ଯେତେବେଳେ କିନ୍ନର ମାନେ ପଇସା ମାଗିବେ ତ ତାଙ୍କୁ କୁହନ୍ତୁ ଏହି ଦୁଇଟି ଚମତ୍କାରୀ ଶବ୍ଦ, ଏତେ ଧନ ବର୍ଷା ହେବ କି ରଖିପାରିବେ ନାହିଁ

କୌଣସି ବି ପର୍ବ ଆସିଲେ ଲୋକେ ଦକ୍ଷିଣା ମାଗିବାକୁ ଚାଲିଆସିଥାନ୍ତି | କିନ୍ତୁ ଏପରି ଏକ ଦଳ ର ସଦସ୍ୟ ମାନେ ଅଛନ୍ତି ଯେଉଁମାନେ କି ସର୍ବଦା ହିଁ ଦକ୍ଷିଣା ମାଗିଥାନ୍ତି | ତେବେ ଆପଣ ଜାଣିସାରିବେନି କି ଆମେ କିନ୍ନର ଙ୍କ ସମ୍ପର୍କ ରେ ଆଲୋଚନା କରୁଛେ |

ଯେତେବେଳେ କିନ୍ନର ମାନେ କୌଣସି ବିଶେଷ ଦିନ ରେ ଘର କୁ ପଇସା ମାଗିବାକୁ ଆସିଥାନ୍ତି ତ ପଇସା ନ ନେଇ ଫେରନ୍ତି ନାହିଁ I ଅନ୍ୟପଟେ ଲୋକେ ବି ପଇସା ଦେବାକୁ କୁଣ୍ଠା ବୋଧ କରନ୍ତି ନାହିଁ | ତେବେ ଏହା ଜାଣି ରଖନ୍ତୁ କି ଯେତେବେଳେ ବି ଆପଣ କୌଣସି କିନ୍ନର ଙ୍କୁ ପଇସା ଦେଇଥାନ୍ତି ତ ଅନେକ ଅଶରିବାଦ ପାଇଥାନ୍ତି I କିନ୍ନର ମାନେ ଦେଇଥିବା ଅଶରିବାଦ ବହୁତ ଉପକାରୀ ହେଇଥାଏ I
ସାଧାରଣ ଭାବରେ ଯେତେବେଳେ କିନ୍ନର ମାନେ ଆପଣ ଙ୍କ ର ଅଫିସ, ଘର କୁ ଆସିଥାନ୍ତି ପଇସା ମାଗିବାକୁ ତ ଅଧିକାଂଶ ଲୋକେ ଚେଷ୍ଟା କରିଥାନ୍ତି ତାଙ୍କୁ ପଇସା ଦେଇ ଶୀଘ୍ର ବିଦା କରିଦେବାକୁ I କିନ୍ତୁ ପଇସା ଦେବା ସମୟ ରେ ଆପଣ କିଛି ବି କହିନଥାନ୍ତି | କିନ୍ତୁ ଆପଣ ଏହା ଜାଣି ଆଶ୍ଚଯ୍ୟ ହେବେ କି ଯଦି ଏହି ସମୟ ରେ ଏହି ଶବ୍ଦ ଟି ଆପଣ ଙ୍କ ମୁହଁ ରୁ ବାହାରିଥାଏ ତ ବେଶ ଉପକରିଥାଏ ଆପଣ ଙ୍କ ପାଁଇ |

କିନ୍ନର ଙ୍କୁ ପଇସା ଦେବା ସମୟ ରେ ଏହି ଶବ୍ଦ କହିବାକୁ ଭୁଲନ୍ତୁ ନାହିଁ
ଯେତେବେଳେ ବି କିନ୍ନର ମାନେ ଆପଣ ଙ୍କ ପାଖରୁ ଆସି ପଇସା ନେଇଥାନ୍ତି ତ “ଆଉ ଆସିଲେ” I ଆପଣ ଙ୍କୁ ଏହି ଶବ୍ଦ ମାମୁଲି ଲାଗିପାରେ କିନ୍ତୁ କଣ ଆପଣ କେବେ ଏପରି ଶବ୍ଦ ର ପ୍ରୟୋଗ କରିଛନ୍ତି ଯଦି କରିନାହାନ୍ତି , ତେବେ ଥରେ ଏପରି ଶବ୍ଦ ର ପ୍ରୟୋଗ କରି ଦେଖନ୍ତୁ I

କିନ୍ନର ଙ୍କୁ ଦିଆ ଯାଇଥିବା ଦାନ ଶୁଭ ହେଇଥାଏ I ଏହି କାରଣ ରୁ ସେମାନେ ବି ଯାଉ ଯାଉ ଆପଣ ଙ୍କୁ ଅଶରିବାଦ କରିଯାଇଥାନ୍ତି I