ଯେଉଁ ଖେଳାଳି ଉପରେ ଭାରତୀୟ ଦଳ କରୁନି ଭରସା, ସେହି ଖେଳାଳିଙ୍କୁ CSK ପ୍ରତୋକ ବର୍ଷ ଦେଉଛି ୧୧ କୋଟି ଟଙ୍କା ଦରମା, ନା ଶୁଣିଲେ ଆଶ୍ଚର୍ଯ୍ୟ ହେବେ

ଚେନାଇ ସୁପର କିଙ୍ଗ ଆଇପିଏଲ ର ଏକ ସଫଳ ଟିମ ଅଟେ I ଚେନାଇ ସୁପର କିଙ୍ଗ କୌଣସି ବି ଖେଳାଳି ଙ୍କୁ ନିଜ ଟିମ ରେ ସାମିଲ କରିବା କୁ ହେଲେ କେବଳ ତାଙ୍କ ର ଫର୍ମ ଦେଖନ୍ତି ନାହିଁ ସେହି ଖେଳାଳି ଙ୍କ ର କ୍ରିକେଟ ରେ କେତିକି ଅନୁଭବ ରହିଛି ଏହା ର ମଧ୍ୟ ତର୍ଜମା କରାଯାଇଥାଏ I ଆଜି ଆମେ ଆପଣ ଙ୍କୁ ଜଣେ ଏପରି କ୍ରିକେଟର ଙ୍କ ବିଷୟ ରେ କହିବା କୁ ଯାଉଛୁ ଯାହା ଙ୍କ ଉପରେ ଟିମ ଇଣ୍ଡିଆ ର ଭରସା ନାହିଁ I କିନ୍ତୁ ଏହି ଖେଲଳଇ ଙ୍କୁ ଚେନାଇ ସୁପର କିଙ୍ଗ ପ୍ରତୋକ ବର୍ଷ 11 କୋଟି ଟଙ୍କା ଦେଉଛି I

ଟିମ ଇଣ୍ଡିଆ ରୁ ବାହାର
ଆଜି ଆମେ ଏଠାରେ ଆଲୋଚନା କରୁଛେ କ୍ରିକେଟର ସୁରେଶ ରାଇନା ଙ୍କ ବିଷୟ ରେ I ସେ ଅନେକ ଦିନ ହେବ ଭାରତୀୟ କ୍ରିକେଟ ଟିମ ରେ ଖେଳି ନାହାନ୍ତି I ସୁରେଶ ରାଇନା ଦୀର୍ଘ ସମୟ ହେବ ଭାରତୀୟ କ୍ରିକେଟ ଟିମ ରେ ସୁଯୋଗ ପାଇବା ରୁ ବଂଚିତ ହେଇଛନ୍ତି I କିନ୍ତୁ ଅନ୍ୟପଟେ ଚେନାଇ ସୁପର କିଙ୍ଗ ଟିମ ତାଙ୍କୁ ପ୍ରତୋକ ବର୍ଷ 11 କୋଟି ଟଙ୍କା ରେ କ୍ରୟ କରୁଛି I


ମହେନ୍ଦ୍ର ସିଂ ଧୋନି ଙ୍କ ପରେ ସୁରେଶ ରାଇନା ଦ୍ୱିତୀୟ ନମ୍ବର ରେ ରହିଛନ୍ତି I ଏବଂ ଚେନାଇ ସୁପର କିଙ୍ଗ ତାଙ୍କୁ ସବୁଠାରୁ ଅଧିକ ଦରମା ଦେଉଛି I ମିଡ଼ିଆ ରିପୋର୍ଟ ଅନୁସାରେ ଚେନାଇ ସୁପର କିଙ୍ଗ ପ୍ରତୋକ ବର୍ଷ ସୁରେଶ ରାଇନା ଙ୍କୁ 11 କୋଟି ଟଙ୍କା ଦେଉଛି I