ସଞ୍ଜୟ ଦତ୍ତ ବଲିଉଡ ର ଜଣେ ସୁପରିଚିତ ଅଭିନେତା ଅଟନ୍ତି I ସଞ୍ଜୟ ଦତ୍ତ ବଲିଉଡ ରେ ଅନେକ ସୁପର ହିଟ ଫିଲ୍ମ ରେ ମଧ୍ୟ କାମ କରିଛନ୍ତି I 29 ଜୁଲାଇ 1959 ରେ ସଞ୍ଜୟ ଦତ୍ତ ଙ୍କ ର ଜନ୍ମ ହେଇଥିଲା ଏବଂ ଆଜିକା ସମୟ ରେ ସେ 60 ବର୍ଷ ବୟସ ର ହେଇଯାଇଛନ୍ତି I ବର୍ତମାନ ସେ ବଲିଉଡ ରେ ଜଣେ ବରିଷ୍ଠ କଳାକାର ରୂପେ ପରିଚିତ ଅଟନ୍ତି I ଆଗାମୀ ସମୟ ରେ ଫିଲ୍ମ ପାନିପତ ରେ ସଞ୍ଜୟ ଦତ୍ତ ଙ୍କୁ ଦେଖିବା କୁ ମିଳିବ I ଏହି ଫିଲ୍ମ ରେ ସଞ୍ଜୟ ଦତ୍ତ ଙ୍କ ସହ ଅର୍ଜୁନ କପୁର ଓ କୃତି ସେନ ଙ୍କୁ ମଧ୍ୟ ଦେଖିବା କୁ ମିଳିବ I
ଯେପରି କି ଆପଣ ଜାଣିଥିବେ ସଞ୍ଜୟ ଦତ୍ତ ତିନି ବର୍ଷ ପୁଣେ ଜେଲ ରେ ବିତାଇଥିଲେ I ଏହି ବିଷୟ ରେ ସେ କପିଳ ଙ୍କ ସୋ ରେ ପରିପ୍ରକାଶ କରିଥିଲେ I ସେ କହିଥିଲେ କି ଜେଲ ରେ ରହିବା ସମୟ ରେ ଏକ ରେଡ଼ିଓ ପ୍ରୋଗ୍ରାମ ଆରମ୍ଭ କରିଥିଲେ , ଫର୍ନିଚର କରିଥିଲେ ନ୍ୟୁଜପେପର ରେ ଲୀଫପ କରିଥିଲେ I ତେବେ ତାଙ୍କୁ କପିଳ ସୋ ରେ ପଚରାଯାଇଥିଲା ଏହି ସବୁ କାମ ଶିଖିବା କୁ କେତେ ସମୟ ଲାଗିଥିଲା ତ ସଞ୍ଜୟ ଦତ୍ତ କହିଥିଲେ ତାଙ୍କୁ ଅନେକ ସମୟ ଲାଗିଥିଲା I ସେ ଏକ ପେପର ବ୍ୟାଗ କରିବା କୁ 10 ପଇସା ହିଁ ପାଉଥିଲେ I
ସଞ୍ଜୟ ଦତ୍ତ ଙ୍କୁ କପିଳ ଙ୍କ ସୋ ରେ ପଚରାଯାଇଥିଲା କି ସେ ଜେଲ ରେ ଥିବା ସମୟ ରେ ଯେଉଁ ଟଙ୍କା ରଖିଥିଲେ କଣ କରିଥିଲେ I ଏହା ର ଉତ୍ତର ରେ ସଞ୍ଜୟ ଦତ୍ତ ଭାବୁକ ହେଇ କହିଥିଲେ ଏହି ଟଙ୍କା ରେ ମୁ ଭଉଣୀ ପାଁଇ ଏକ ରାକ୍ଷୀ ଆଣିଥିଲି ଓ ଭଉଣୀ ମୋତେ ପିନ୍ଧିଥିଲା I
He has overcome multiple hardships in life, this weekend on #TheKapilSharmaShow at 9:30 PM, #SanjayDutt takes a look back at some of his dark days. @KapilSharmaK9 @kikusharda @haanjichandan @Krushna_KAS @bharti_lalli @sumona24 @banijayasia @apshaha @duttsanjay pic.twitter.com/Qc85MLjdWV
— Sony TV (@SonyTV) 4 December 2019
ଏହିପରି ଭାବ ରେ ସଞ୍ଜୟ ଦତ୍ତ ଜେଲ ରେ ନିଜ ର ଅନୁଭବ କୁ ସେୟାର କରିଥିଲେ I ଜେଲ ରେ ପ୍ରୋଟିନ ଖାଦ୍ୟ କହିଲେ ଏକମାତ୍ର ଡାଲି ହିଁ ଉପଯୁକ୍ତ ଖାଦ୍ୟ ଅଟେ I ଏବଂ ସେହି ଡାଲି ରେ ଯଦି ମଶା ପଡ଼ିଯିବ ତେବେ ମଧ୍ୟ ସେଇଆ କୁ ଖାଇବା କୁ ହେବ I ସଞ୍ଜୟ ଦତ୍ତ ଏହା ମଧ୍ୟ କହିଛନ୍ତି କି ସେ ନିଜ ପିଲା ଙ୍କୁ ଜେଲ ଯିବା ବିଷୟ ରେ କହିନାହାନ୍ତି I ସେ ଏତିକି କହିଥିଲେ କି ଫିଲ୍ମ ର ସୁଟିଂ କାମ ରେ ବାହାର କୁ ଯାଉଛନ୍ତି I
ଜେଲ ରେ ସଞ୍ଜୟ ଦତ୍ତ ଙ୍କ ର ଭଲ ଆଚରଣ କୁ ନେଇ ତାଙ୍କ ର ଦଣ୍ଡ ବିଧାନ ସମୟ କମ ହେଇଥିଲା I ଏବଂ ଏହିପରି ସେ ଜେଲ ରେ 3 ବର୍ଷ ବିତାଇଥିଲେ I ଏବଂ ନିଜ ର ଦୋଷ କୁ ସୁଧରିଥିଲେ I