ଯଶପ୍ରୀତ ବୁମରାହା ଙ୍କୁ ଭାରତ ରେ କିଏ ବା ନ ଜାଣିଚି I ଭାରତୀୟ ରାଷ୍ଟ୍ରୀୟ କ୍ରିକେଟ ଟିମ ରେ ଯଶପ୍ରୀତ ବୁମରାହା ଜଣେ ଅଭିଜ୍ଞତା ସମ୍ପର୍ଣ ଖେଳାଳି ଅଟନ୍ତି I ତେବେ ଆଜି ଆମେ ଯଶପ୍ରୀତ ବୁମରାହା ଙ୍କ ବିଷୟ ରେ ନୁହେଁ ତାଙ୍କ ଗାର୍ଲଫ୍ରେଣ୍ଡ ଙ୍କ ବିଷୟ ରେ ଆଲୋଚନା କରିବା I ଏଠାରେ ଆପଣ ତାଙ୍କ ଗାର୍ଲଫ୍ରେଣ୍ଡ ଙ୍କ ର ଫୋଟୋ ମଧ୍ୟ ଦେଖିପାରିବେ I
ଯଶପ୍ରୀତ ବୁମରାହା ଙ୍କ ର ପ୍ରେମୀକା ଙ୍କ ର ନାମ ଅନୁପମା ପାରାମେଶ୍ୱରଂ ଅଟେ I ସେ ଜଣେ ଭାରତୀୟ ଫିଲ୍ମ ଅଭିନେତ୍ରୀ ଅଟନ୍ତି I ମୁକ୍ଷ୍ୟ ରୂପେ ସେ ତେଲୁଗୁ ଓ ମାଲାୟାଲାମ ଫିଲ୍ମ ରେ ଅଭିନୟ କରିଥାନ୍ତି I ତେବେ ଯଶପ୍ରୀତ ବୁମରାହା ତାଙ୍କ ର ଏହି ପ୍ରେମ ସମ୍ପର୍କ କୁ ଲୋକ ଲୋଚନ କୁ ଅନିନାହାନ୍ତି I
ସମାଚାର ରିପୋର୍ଟ ଅନୁସାରେ ଯଶପ୍ରୀତ ବୁମରାହା , ଅନୁପମ ପରମେଶ୍ୱର ଙ୍କୁ ବହୁତ ଅଧିକ ପସନ୍ଦ କରିଥାନ୍ତି I ଏବଂ ଏକ ଇଣ୍ଟରଭିୟୁ ରେ ଯଶପ୍ରୀତ ବୁମରାହା ନିଜେ ଏହା ର ସ୍ୱୀକାର କରିଛନ୍ତି I
ଯଶପ୍ରୀତ ବୁମରାହା ଙ୍କର ପ୍ରେମିକା ଦେଖିବାକୁ ସନି ଲିୟନିଙ୍କ ଠାରୁ ଆହୁରି ଅଧିକ ସୁନ୍ଦର, ଦେଖିଲେ ନିଜେ ଜାଣି ପାରିବେ
