ଏୟାର ହଷ୍ଟେଙ୍କର ଜୀବନର କଠୋର ସତ୍ୟ, VIP ଓ ପାସେଞ୍ଜର କରିଥାନ୍ତି ଏପରି ଲଜ୍ୟାଜନକ କାମ

ଏହି ଦୁନିଆ ରେ ଝିଅ ଙ୍କ ପାଁଇ ଅନେକ ଜବ ରହିଛି ଏବଂ ଇଣ୍ଟରନ୍ୟାଶନାଲ ଏରୋପ୍ଲେନ ରେ ଚାକିରୀ ବହୁତ ସୁଖଦାୟକଃ ହେଇଥାଏ I ସେହି ପରି ତାଙ୍କ ର ଦରମା ମଧ୍ୟ ଭଲ ରହିଥାଏ I କିନ୍ତୁ ଏୟାର ଇଣ୍ଡଷ୍ଟ୍ରି ର ଏପରି ଘୃନ୍ୟ କାର୍ଯ୍ୟ କଳାପ ର ଉନ୍ମୋଚନ ବିଗତ ଦିନ ରେ ଏକ ସର୍ବେ ଦ୍ୱାରା ଜଣା ପଡି ଥିଲା I

ଅନେକ ଏୟାର ହଷ୍ଟେସ ଏହା କହିଥାନ୍ତି କି କେବେ କେବେ ଫ୍ଲାଇଟ ଅଧିକ ସମୟ ଲଗାଇଲେ ସେହି ସମୟ ରେ ଫ୍ଲାଇଟ ରେ ବସିଥିବା ପାସେଞ୍ଜର ଅଧିକ ମଦ୍ୟପାନ କରିଥାନ୍ତି ଏହା ପରେ ପ୍ଲେନ କୁ ନିଜ ଘର ବୋଲି ଭାବିଥାନ୍ତି I କିଛି ଲୋକେ ଯେପରି ଘରେ ବିନା କପଡା ରେ ସୋଇଥାନ୍ତି ସେହିପରି ଫ୍ଲାଇଟ ରେ ବି ବିନା କପଡା ରେ ଶୋଇଥାନ୍ତି I

ସର୍ବେ ସମୟ ରେ ଏକ ଏୟାର ହଷ୍ଟେସ କହିଲେ କି ଥରେ ଜଣେ ମହିଳା ପାସେଞ୍ଜର ଦୌଡ଼ି ଆସିଥିଲେ ଓ ସିଧା ତାଙ୍କ କୋଳ ରେ ଆସି ବସିଥିଲେ ଏବଂ ଆଙ୍ଗୁଳି ଚୁମିବାକୁ ଲାଗିଲେ କାରଣ ସେହି ମହିଳା ନିଜ ର ଔଷଧ ଖାଇବାକୁ ଭୁଲିଯାଇଥିଲେ I

ଥରେ ତ ଜଣେ ପାଗଳ ଏୟାର ହଷ୍ଟେସ ଙ୍କ ଦ୍ୱାରା ବ୍ୟବହାର କରାଯାଉଥିବା ଫୋନ ର ବ୍ୟବହାର ନ ଜାଣି ଫୋନ ରେ ହିଁ ଟୟଲେଟ କରିଥିଲେ I ଆଉ ଦିନେ ଜଣେ ପାଗଳ ଏୟାର ହଷ୍ଟେସ ଙ୍କ ର ଅଧା ଖାଇଥିବା ସାଂଡବିଚ ମଧ୍ୟ ସେ ଖାଇଥିଲେ I

କିଛି ତ ଏପରି ପାସେଞ୍ଜର ଆସିଥାନ୍ତି ଯେଉଁମାନେ ସିଟ ରେ ବସିବା ସମୟ ରେ ଯୋଗ କାର୍ଯ୍ୟ ରେ ଲାଗିପଡିଥାନ୍ତି I

କିନ୍ତୁ ଠାରେ ଜଣେ ପାସେଞ୍ଜର ଜଣେ ଏୟାର ହଷ୍ଟେସ ଙ୍କ ଉପରକୁ ଏସିଡ ପକାଇଥିଲେ ଯାହା ଦ୍ୱାରା କି ସେହି ଏୟାର ହଷ୍ଟେସ ଙ୍କ ଚେହେରା ଜଳିଯାଇଥିଲା I ଏହିପରି ଭାବରେ ଏୟାର ହଷ୍ଟେସ ମାନେ ଅନେକ ସମସ୍ୟା ର ସମୁଖୀନ କରିଥାନ୍ତି I