ପ୍ୟାନ କାର୍ଡ ଯେଉଥିବେ ଏକ 10 ଅଙ୍କ ବିଶିଷ୍ଟ ସଂଖ୍ୟା ରହିଥାଏ I ଯେପରି ADSPS8211J ପରି ନମ୍ବର I ଆୟକର ବିଭାଗ ଦ୍ୱାରା ଏହି ପ୍ୟାନ କାର୍ଡ କୁ ଜାରି କରାଯାଇଥାଏ I ଏହା ଏକ ୟୁନିକ ନମ୍ବର ଅଟେ I
ବର୍ତମାନ ସମୟ ରେ ଭାରତ ସରକାର ଙ୍କ ଦ୍ୱାରା ପ୍ୟାନ କାର୍ଡ ଏକ ଜରୁରୀ ଡକ୍ୟୁମେଣ୍ଟ ଅଟେ I ଏହି ପ୍ୟାନ କାର୍ଡ ନ ଥିଲେ ଅନେକ ସରକାରୀ ଓ ବେସରକାରୀ କାର୍ଯ୍ୟ କରିବା ସମ୍ଭବ ହେଇ ନ ଥାଏ I ITR ଦେବାକୁ ହେଉ କି ବ୍ୟାଙ୍କ ଖାତା ଖୋଲିବା କୁ ହେଉ ଏହି ପ୍ୟାନ କାର୍ଡ ର ଆବଶ୍ୟକତା ରହିଛି I
ଇନ୍ଭାଲିଡି ହେବ ଏହି ପ୍ୟାନ କାର୍ଡ
ବିଗତ ଦୀର୍ଘ ସମୟ ହେବ ପ୍ୟାନ କାର୍ଡ ଧାରକ ଙ୍କୁ ଏହି ସୂଚନା ପ୍ରଦାନ କରାଯାଉଛି କି ଆଧାର ଓ ପ୍ୟାନ କାର୍ଡ ଲିଙ୍କ ଆବଶ୍ୟକ ଅଟେ ନଚେତ ଆପଣ ଙ୍କ ର ପ୍ୟାନ କାର୍ଡ ଇନକମ 139 AA ଅନୁସାରେ ଇନ୍ଭାଲିଡି ଘୋଷଣା କରାଯିବ I
ଏହି ପ୍ୟାନ କାର୍ଡ ଦ୍ୱାରା ଆପଣ ଙ୍କ ର ବ୍ୟାଙ୍କ ଖାତା ରୁ ନେଇ ଅନ୍ୟ ଅନେକ କାର୍ଯ୍ୟ ମଧ୍ୟ ହେଇଥାଏ I ଏବଂ ଏହି ପ୍ୟାନ କାର୍ଡ ଦ୍ୱାରା ହିଁ ITR ଫାଇଲ କରାଯାଇଥାଏ I ଯଦି ଆପଣ ବର୍ତମାନ ପର୍ଯ୍ୟନ୍ତ ନିଜ ର ଆଧାର କାର୍ଡ ସହ ପ୍ୟାନ କାର୍ଡ କୁ ଲିଙ୍କ ତେବେ 31 ଡିସେମ୍ବର 2019 ପରେ ଆପଣ ସମସ୍ୟା ର ସମୁଖୀନ ହେଇପାରନ୍ତି I ଆପଣ ITR ଫାଇଲିଂ କରିପାରିବେ ନାହିଁ I
ଏପରି କରିବେ ଆପଣ ଙ୍କ ର ପ୍ୟାନ ଓ ଆଧାର ଲିଙ୍କ
ପ୍ୟାନ କାର୍ଡ ଓ ଆଧାର କାର୍ଡ ଲିଙ୍କ କରିବା ର ଶେଷ ସମୟ 31 ଡିସେମ୍ବର 2019 ଅଟେ I ଯାହା ପୂର୍ବ ରୁ ଆପଣ ଏହି ଲିଙ୍କ କରିବା ଜରୁରୀ ଅଟେ I ଆପଣ incometaxindiaefiling.gov ରେ ଯାଇ ଏହି ବିଷୟ ରେ ବିଶେଷ ସୂଚନା ପାଇପାରିବେ I