସୁଖ ଦୁଃଖ ଲାଗି ରହିଥାଏ I ସୁଖ ଓ ଦୁଃଖ ପରସ୍ପର ର ପରିପୂରକ ଅଟେ I ସମୟ ପରିବର୍ତନ ଅନୁସାରେ ଗ୍ରହ ନକ୍ଷତ୍ର ଙ୍କ ର ପ୍ରଭାବ ମଧ୍ୟ ପରିବର୍ତନ ହେଇଥାଏ I ଲୋକେ ନିଜ ର ଆଗାମୀ ଭବିଷ୍ୟତ ବିଷୟ ରେ ଜାଣିବା କୁ ସର୍ବଦା ଜୋତିଷ ବିଦ୍ୟା ର ସହାୟତା ନେଇଥାନ୍ତି I ଠିକ ସେହିପରି ମନୁଷ୍ୟ ର ନାମ ଅନୁସାରେ ହିଁ ମନୁଷ୍ୟ ଜୀବନ ଉପରେ ଗଭୀର ପ୍ରଭାବ ପଡିଥାଏ I

ତେବେ ଚାଲନ୍ତୁ ଜାଣିବା ଜୋତିଷ ଶାସ୍ତ୍ର ଅନୁସାରେ କେଉଁ କେଉଁ ନାମ ର ଲୋକେ ଭାଗ୍ୟଶାଲୀ ହେଇଥାନ୍ତି I ତେବେ ଚାଲନ୍ତୁ ଜାଣିବା କେଉଁ କେଉଁ ନାମ ର ବ୍ୟକ୍ତି ଏହି ଭାଗ୍ୟଶାଲୀ I

S ନାମ ର ଲୋକେ
ଜୋତିଷ ଶାସ୍ତ୍ର ଅନୁସାରେ S ନାମ ର ଲୋକେ ଅଧିକାଂଶ ଦୁଖୀ ହେଇଥାନ୍ତି I ଏହା ର ବଡ଼ କାରଣ ଏହା କି ଲୋକେ ବହୁତ ବିଶ୍ୱାସୀ ହେଇଥାନ୍ତି I ଏହି ଲୋକେ ନିର୍ମଳ ହୃଦୟ ର ଅଟନ୍ତି I ସମାଜ ରେ ସେମାନେ ବିଶେଷ ରୂପେ ପ୍ରସଂଶିତ ହେଇଥାନ୍ତି I ପ୍ରେମ ମାମଲା ରେ ଟିକେ କମଜୋର ହେଇଥାନ୍ତି I ତେଣୁ ସଚୋଟ ପ୍ରେମ କେବେ ମିଳି ନ ଥାଏ I

P ନାମ ର ଲୋକେ
ଯାହା ଙ୍କ ର ନାମ ର ପ୍ରଥମ ଅକ୍ଷର P ଅକ୍ଷର ରୁ ଆରମ୍ଭ ସେମାନେ ସହଜ ରେ ଲୋକଙ୍କ ର ଠକାମୀ ର ଶିକାର ହେଇଥାନ୍ତି I ସ୍ଵଭାଵ ରୁ ଟିକେ ଜିଦିଆ ହେଇଥାନ୍ତି I ପୁରା ଜୀବନ ଏକାକୀ ହିଁ କାଟିଥାନ୍ତି I ସର୍ବଦା ଦୁଖଦଃ ସମୟ ଦେଇ ତାଙ୍କୁ ଗତି କରିବା କୁ ପଡିଥାଏ I ମାଜ ରେ ସେମାନେ ବିଶେଷ ରୂପେ ପ୍ରସଂଶିତ ହେଇଥାନ୍ତି I

B ନାମ ର ଲୋକେ
ଜୋତିଷ ଶାସ୍ତ୍ର ଅନୁସାରେ B ନାମ ର ଲୋକେ ଅଧିକ ଖୁସି ହେଇଥାନ୍ତି I ଜୋତିଷ ଶାସ୍ତ୍ର ଅନୁସାରେ ଏହି ଲୋକେ ଧାର୍ଯ୍ୟବାନ ହେଇଥାନ୍ତି I ଧାର୍ଯ୍ୟ ବହୁତ ଅଧିକ ରହିଥାଏ I ଏହି ଲୋକେ ଅଧିକ ଲୋକପ୍ରିୟ ମଧ୍ୟ ହେଇଥାନ୍ତି I ଏହି ଲୋକେ ସର୍ବଦା ସଚୋଟ ପ୍ରେମ ପାଇବା ର ଆଶା ରେ ରହିଥାନ୍ତି I ନିଜ ର ପୁରା ଜୀବନ ପରିବାର ଓ ସମସ୍ୟା ମଧ୍ୟ ଦେଇ ଗତି କରିଥାନ୍ତି I ସର୍ବଦା ଯାହା ଙ୍କ ଉପରେ ଭରସା କରିଥାନ୍ତି ଏହି ଭରସା ଭାଙ୍ଗିଯାଇଥାଏ I ଦାମ୍ପତ୍ୟ ଜୀବନ ଭଲ ରହି ନ ଥାଏ I