ଜଣେ ମୁସଲମାନ ବ୍ୟକ୍ତି ଙ୍କର ଚାଷ ଜମିରୁ ବାହାରିଲା ଶିବଲିଙ୍ଗ, ତାପରେ ସେ ମୁସଲମାନ ଜଣଙ୍କ ଯାହା କରିଲେ ତାହା ସମସ୍ତେ ଜାଣିବା ଦରକାର …

ଧାର୍ମିକ ଏବଂ ଐତିହାସିକ ନଗରୀ ଦେବବଦ ପାଖ ରେ ରହିଛି ଶ୍ରୀ ମାକେଶ୍ୱର ମହାଦେବ ଙ୍କର ମନ୍ଦିର | ମାନକି ଓ ଶ୍ରୀ ସିଦ୍ଧ ପୀଠ ଭଗବାନ ନାଗେଶ୍ୱର ମନ୍ଦିର ଧ୍ୟାନ ଆଖ ପାଖ ନୁହେ ଏଠାକୁ ଦୂର ଦୂର ରୁ ମଧ୍ୟ ଭକ୍ତ ଙ୍କ ର ଆଗମନ ହେଇଥାଏ | ଏଠାରେ ଶ୍ରଦ୍ଧାଳୁ ମାନେ ନିଜ ର ମନୋକାମନା ପୁରା କରିବାକୁ ଆସିଥାନ୍ତି |

ଦେବବଦ ତହସିଲ ଅଂଚଳ ର ଗ୍ରାମ ମାନକି ରେ ଶ୍ରୀ ମାକେଶ୍ୱର ମହାଦେବ ଙ୍କ ମନ୍ଦିର ରହିଛି | ଏହା ର କୌଣସି ପ୍ରାମାଣିକ ଓ ଐତିହାସିକ ଗ୍ରଂଥ ଓ ଶାସ୍ତ୍ର ରେ ଏହି ବିଷୟ ରେ କିଛି ଉଲେଖ ନାହିଁ କିନ୍ତୁ ପାରମ୍ପରିକ ଓ ମାନ୍ୟତା ଅନଶୁୟାରେ ଏହି ମନ୍ଦିର କିନ୍ତୁ ଶିବ ଭକ୍ତ ଙ୍କ ର ଅତୁଟ ଓ ଆସ୍ଥା ର କେନ୍ଦ୍ର ଅଟେ | କିମ୍ବଦନ୍ତୀ ଅନଶୁୟାରେ ମାଙ୍କି ଗ୍ରାମ ରେ ଜଣେ ମୁସଲିମ ପରିବାର ରହୁଥିଲେ ଏବଂ ସେ ତାଙ୍କ ଖେତ ରେ ହଲ କରିବା ସମସ୍ୟା ରେ ଏକ କଳା ପଥର ଦେଖିବାକୁ ପାଇଥିଲେ | ଏହା ଦେଖି ସେ ଆଶ୍ଚଯ୍ୟ ରେ ପଡିଯାଇଥିଲେ ଏବଂ ତାହା ଉପରେ ମାଟି ଘୋଡାଇ ଚାଲି ଆସିଥିଲେ ଏବଂ ପର ଦିନ ଆସି ଦେଖନ୍ତି ତ ସେ ଯେଉଁ ମାଟି ଘୋଡାଇଥିଲେ ଏହା ଖାଲି ହେଇ ସେହି କଳା ପଥର ଟି ଆଉଟିକେ ଉପର କୁ ଉଠିଯାଇଛି |

ଘଟଣାଟି ଧୀରେ ଧୀରେ ସାରା ଗ୍ରାମ ରେ ଚର୍ଚା ହେଇଥିଲା ଏବଂ ଗ୍ରାମ ର ଲୋକେ ଶିବ ମନ୍ଦିର କରିବାକୁ ନିଷ୍ପତି ନେଇଥିଲେ ଏବଂ ସେହି ମୁସଲିମ ବ୍ୟକ୍ତି ମଧ୍ୟ କହିଥିଲେ ମହାଦେବ ଙ୍କ ପାଁଇ ଜମି କଣ ନିଜ ଘର ମଧ୍ୟ ଦାନ ଦେବାକୁ ସେ ପ୍ରସ୍ତୁତ ଅଛନ୍ତି | ସେହି ରାତିରେ ହିଁ ସେହି ଗ୍ରାମ ର ଜଣେ ବ୍ୟକ୍ତି ଙ୍କୁ ମହାଦେବ ସ୍ବପ୍ନ ହେଇଥିଲେ ଓ ସେହି ସ୍ଥାନ ରେ ମନ୍ଦିର ନିର୍ମାଣ କରିବାକୁ କହିଥିଲେ | ସେହି ଗ୍ରାମ ର ହିନ୍ଦୁ ମୁସଲିମ ନିଜ ସହମତି ଦେଖାଇ ସେଠାରେ ଏହି ମନ୍ଦିର ନିର୍ମାଣ କରିଥିଲେ | ଏବଂ ସେହି ମନ୍ଦିର ମୁକେଶ୍ୱର ମହାଦେବ ନାମ ରେ ସେଠାରେ ମହାଦେବ ପୂଜା ପାଇଥିଲେ | ଶିବରାତ୍ରି ରେ ଏହି ଶିବଲିଙ୍ଗ ପୂଜାର ବିଶେଷ ମହତ୍ୱ ରହିଛି |

ସେଠାରେ ଲକ୍ଷ୍ୟ ଲକ୍ଷ୍ୟ ଶ୍ରଦ୍ଧାଳୁ ଙ୍କ ର ଆଗମନ ହେଇଥାଏ | ସେହି ଗ୍ରାମ ରେ କିଛି ବର୍ଷ ତଳେ ନାଗେଶ୍ୱର ମନ୍ଦିର ର ନିର୍ମାଣ ମଧ୍ୟ ହେଇଥିଲା ଏବଂ ଏହି ମନ୍ଦିର ର ମାନ୍ୟତା ରହିଛି କି ଏହି ମନ୍ଦିର ର ଶିବ ଲିଙ୍ଗ ହଜାର ହଜାର ବର୍ଷ ହେବ ଏକ ବର ଗଛ ମୂଳ ରେ ରହିଥିଲା ଏବଂ ଗ୍ରାମ ର ଲୋକେ ଏହା କୁ ପୂଜା କରିଆସୁଥିଲେ | ପୁରୁଣା ସମସ୍ୟା ରେ ସେଠାରେ ଏକ ବସ୍ତି ଥିଲା ଯାହା କି ପ୍ରାକୃତିକ ଦୁର୍ବିପାକ କାରଣ ରୁ ବିଲୁପ୍ତ ହେଇଯାଇଥିଲା | ସେହି ସମସ୍ୟା ରୁ ହିଁ ଗ୍ରାମ ର ଲୋକେ ବର ଗଛ ମୂଳ ରେ ଏହି ଶିବଲିଙ୍ଗ କୁ ପୂଜା କରିଥିଲେ ଏବଂ ଶ୍ରଦ୍ଧାଳୁ ମାନେ ଏଠାରେ ଜଳାଭିଷେକ କରି ନିଜ ର ମନୋକାମନା ପୁରା କରିଥାନ୍ତି |