ଜଣେ ଗାଡି ମେକାନିକ ଖୋଲିଲେ ରହସ୍ୟ, ଇଞ୍ଜିନ ପାଖରେ ଲଗାଇ ଦିୟନ୍ତୁ ବାସ ଏହି ଗୋଟେ ଜିନିଷ, ଦୁଇଗୁଣା ହୋଇଯିବ ଗାଡିର ମାଇଲେଜ

ଜଣେ ସାୟର କହିଥିଲେ ସଫଳ ସେହିମାନେ ହିଁ ହେଇଥାନ୍ତି ଯେଉଁମାନେ ସ୍ବପ୍ନ ଦେଖିଥାନ୍ତି I ସବୁ ଲୋକେ ଜାଣିଛନ୍ତି କି ଭାରତୀୟ ଲୋକେ ସବୁ ଜିନିଷ ରେ ଯୋଗାଡ଼ କରିବା ରେ ମାହିର ହେଇଥାନ୍ତି I ଏହି ପରି ଏକ ଯୋଗାଡ଼ ରେ ଆଜି ଜଣେ ସଫଳ ହେଇଛନ୍ତି I

ୟୁପି ର କେସବି ଜିଲ୍ଲା ରେ … ବିବେକ ନାମ ଜଣେ ବ୍ୟକ୍ତି କିଛି ଏପରି କାର୍ନାମା କରିଛନ୍ତି I ବିବେକ ଙ୍କ ର ନାମ ତାଙ୍କ ଗ୍ରାମ ରେ ଗୁଦଡି ଦିଆ ଯାଇଛି I ଏବଂ ଯୋଗାଡ଼ ଟେକ୍ନୋଲୋଜି ରେ ଭାରତ ର ସମକକ୍ଷ୍ୟ କେହି ବି ହେଇପାରିବେ ନାହିଁ I ଏବଂ ଏଠାକାର ଗଳି କନ୍ଦି ରେ ଲୋକେ ଯୋଗାଡ଼ କରିବା ରେ ମାହିର ହେଇଥାନ୍ତି I ତେବେ ଏହି ବିବେକ କୁମାର ପଟେଲ 2001 ରେ 12 ଶ୍ରେଣୀ ପାଠ ପଢିବା ସମୟ ରେ ଫିଜିକ୍ସ ରେ ଏକ ଫର୍ମୁଲା ପାଇଥିଲେ I ଏବଂ ସେ ବାଇକ ସମେତ ଅନ୍ୟ ଗାଡି ଗୁଡିକ ର ମାଇଲେଜ ବଢାଇବାକୁ ବି ଚେଷ୍ଟା କରିଥିଲେ I ଏବଂ ବହୁ ଚେଷ୍ଟା ପରେ ସେ ସଫଳ ବି ହେଇଛନ୍ତି I ଏହା ପରେ ବିବେକ ପିପରୀ ରେ ଏକ ଗାଡି ଗ୍ୟାରେଜ ରେ ଜଣେ ବ୍ୟକ୍ତି ଙ୍କୁ କାମ ଶିଖାଇଥିଲେ ଏବଂ ଏହି ଫର୍ମୁଲା ରେ କାମ କରିଥିଲେ I ଏବଂ ଏହି କାର୍ଯ୍ୟ ରେ ସଫଳତା ର ମୋହାଲି ମାରିଥିଲେ ଉତ୍ତର ପ୍ରଦେଶ କୌନସିଲିଂ ଫର ଇସଃ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ଓ ମୋତି ଲାଲ ନେହେରୁ ନ୍ୟାସନାଲ ଇନ୍ଷ୍ଟିଟ୍ୟୁଟ ଅଫ ଟେକ୍ନୋଲୋଜି ଇଲ୍ଲାହାବାଦ I

ବିବେକ କୁମାର ଙ୍କ କହିବା ଅନୁସାରେ ଏହି ଟେକ୍ନୋଲୋଜି ରେ ବାଇକ ପ୍ରାୟ ଏକ ଲିଟର ରେ 150 କିମି ଯାଇପାରିବ I ଏବଂ ସେ ଏପରି ଅନେକ ଟେଷ୍ଟ ରେ ସଫଳ ବି ହେଇଛନ୍ତି I ସେ 2012 ରେ ଏକ ବଜାଯ ଡ଼ିସକଭର ଗାଡି କିଣିଥିଲେ ଏବଂ ଏହି ଗାଡି ର ଇଂଜିନ ରେ କିଛି ପରିବର୍ତନ କରିଥିଲେ ଏବଂ ବିବେକ ଙ୍କ ର 17 ବର୍ଷ ର ପରିଶ୍ରମ ରେ ସେ ସଫଳ ହେଇଛନ୍ତି I ଏବଂ ଏହି ଭାବ ରେ ସେ ଗାଡି ର କାର୍ବୋରେଟର ବଦଳାଇ ନିଜ ର ଏକ କାର୍ବୋରେଟର ଲଗାଇଥାନ୍ତି I ଯେଉଁଥିରେ ମାତ୍ର 500 ଟଙ୍କା ଖର୍ଚ୍ଚ ଆସିଥାଏ I

ବିବେକ ଙ୍କ ର ଏହି ସଫଳତା ପରେ କିଛି ଲୋକେ ତାଙ୍କ ର ସହାୟତା ପାଁଇ ଆଗ କୁ ବି ଆସିଛନ୍ତି I ଏବଂ ବିବେକ କହିଛନ୍ତି ସେ ଯେଉଁ କାର୍ବୋରେଟର ଲଗାଉଛନ୍ତି ଏହି କମ୍ପାନୀ ଆରମ୍ଭ କରିବାକୁ ପ୍ରାୟ 75 ଲକ୍ଷ୍ୟ ଟଙ୍କା ଖର୍ଚ୍ଚ ଆସିବ I ଏବଂ ଜାମୁ କାଶ୍ମୀର ର ଶ୍ରୀ ମାତା ବୈଷ୍ଣବଦେବୀ ୟୁନିଭର୍ସିଟି ଅଫ ଟେକ୍ନୋଲୋଜି ରେ ଏହି ପ୍ରୋଜେକ୍ଟ ପାଁଇ ଆର୍ଥିକ ସହାୟତା ର ମଞ୍ଜୁରୀ ବି ମିଳିଛି I

ତେବେ ବିବେକ ଙ୍କ ର କହିବା ଅନୁସାରେ ସେ ପ୍ରତୋକ ଗାଡି ର ମାଇଲେଜ ପ୍ରାୟ 30 ରୁ 35 କିମି ବଢ଼ିପାରିବେ I ଏବଂ ଆଜି ପର୍ଯ୍ୟନ୍ତ ସେ 200 ରୁ ଉର୍ଧ୍ଵ ଗାଡି ର ମାଇଲେଜ ବଢ଼ାଇ ସାରିଛନ୍ତି I କମ୍ପାନୀ ର ଗାଡି ରେ ପ୍ରତି ମିନିଟ ରେ 10 ରୁ 12 ଗ୍ରାମ ପେଟ୍ରୋଲ କାର୍ବୋରେଟର କୁ ଯାଇଥାଏ କିନ୍ତୁ ତାଙ୍କ ର କାର୍ବୋରେଟର ରେ 6 ରୁ 8 ଗ୍ରାମ ତେଲ ଯାଇଥାଏ I

ତେବେ ବିବେକ ଙ୍କ ର ଏହି ଆବିଷ୍କାର କୁ ଲୋକେ ବି ଗ୍ରହଣ କରିଛନ୍ତି I ଏବଂ ୟୁପିସିଏସଟି ର ଜଏଣ୍ଟ ଡ଼ାଇରେକ୍ଟର କହିବା ମୁତାବିକ ଆଜି ର ତୈଳଦର ସମସ୍ୟା ରେ ବିବେକ ଙ୍କ ର ଏହି ଆବିଷ୍କାର ବେଶ ଲାଭକାରୀ ହେବାକୁ ଯାଉଛି I କାରଣ ଏହି ଉପାୟ ରେ ପେଟ୍ରୋଲ ର ମାତ୍ରା କମିବା ଦ୍ୱାରା ବି ଇଂଜିନ ଗରମ ହେଇ ନ ଥାଏ I ଏବଂ ଗାଡି ପିକଅପ ବି ଠିକ ରହିଥାଏ I