କିଛି ଦିନ ପୂର୍ବ ରୁ ଅପରାଧ ର ଏକ ମାମଲା ଉତ୍ତର ପ୍ରଦେଶ ର କାନପୁର ରେ ଦେଖିବା କୁ ମିଳିଛି I ଏହି ମାମଲା ରେ ଝିଅ କୁ ଭଣଜା ଙ୍କ ସହ ଆପତ୍ତିଜନକ ଅବସ୍ଥା ରେ ଦେଖିକି ଦାଦା ଉକ୍ତ ଯୁବକ ଙ୍କ ର ହତ୍ୟା କରିଥିଲେ I ଏହି ମାମଲା ରେ ମଙ୍ଗଳବାର ରାତି ରୁ ନିଖୋଜ ହେଇଥିବା ଯୁବକ ଙ୍କ ର ଶବ ରବିବାର ଦିପହର ସମୟ ରେ ଗ୍ରାମ ର ଖେତ ରୁ ଉଦ୍ଧାର ହେଇଚି I
ଏହି ହତ୍ୟା ମାମଲା ରେ ଯୁବକ ଙ୍କ ର ପ୍ୟାଣ୍ଟ ରେ ତାଙ୍କ ବେକ କୁ ଚିପିକି ହତ୍ୟା କରାଯାଇଛି I ପୋଲିସ ଏହି ଘଟଣା ରେ ଅପରାଧୀ ଙ୍କୁ ଗିରଫ କରିଛି I ପୋଲିସ ର କହିବା ଅନୁସାରେ ଯୁବକ ନିଜ ଚାଚେରୀ ଭଉଣୀ ଙ୍କ ସହ ଅନେକ ଦିନ ହେବ ଅନୈତିକ ସମ୍ବନ୍ଧ ରଖିଥିଲେ ଓ ଗ୍ରାମ ର ନିବାସୀ 26 ବର୍ଷୀୟ ଏହି ଯୁବକ ଏକ ଟ୍ରକ ର ହେଲ୍ପର ଥିଲେ I
ଏହି ମାମଲା ରେ ପୋଲିସ ଯୁବକ ଙ୍କ ର ପିତା ଙ୍କୁ ଏହା ମଧ୍ୟ କହିଛି କି ମଙ୍ଗଳବାର ରାତି ରେ ଯୁବକ ଘର କୁ ଆସିଥିଲେ ଓ ଅଚାନକ ନିଖୋଜ ହେଇଯାଇଥିଲେ I ବିଖର ଥାନା ରେ ଯୁବକ ନିଖୋଜ ହେବା ବିଷୟ ରେ କେଶ ଦାଖିଲ ହେଇଥିଲା I କିନ୍ତୁ କିଛି ଦିନ ପରେ ଗ୍ରାମ ର ଏକ ଖେତ ରେ ଯୁବକ ଙ୍କ ର ଶବ ଉଦ୍ଧାର ହେଇଥିଲା I ଶବ ମିଳିବା ପରେ ପୋଲିସ ଶବ ର ପୋଷ୍ଟମଟମ ପାଁଇ ପଠାଇଥିଲା I
ଯେଉଁ ଟ୍ରକ ରେ ଯୁବକ ହେଲ୍ପର ଥିଲା ସେହି ଟ୍ରକ ର ଡ୍ରାଇଭର ଙ୍କୁ ମଧ୍ୟ ପୋଲିସ ପଚରାଉଚରା କରିଥିଲା I ଏହି ଡ୍ରାଇଭର ହିଁ ପୋଲିସ କୁ ସୂଚନା ଦେଇଥିଲେ କି ଯୁବକ ଜଣେ ଯୁବତୀ ଙ୍କ ସହ ପ୍ରେମ ସମ୍ବନ୍ଧ ରେ ରହିଥିଲେ I ଏହି ଆଧାର ରେ ହିଁ ପୋଲିସ ନିଜ ର ତଦନ୍ତ ଆରମ୍ଭ କରିଥିଲା I ଏହି ଯୁବତୀ ଉକ୍ତ ଯୁବକ ଙ୍କ ର ଚାଚା ଙ୍କ ର ଭଉଣୀ ଥିଲେ I ଏହି ମାମଲା ରେ ଅପରାଧୀ ମାନେ ନିଜ ର ଦୋଷ ମଧ୍ୟ ସ୍ୱୀକାର କରିଛନ୍ତି I