ଝିଲ୍ଲୀ ସିରିଏଲର ଅଭିନେତ୍ରୀ Nikita Mishraଙ୍କର ରିଏଲ ଲାଇଫ Family, ଆଗରୁ ଦେଖି ନ ଥିବେ, ଦେଖନ୍ତୁ, ତାଙ୍କଠୁ ବେଶୀ ସୁନ୍ଦର ତାଙ୍କ ମା

ହେଲୋ ଫ୍ରେଣ୍ଡ୍ସ ଆପଣମାନେ ତ ଝିଲ୍ଲୀ କୁ ବେଶ ଭଲଭାବରେ ଜାଣିଥିବେ ଯିଏ କି ଓଲିଉଡ଼ ଇଣ୍ଡଷ୍ଟ୍ରି ଟେଲିଭିଜନ ଇଣ୍ଡଷ୍ଟ୍ରି ର ଜଣେ ଆଗ ଧାଡି ର ଅଭିନେତ୍ରୀ ଅଟନ୍ତି ଏବଂ ଆପଣମାନେ ଝିଲ୍ଲୀଙ୍କୁ ଜିସାର୍ଥକ ରେ ପ୍ରସାରିତ ହେଉଥିବା ଝିଲ୍ଲୀ ସିରିଏଲ ରେ ଖୁବ ସୁନ୍ଦର ଅଭିନୟ କରୁଥିବାର ନିଶ୍ଚିତ ଭାବରେ ଦେଖୁଥିବେ |


ତେବେ ଫ୍ରେଣ୍ଡ୍ସ ଆସନ୍ତୁ ଜାଣିବା ଆପଣମାନଙ୍କର ଅତି ପ୍ରିୟ ଝିଲ୍ଲୀଙ୍କର ପ୍ରକୃତ ପରିବାର ବିଷୟରେ ତାଙ୍କ ପରିବାରରେ କିଏ କିଏ ସବୁ ଅଛନ୍ତି | ଦର୍ଶକବନ୍ଧୁ ଟେଲିଭିଜନ ଇଣ୍ଡଷ୍ଟ୍ରି ର ସୁନ୍ଦର ଅଭିନେତ୍ରୀ ଝିଲ୍ଲୀ ଙ୍କର ପ୍ରକୃତ ନାମ ହେଲା ନିକିତା ମିଶ୍ର ଏବଂ ନିକିତାଙ୍କର ପ୍ରକୃତ ଘର ହେଉଛି କଟକ ଛୋଟବେଳୁ ନିକିତା ଙ୍କର ପାଠ ପଢିବା ସହିତ ଅଭିନୟରେ ମଧ୍ୟ କରୁଥିଲା|


ନିକିତା ତାଙ୍କ ଅଭିନୟ ଜୀବନର ଆରମ୍ଭ 2020 ମସିହା ରେ ଧାରାବାହିକ ସିଂହଦ୍ୱାର ରୁ ଆରମ୍ଭ କରିଥିଲେ ସେ ଚମତ୍କାର ଅଭିନୟ କରି କମ ସମୟ ମଧ୍ୟରେ ବହୁତ ଲୋକପ୍ରିୟତା ହାସଲ କରିପାରିଛନ୍ତି ନିକିତା | ତେବେ ଫ୍ରେଣ୍ଡ୍ସ ଆପଣମାନେ ଏ ଫୋଟୋ ରେ ନିକିତାଙ୍କର ମା ଆଉ ବାପାଙ୍କୁ ଦେଖିପାରୁଥିବେ ଏହା ସହ ନିକିତାଙ୍କର ଜଣେ ଛୋଟ ଭାଇ ମଧ୍ୟ ଅଛନ୍ତି |


ତେବେ ଦର୍ଶକବନ୍ଧୁ ନିକିତା ରିଅଲ ଲାଇଫ ରେ ସିଙ୍ଗଲ ଅଛନ୍ତି ଏବଂ ସେ କାହାକୁ ମଧ୍ୟ ଡେଟ କରୁ ନାହାନ୍ତି ତେବେ ଆପଣମାନେ ଜାଣିଯାଇଥିବେ ନିକିତା ଙ୍କ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ତେବେ ଫ୍ରେଣ୍ଡ୍ସ ଆପଣମାନଙ୍କୁ ଝିଲ୍ଲୀ କ୍ୟାରେକ୍ଟର ରେ ନିକିତାଙ୍କ ଅଭିନୟ କେମିତି ଲାଗେ ଆମକୁ କମେଣ୍ଟ ରେ ନିଶ୍ଚିତ ଜଣାଇବେ |