ବିବାହ ପରେ ପ୍ରତୋକ ଦମ୍ପତି ମାନେ ପରସ୍ପର ମଧ୍ୟ ରେ ଶାରୀରିକ ସମ୍ବନ୍ଧ ରଖିଥାନ୍ତି I କାରଣ ପ୍ରତୋକ ବୈବାହିକ ବ୍ୟକ୍ତି ଙ୍କ ପାଁଇ ସମ୍ବନ୍ଧ ରଖିବା ଏକ ଗୁରୁତ୍ୱପୂର୍ଣ କାର୍ଯ୍ୟ ଅଟେ I ତେବେ ଆଜିକାଲି ର ଯୁବପିଢ଼ି ଙ୍କ ପାଖରେ ଏହି ସମ୍ବନ୍ଧ କୁ ନେଇ ଟିକେ ଅଧିକ ଜୋଶ ଦେଖିବାକୁ ମିଳିଛି ଏହାଛଡା ଆଜି ର ଯୁବପିଢ଼ି ନିଜ ଜୀବନ ରେ କାହାରି କୁ ପ୍ରେମ କରିବା ତ ଏକ ସାଧାରଣ କଥା ହେଇଗଲାଣି I ଏବଂ ସମ୍ବନ୍ଧ ବି ରଖିଥାନ୍ତି I
ତେବେ ସମ୍ବନ୍ଧ ବନାଇବାର ବି କିଛି ସମୟ ସୀମା ରହିଛି I ଏବଂ ଏକ ଲିମିଟ ଭିତରେ ହିଁ ଏହି ସମ୍ବନ୍ଧ ରଖିବା ଉଚିତ I ସୀମା ଭୀରତରେ ଏହି କାର୍ଯ୍ୟ କରିବା ଦ୍ୱାରା ଆପଣ ଙ୍କ ଶରୀର ପାଁଇ ଏହା ଫାଇଦା ହେଇଥାଏ I
ଜନାଲ ୟୁରୋପୀୟ ଯୁରୋଲୋଜି ଙ୍କ ର ଏକ ରିସର୍ଚ୍ଚ 1000 ଜଣ ଲୋକଙ୍କୁ ନେଇ ହେଇଥିଲା ଏବଂ ଦେଖିବାକୁ ପାଇଥିଲେ କି ଏକ ମାସ ରେ 21 ଥର ସମ୍ବନ୍ଧ ରଖିବା ଦ୍ୱାରା ଶରିରୀ ସୁସ୍ଥ ରହିଥାଏ I ଏହା ଛଡା ଦୁଶ୍ଚିନ୍ତା ଓ ହୃଦ୍ଘାତ ଜନିତ ସମସ୍ୟା ବି ଦୁରେଇ ରହିଥାଏ I ଏହା ବି ଜଣାଯାଇଛି କି 21 ଥର ସମ୍ବନ୍ଧ ରଖିବା ଦ୍ୱାରା 20 ପ୍ରତିସଦ କ୍ୟାନ୍ସର ର ସମସ୍ୟା କମିଥାଏ I