ଯଦି ଆପଣ ନିଜ ର ଓଜନ ବୃଦ୍ଧି କରିବା କୁ ଚାହୁଁଛନ୍ତି ତେବେ ଆପଣ ଅନେକ ପ୍ରକାର ର ଖାଦ୍ୟ ସେବନ କରିଥାନ୍ତି I କିନ୍ତୁ ଅନେକ ଲୋକ ଙ୍କ ର ଅନେକ ଖାଦ୍ୟ ସେବନ ପରେ ମଧ୍ୟ ଓଜନ ବୃଦ୍ଧି ହେଇ ନ ଥାଏ I କିନ୍ତୁ ଆଜି ଆମେ ଆପଣ ଙ୍କୁ କିଛି ଉପାୟ କହିବା କୁ ଯାଉଛୁ ଯାହା କୁ ଆପଣେଇ ଆପଣ ନିଜ ର ଓଜନ ବୃଦ୍ଧି କରିପାରିବେ I
ଏହି ଉପାୟ କୁ ଆପଣେଇବା କୁ ହେଲେ ଆପଣ ଙ୍କୁ ତିନି ଗୋଟି ଜିନିଷ ର ଆବଶ୍ୟକତା ରହିଛି I ପ୍ରଥମେ ଆମେ ଅଁଳା ର ମୁରବ୍ବା ନେବା ଅଁଳା ଆମ ର ହଜମ ଶକ୍ତି କୁ ନିୟନ୍ତ୍ରଣ କରିଥାଏ I ଦ୍ୱିତୀୟ ଆମ କୁ କଳା ଚଣା ର ସେବନ କରିବା କୁ ହେବ I କଳା ଚଣା ରେ ଭିଟାମିନ , କ୍ୟାଲସିୟମ , ଫାଇବର , ଆଇରନ ଓ ଓଜନ ବୃଦ୍ଧି କରିବା କୁ ସହାୟକ ହେଇଥାଏ I
ଆପଣ ଙ୍କୁ ଖାଲି ପେଟ ରେ ଦୁଇ ଖଣ୍ଡ ଅଁଳା ର ମୁରବ୍ବା ସେବନ କରିବା କୁ ହେବ I ଏହା ପରେ ପାତ୍ର ରେ ବତୁରା ହେଇଥିବା ବୁଟ ସେବନ କରିବା କୁ ହେବ ଏବଂ ଏହା ସହ ଏକ ଗ୍ଲାସ ହାଲୁକା ଗରମ କ୍ଷୀର ର ସେବନ କରିବା କୁ ହେବ I ପ୍ରଥମେ ଟିକେ ହାଲୁକା ବ୍ୟାୟାମ କରିସାରି ଏହା ପରେ ହିଁ ଆପଣ ଏହା ର ସେବନ କରିବା ଉଚିତ I ଏହି ଉପାୟ ଦ୍ୱାରା ଆପଣ ନିଜ କୁ ସୁସ୍ଥ ରଖିବା ସହ ଆପଣ ଙ୍କ ର ଓଜନ ବୃଦ୍ଧି ମଧ୍ୟ ହେଇଥାଏ I
ଆପଣ ଏହି ଘରୋଇ ଉପଚାର କୁ ଆପଣେଇ ନିଜ ର ଓଜନ ଶୀଘ୍ର ବୃଦ୍ଧି କରିପାରିବେ I
ଜାଣନ୍ତୁ ଆପଣଙ୍କ ଓଜନ କାହିଁକି ବଢ଼ୁ ନାହିଁ, ଓଜନ ବଢାଇବାର ସରଳ ଓ ସହଜ ଉପାୟ
