ଜାଣନ୍ତୁ କଣ ପାଁଇ ଜନ୍ମ ହେଇଥାନ୍ତି କିନ୍ନର , ନିଶ୍ଚିନ୍ତ ପଢନ୍ତୁ ନହେଲେ ପଶ୍ଚାତାପ କରିବେ !

ଯେପରି କି ସମସ୍ତେ ଜାଣିଛନ୍ତି କି କିନ୍ନର ଙ୍କୁ ତ ମହିଳା ଭାବରେ ଗଣା ଯାଇ ନ ଥାଏ କି ପୁରୁଷ ରେ ବି ଗଣା ଯାଇ ନ ଥାଏ I କାରଣ କିନ୍ନର ଙ୍କ ଠାରେ ମହିଳା ଙ୍କ ର ଗୁଣ ମଧ୍ୟ ରହିଥାଏ I ତେବେ ଆଜି ଆସନ୍ତୁ ଆଲୋଚନା କରିବା ଏପରି କାହିଁକି ଜନ୍ମିଥାନ୍ତି କିନ୍ନର ମାନେ I

1.ଗର୍ଭ ଧାରଣା ସମୟ ରେ ଜ୍ୱର ଆସିବା ଦ୍ୱାରା ଆପଣ ଯଦି ଅଧିକ ପାୱାର ର କୌଣସି ଔଷଧ ସେବନ କରିଥାନ୍ତି ତ ଏପରି କ୍ଷେତ୍ରରେ କିନ୍ନର ପରି ପିଲା ଜନ୍ମିଥାନ୍ତି I

2.ଯଦି କୌଣସି ମହିଳା ଗର୍ଭ ଧାରଣା ସମୟ ରେ ଟକ୍ସିକ ଫୁଡ ର କେମିକାଲ ପ୍ରୟୋଗ ଟ୍ରିଟଡ଼ କିମ୍ବା ପ୍ରେସ୍ଟିସାଡ଼ ଵାଲା ଫୂଡ଼ ଭେଜିଟେବଲ ଖାନ୍ତି ତ କିନ୍ନର ପରି ପିଲା ଜନ୍ମିଥାନ୍ତି I

3.ଅଧିକାଂଶ ଏପରି କ୍ଷେତ୍ରରେ ଦେଖାଯାଇଛି କି ଜେନେଟିକ ଡ଼ିସଅଡ଼ର ର କାରଣ ରୁ ଝିଅ ବଦଳ ରେ କିନ୍ନର ପରି ପିଲା ଜନ୍ମ ହେଇଥାନ୍ତି I

ଯଦି ଗର୍ଭଧାରଣ ସମୟ ରେ ଆପଣ ଡାକ୍ତର ଙ୍କ ର ସହମତି ନ ନିଅନ୍ତି ତ ଆପଣ ଏପରି ସମସ୍ୟା ରେ ପଡି ପାରନ୍ତି I

ଖାଦ୍ୟ ପେୟ ରେ ବିଶେଷ ଧ୍ୟାନ ରଖିବା ଏବଂ ଅଧିକ ତେଲିଆ ଯୁକ୍ତ ଖାଦ୍ୟ ଖାଇବା ଅନୁଚିତ I