ସୂର୍ଯ୍ୟ ବର୍ତମାନ ଧନୁ ରାଶି ରେ ପ୍ରବେଶ କରିବା କୁ ଯାଉଛନ୍ତି I ସେଠାରେ ସୂର୍ଯ୍ୟ 17 ଡିସେମ୍ବର ରୁ 10 ଜାନୁୟାରୀ ପର୍ଯ୍ୟନ୍ତ ରହିବେ I ଏହା ଦ୍ୱାରା 12 ଗୋଟି ରାଶି ଉପରେ କିଛି ନା କିଛି ପ୍ରଭାବ ପଡିବା କୁ ଯାଉଛି I
ମେଷ ରାଶି
ମେଷ ରାଶି ର ଲୋକେ ସୂର୍ଯ୍ୟ ଙ୍କ ର ଏହି ସ୍ଥାନ ପରିବର୍ତନ କୁ ନେଇ ଅଶୁଭ ଫଳ ପ୍ରାପ୍ତି କରିବେ I ଆର୍ଥିକ କ୍ଷେତ୍ର ରେ ନାନା ସମସ୍ୟା ମଧ୍ୟ ଦେଇ ଗତି କରିବେ I ଏହି ମେଷ ରାଶି ର ଲୋକେ କୌଣସି ବି ସଫଳତା ହାସିଲ କରିବା କୁ ଅଧିକ ପରିଶ୍ରମ କରିପାରନ୍ତି I
ବୃଷ ରାଶି
ଏହି ରାଶି ର ଲୋକେ ଅଯଥା ଦୂର ଯାତ୍ରା ର ଯୋଗ ରହିଛି I ଯାହା ର ପ୍ରଭାବ ଆପଣ ଙ୍କ ର ଆର୍ଥିକ ସ୍ଥିତି ଉପରେ ମଧ୍ୟ ରହିବ I ଏହି ରାଶି ର ଲୋକେ 10 ଜାନୁୟାରୀ ପର୍ଯ୍ୟନ୍ତ ସାବଧାନ ରେ ରହିବେ I
ମିଥୁନ ରାଶି
ଏହି ରାଶି ର ଲୋକେ ନିଜ ର ବୈବାହିକ ଜୀବନ ରେ ନାନା ସମସ୍ୟା ର ସମ୍ମୁଖିନ କରିପାରନ୍ତି I ଏହି ରାଶି ର ଲୋକ ଙ୍କ ର ଆର୍ଥିକ ସ୍ଥିତି ସାମାନ୍ୟ ରହିବ I
କର୍କଟ ରାଶି
କର୍କଟ ରାଶି ରେ ବୃହସ୍ପତି ଅସ୍ତ ହେବା କାରଣ ରୁ ସେମାନେ ଶୁଭ ଫଳ ପ୍ରାପ୍ତି କରିବେ I ଏହି ରାଶି ର ଲୋକ ଙ୍କ ର ଜୀବନ ରେ କିଛି ସମସ୍ୟା କମିବ ଓ ଧନ ସମ୍ବନ୍ଧିତ ସମସ୍ୟା ଦୂର ହେବ I
ସିଂହ ରାଶି
ଏହି ରାଶି ର ଲୋକେ ସୂର୍ଯ୍ୟ ଙ୍କ ର ସ୍ଥାନ ପରିବର୍ତନ କୁ ନେଇ ଶୁଭ ଫଳ ପ୍ରାପ୍ତି କରିବେ I ଏହି ରାଶି ର ଲୋକେ କିଛି ମାନସିକ ଦୁଶ୍ଚିନ୍ତା ମଧ୍ୟ ଦେଇ ଗତି କରିବେ I
କନ୍ୟା ରାଶି
ଏହି ରାଶି ର ଲୋକେ ଅନେକ ସମସ୍ୟା ର ସମାଧାନ କରିବେ I ଏହି ରାଶି ର ଲୋକେ ନିଜ ବୈବାହିକ ଜୀବନ ରେ ବେଶ ସୁଖ ଶାନ୍ତି ରେ ସମୟ ଅତିବାହିତ କରିବେ I ଆର୍ଥିକ କ୍ଷେତ୍ର ରୁ ଲାଭବାନ ହେବେ I
ତୁଲା ରାଶି
ଏହି ରାଶି ର ଲୋକେ ଅଚାନକ କୌଣସି ଅଶୁଭ ସମାଚାର ପ୍ରାପ୍ତି କରିବେ I ନିଜ ସ୍ୱଷ୍ଟ୍ୟ ପ୍ରତି ଟିକେ ବିଶେଷ ଧ୍ୟାନ ଦିଅନ୍ତୁ I
ବିଛା ରାଶି
ଏହି ରାଶି ର ଲୋକ ଙ୍କ ର ବୈବାହିକ ଜୀବନ ବେଶ ଭଲ ରହିବ I କ୍ୟାରିୟର ରେ ମଧ୍ୟ ବେଶ ଭଲ ଉର୍ଣ୍ଣତି କରିବେ I ଧନ ପ୍ରାପ୍ତି ର ବିଶେଷ ଯୋଗ ରହିଛି I
ଧନୁ ରାଶି
ଏହି ରାଶି ର ଲୋକ ଙ୍କ ଉପରେ ଖରାପ ପ୍ରଭାବ ରହିବ I ଏହି ରାଶି ର ଲୋକ ଙ୍କ ର ସ୍ୱଷ୍ଟ୍ୟ ଖରାପ ରହିବ ଓ ଧନ ହାନି ହେବାର ଯୋଗ ରହିଛି I
ମକର ରାଶି
ଏହି ରାଶି ର ଲୋକ ଙ୍କ ର ଚାକିରୀ ଓ ବ୍ୟବସାୟ ଆଦି କୁ ନେଇ ସମସ୍ୟା ଲାଗି ରହିବ I ତେଣୁ କୌଣସି ବି ମହତ୍ୱପୂର୍ଣ ନିଷ୍ପତି ଆପଣ 10 ଜାନୁୟାରୀ ପରେ ହିଁ ନେବା ଉଚିତ I
କୁମ୍ଭ ରାଶି
ସୂର୍ଯ୍ୟ ଙ୍କ ର ରାଶି ପରିବର୍ତନ ଏହି ରାଶି ପାଇ ଲାଭଦାୟକ ଅଟେ I ଅଧିକ ପରିଶ୍ରମ କରିବା ର ଯୋଗ ରହିଛି I
ମୀନ ରାଶି
ଏହି ରାଶି ର ଲୋକ ଙ୍କ ର ସ୍ୱଷ୍ଟ୍ୟ ଖରାପ ରହିବ I କୌଣସି ବିବାଦୀୟ ପରିସ୍ଥିତି ର ସମ୍ମୁଖିନ ହେଇପରନ୍ତି I ଏହି ରାଶି ର ଲୋକେ 10 ଜାନୁୟାରୀ ମଧ୍ୟ ରେ କୌଣସି ବି ନୂତନ ଜିନିଷ କିଣନ୍ତୁ ନାହିଁ I