ଯେତେ ବି ଅପରିଷ୍କାର ଦାନ୍ତ ହେଉନା କାହିଁକି ଏହାକୁ ବ୍ୟବହାର କରିବା ମାତ୍ରେ ମୋତି ପରି ଚମକିବି, ପାଟି ଗନ୍ଧରୁ ମଧ୍ୟ ପାଇବେ ମୁକ୍ତି

ମନୁଷ୍ୟ ଶରୀର ର ଦାନ୍ତ ଏକ ପ୍ରମୁଖ ଅଙ୍ଗ ଅଟେ I ଏହା ଦେଖିବାକୁ ଧଳା ହେଇଥାଏ ଓ ଏହା ଆମ ମୁଖ ର ସୌନ୍ଦର୍ଯ୍ୟ ବୃଦ୍ଧି କରିଥାଏ I କିଛି ପଶୁ ଙ୍କ ର ଦାନ୍ତ ମୁନିଆ ମୁନିଆ ହେଇଥାଏ କାରଣ ସେମାନେ ମାଂସ କୁ ଛିଡ଼ାଇ ଖାଇଥାନ୍ତି I ଦାନ୍ତ ପାଟି ମଧ୍ୟ ରେ ମାଢି ସହ ଯୋଡି ହେଇ ରହିଥାଏ I ଆମ ର ଦାନ୍ତ ଆମ ହାଡ଼ ସହ ଜଡିତ ନୁହେଁ I

ଆମେ ସାରା ଦିନ ରେ ଅନେକ କିଛି ଖାଦ୍ୟ ସେବନ କରିଥାଉ I ଏବଂ ଏହି କାରଣ ରୁ ସକାଳୁ ଉଠିବା ପରେ ଲୋକେ ବ୍ରସ କରିଥାନ୍ତି I କିନ୍ତୁ ଠିକ ରେ ବ୍ରସ ନ କରିବା ଦ୍ୱାରା ଆମ ଦାନ୍ତ ହଳଦିଆ ହେଇଯାଇଥାଏ I ଏବଂ ଆମେ ଅନ୍ୟ ସମୁଖ ରେ କଥା ହେଲେ ପାଟି ଦୁର୍ଗନ୍ଧ କରିଥାଏ I

ଆଜି ଆମେ ଆପଣ ଙ୍କୁ ଏହିପରି ଏକ ଉପାୟ ବିଷୟ ରେ କହିବାକୁ ଯାଉଛୁ ଯାହା ଦ୍ୱାରା କି ମାତ୍ର 2 ମିନିଟ ରେ ଆପଣ ନିଜ ଦାନ୍ତ କୁ ସଫା କରିପାରିବେ I ଏହା ଦ୍ୱାରା ଆପଣ ଙ୍କ ର ଦାନ୍ତ ସମ୍ପୂର୍ଣ ପରିସ୍କାର ହେଇଯିବ ଏବଂ ଆପଣ ଅନ୍ୟ ସମୁଖ ରେ ଠିକ ରେ କଥା ମଧ୍ୟ ହେଇପାରିବେ I

ଏହି ଉପାୟ କୁ କରିବାକୁ ହେଲେ ଆପଣ ଙ୍କୁ ଏକ ଚାମଚ ର 4 ଭାଗ ରୁ ଭାଗେ ବେକିଙ୍ଗ ସୋଢା ଓ ଏକ ଚାମଚ ନଡ଼ିଆ ବାକୁ ହେବ I ଏଥିରେ ସାମାନ୍ୟ ହଳଦୀ ମିସାଇବାକୁ ହେବ I ଏବଂ ସେଥିରେ ଆପଣ ପେଷ୍ଟ ମିଶାଇ ଦିଅନ୍ତୁ I

ଏହି ପ୍ରସ୍ତୁତ ହେଇଥିବା ପେଷ୍ଟ କୁ ବ୍ରସ ରେ ନେଇ ଆପଣ ସକାଳେ ସନ୍ଧ୍ୟା ରେ ଦାନ୍ତ ଘସନ୍ତୁ I ଏହା ଦ୍ୱାରା ଆପଣ ଙ୍କ ର ଦାନ୍ତ ର ମୈଲା ଦୂର ହେଇଥାଏ ଓ ଦାନ୍ତ ମଜବୁତ ମଧ୍ୟ ହେଇଥାଏ I