ଭାରତ ର ବୃହତ ଟେଲିକମ କମ୍ପାନୀ ଜିଓ ବିଷୟ ରେ ଆଜି ଆମେ କିଛି ବିଶେଷ ଆଲୋଚନା କରିବା କୁ ଯାଉଛେ I ବର୍ତମାନ ସମୟ ରେ ବଜାର ରେ ଜିଓ କମ୍ପାନୀ ର ଚାହିଦା ଅଧିକ ରହିଛି I ଜିଓ ମଧ୍ୟ ନିଜ ର ଦରଦାମ ରେ କିଛି ବୃଦ୍ଧି କରିଛି I ଅନ୍ୟ ଟେଲିକମ କମ୍ପାନୀ ତୁଳନା ରେ ଜିଓ ର ଅଫର ଗୁଡିକ ଗ୍ରାହକ ପାଁଇ ଟିକେ ଶସ୍ତା ରହିଥାଏ I ଜିଓ ଆସିବା ପରେ ଗ୍ରାହକମାନେ ଅନଲିମିଟେଡ଼ କଲ କରିବା କୁ ପସନ୍ଦ କରିଥିଲେ I
ଯଦି ଆପଣ ଜିଓ ଗ୍ରାହକ ଓ 26 ଜାନୁୟାରୀ ରେ ରିଚାର୍ଜ କରୁଛନ୍ତି ତେବେ 365 ଦିନ ପର୍ଯ୍ୟନ୍ତ ବାରମ୍ବାର ରିଚାର୍ଜ କରିବା ର ଆବଶ୍ୟକତା ରହିବ ନାହିଁ I କାରଣ ଏହି ଅଫର ରେ ଆପଣ 365 ଦିନ ର ଅବଧି ପାଇପାରିବେ I ଅସୀମିତ ଜିଓ ରୁ ଜିଓ କଲ ସୁବିଧା ପାଇପାରିବେ I ଅନ୍ୟ ନେଟୱାର୍କ କୁ 12 ହଜାର ମିନିଟ ର କଳିଙ୍ଗ ସୁବିଧା ମିଳିବ I ପ୍ରତୋକ ଦିନ ଆପଣ ଏହି ପ୍ଲାନ ଅନୁସାରେ 1.5 ଯିବି ର ଡାଟା ବ୍ୟବହାର କରିପାରିବେ I ଏହି ପ୍ଲାନ ର ମୂଲ୍ୟ 2020 ଟଙ୍କା ଅଟେ I
ତେବେ ଆଜି ହିଁ ଜିଓ ର ଏହି ପ୍ଲାନ ର ଲାଭ ଉଠାନ୍ତୁ I ବିଶେଷ ସୂଚନା ପାଁଇ ନିକଟସ୍ତ ଜିଓ ଆଉଟଲେଟ ରେ ଯୋଗାଯୋଗ କରନ୍ତୁ I
ଜିଓର ୨୬ ଜାନୁୟାରୀ ଉପଲକ୍ଷେ ଆକର୍ଷଣୀୟ ଅଫର, ୩୬୫ ଦିନ ପାଇଁ ସବୁକିଛି ଫ୍ରି, ଆଜିହିଁ ଉଠାନ୍ତୁ ଏହି ଅଫରର ଲାଭ
