ଜୁନ 2010 ମସିହା ରେ ରିଲାଏନ୍ସ ଇଣ୍ଡଷ୍ଟ୍ରି ଇନ୍ଫୋଟେଲ ରୁ 4800 କୋଟି ଟଙ୍କା ମୂଲ୍ୟ ର 96% ଅଂଶଧନ କିଣିଥିଲେ I IBSL ର 4ଜି ନିଲାମୀ ର ଏକ ବର୍ଷ ପୂର୍ବ ରୁ ଭାରତ ର 22 ଗୋଟି ଜୋନ ରେ ଏକମାତ୍ର ସ୍ପକ୍ତରାମ କମ୍ପାନୀ ଥିଲା I ଏହା ପରେ ଆରଆଇଏଲ ଦୁଃସଞ୍ଚାର ସହାୟକ କମ୍ପାନୀ ରୂପେ କାମ କରିଥିଲେ I 2013 ରେ ଇନ୍ଫୋଟେଲ ବ୍ରାଂଡେଡ଼ ସର୍ବିଶେଜ ଲିମିଟେଡ଼ କୁ ରିଲାଏନ୍ସ ଜିଓ ଇନ୍ଫୋକମ ଲିମିଟେଡ଼ ରୂପେ ନାମ କରାଯାଇଥିଲା I
ଭାରତ ର ଏକ ନମ୍ବର ଟେଲିକମ କମ୍ପାନୀ ଜିଓ ପୁଣି ଥରେ ବେଶ ଚର୍ଚା କୁ ଆସିଛି I ବିଗତ ବର୍ଷ ଡିସେମ୍ବର ରେ ଜିଓ ଛଡା ଅନ୍ୟ ସବୁ ଟେଲିକମ କମ୍ପାନୀ ନିଜ ପ୍ରିପେଡ଼ ପ୍ଲାନ ରେ 40 ପ୍ରତିସଦ ଦର ବୃଦ୍ଧି କରିଛନ୍ତି I ଯାହା କୁ ନେଇ ଟେଲିକମ ଗ୍ରାହକ ଙ୍କ ମଧ୍ୟ ଅଶାନ୍ତି ଦେଖିବା କୁ ମିଳିଛି I ବିଗତ ଦିନ ରେ ଟ୍ରାଇ ର ଏକ ବୈଠକ ପରେ ଜିଓ ଗ୍ରାହକ ଙ୍କ ପାଁଇ ଖୁସି ଖବର ଆସିଛି I
ଟ୍ରାଇ ର ନିର୍ଦେଶ
ବିଗତ ସୋମବାର ରେ ଟ୍ରାଇ ର ବୈଠକ ରେ ଜିଓ ସମେତ ସବୁ ଟେଲିକମ କମ୍ପାନୀ ଙ୍କ ପାଁଇ ନୋଟିସ ଜାରି ହେଇଚି I ଟ୍ରାଇ ର ନିର୍ଦେଶ ଅନୁସାରେ 10 ଦିନ ମଧ୍ୟ ରେ ସବୁ ଟେଲିକମ କମ୍ପାନୀ ନିଜ ର ପ୍ଲାନ ର ଦର କମ କରିବେ I କିନ୍ତୁ ଟ୍ରାଇ ର ନିର୍ଦେଶ ଅନୁସାରେ ଜିଓ ନିଜ ପ୍ଲାନ ମୂଲ୍ୟ ରେ 15% କମ ହେବ I
ଜିଓ ର 72 ଟଙ୍କା ପ୍ଲାନ
ଜିଓ ର 72 ଟଙ୍କିଆ ପ୍ଲାନ ରେ ଗ୍ରାହକ ଙ୍କୁ 28 ଦିନର ବୈଧତା ମିଳିବ I ପ୍ରତୋକ ଦିନ 1.5 ଜିବି ର ଡାଟା ମିଳିବ I ଏହି ପ୍ଲାନ ରେ ଜିଓ ରୁ ଜିଓ କୁ ଅନଲିମିଟେଡ଼ କଲ ସୁବିଧା ରହିଛି I ଅନ୍ୟ ନେଟୱାର୍କ କୁ 300 ମିନିଟ ର ସୁବିଧା ମିଳିବ I ଏହି ପ୍ଲାନ ରେ ଗ୍ରାହକ ମାନେ ପ୍ରତୋକ ଦିନ 100 SMS ର ସୁବିଧା ମଧ୍ୟ ପାଇପାରିବେ I
ଜିଓ ର 456 ମୂଲ୍ୟ ର ପ୍ଲାନ
ଏହି ପ୍ଲାନ ରେ ଜିଓ ଗ୍ରାହକ ଅନ୍ୟ ନେଟୱାର୍କ କୁ 1000 ମିନିଟ ର କଲ ସୁବିଧା ପାଇପାରିବେ I ପ୍ରତୋକ ଦିନ 1.5 ଜିବି ର ଡାଟା ପାଇପାରିବେ I ଯାହା ର ସ୍ପିଡ଼ ରହିବ 64 KBPS I ଏହି ପ୍ଲାନ ରେ 100 SMS ପ୍ରତୋକ ଦିନ ମିଳିପାରିବ I ଏଥିରେ 84 ଦିନ ର ଭାଲିଡିଟି ସୁବିଧା ମଧ୍ୟ ରହିଛି I