5ଟି ଜିଲ୍ଲାକୁ ଫେରିଲା Lockdown, ବନ୍ଦ ହେଲା ସ୍କୁଲ୍, କଲେଜ, ଦୋକାନ ବଜାର, ସରକାର ଦେଲେ ବଡ ସୁଚନା…

ନମସ୍କାର ବନ୍ଧୁଗଣ ଏବେ ଏବେ ଆସିଲା ବଡ଼ ଖବର ଏହି ତାରିଖରୁ ଏହି ୫ ଜିଲ୍ଲାକୁ ଘୋଷଣା ହେଲା ଲକ୍ ଡାଉନ୍ ବଢିଲା କୋରୋନା ସଂକ୍ରମଣ ସହିତ ଓମିକ୍ରନ୍ ସଂକ୍ରମଣ ଏହାକୁ ଆଖି ଆଗରେ ରଖି ସରକାର ପ୍ରଥମେ ଏହି ୫ଟି ଜିଲ୍ଲାରେ ସ୍କୁଲ୍ କଲେଜ୍ ବନ୍ଦ୍ କରିବା ସହିତ ଦୋକାନ ବଜାର ଆଦି ବନ୍ଦ୍ କରିବାକୁ ଯାଉଛନ୍ତି ଯାହା ବର୍ତ୍ତମାନ ସମୟରେ ଏକ ବଡ ଖବର ସାମ୍ନାକୁ ଆସୁଛି|

ତେବେ ଆସନ୍ତୁ ଏହା ବିଷୟରେ କଣ ରହିଛି ସମ୍ପୂର୍ଣ୍ଣ ବିବରଣୀ ଜାଣିବା, ଜାଣି ନେବା କେଉଁ ୫ଟି ଜିଲ୍ଲାକୁ ପ୍ରଥମେ ଲକ୍ ଡାଉନ୍ ଘୋଷଣା କରିବାକୁ ଯାଉଛନ୍ତି ଏବଂ କେଉଁ ତାରିଖ ପାଖରୁ କଣ ସବୁ ଖୋଲା ରହିବ କଣ ସବୁ ବନ୍ଦ୍ ରହିବ ଆସନ୍ତି ଏହିସବୁ ବିଷୟରେ ସଂପୂର୍ଣ୍ଣ ବିବରଣୀ ଜାଣିନେବା। ଦର୍ଶକ ବନ୍ଧୁ ଦିନକୁ ଦିନ ମହାମାରୀ ଓମିକ୍ରନ୍ ସହିତ କୋରୋନା ସଂକ୍ରମଣ ମଧ୍ୟ ବଢ଼ି ବଢ଼ି ଚାଲିଛି ଏହାକୁ ଆଖି ଆଗରେ ରହି ରାଜ୍ୟ ସରକାର ମଧ୍ୟ ଗୋଟିଏ ପରେ ଗୋଟିଏ ନୂଆ ପଦକ୍ଷେପ ନେଉଛନ୍ତି |


କହିବାକୁ ଗଲେ ନୂଆବର୍ଷ ଠାରୁ ସରକାର କେତେ ଗୁଡ଼ିଏ ନୂଆ ଗାଇଡ଼ ଲାଇନ୍ ମଧ୍ୟ ଜାରୀ କରିଛନ୍ତି କିନ୍ତୁ ବର୍ତ୍ତମାନ ସମୟରେ ଯାହା ବଡ ଖବର ଆସିଛି ଦିନକୁ ଦିନ ମହାମାରୀ କୋରୋନା ସଂକ୍ରମଣ ସହିତ ଓମିକ୍ରନ୍ ଲହର ମଧ୍ୟ ବଢ଼ି ବଢ଼ି ଚାଲିଛି | ଏହାରି ମଧ୍ୟରେ ହରିଆଣା ସରକାର କୋରୋନା ସଂକ୍ରମଣକୁ ରଖିବା ପାଇଁ ଗୁରୁଗ୍ରାମ୍, ଫରିଦାବାଦ୍, ଆମ୍ବଲା, ପଞ୍ଚକୁଲା ଓ ସୋନେପଥରେ ସିନେମା ହଲ୍, କଲେଜ୍, ସ୍କୁଲ୍ ଆଦି ବନ୍ଦ୍ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ରାଜ୍ୟରେ ଅଫିସ୍ ବି ୫୦ ପ୍ରତିଶତ ଉପସ୍ଥାନ କାର୍ଯ୍ୟ କରୁଛି।

ବର୍ତ୍ତମାନ ପାଇଁ କୋରୋନା କଟକଣାର ଅବଧି ୧୨ ଜାନୁଆରୀ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ତେବେ ହରିଆଣାର ଗୁରୁଗ୍ରାମ୍, ଫରିଦାବାଦ୍, ଆମ୍ବଲା, ପଞ୍ଚକୁଲା ଓ ସୋନେପଥରେ କୋରୋନା ସଂକ୍ରମଣ ଅଧିକ ବଢିବାରେ ଲାଗିଛି ଏହି କାରଣରୁ ଜିଲ୍ଲାରେ ସ୍କୁଲ କଲେଜ ବନ୍ଦ୍ କରିଦିଆଯାଇଛି ଏବଂ ଏହା ସହିତ ବଜାର କେବଳ ୫ ଟା ପର୍ଯ୍ୟନ୍ତ ଖୋଲା ରହିବ।

ବାର୍ ଓ ରେଷ୍ଟୁରାଣ୍ଟ ବି ୫୦ ପ୍ରତିଶତ ଲୋକ ପଶିବା କ୍ଷମତା ସହିତ କାର୍ଯ୍ୟ କରିବାକୁ କୁହାଯାଇଛି ଏବଂ ଏହାକୁ ଆଖି ଆଗରେ ରଖି ଆମ ଓଡ଼ିଶା ସରକାର ମଧ୍ୟ ଏବେ ଠାରୁ ସଜାଗ ହେଲେଣି। ଯେମିତି ଓମିକ୍ରନ୍ ସଂକ୍ରମଣ ବଢ଼ି ବଢ଼ି ଚାଲିଛି ଯଦି ଏହାର ପ୍ରକୋପ ବଢ଼ି ବଢ଼ି ଚାଲିବ ତାହେଲେ ବାଧ୍ୟ ହୋଇ ସରକାର ପ୍ରଥମେ ଲକ୍ ଡାଉନ୍ ଘୋଷଣା କରିବେ ଯେଉଁସବୁ ଜିଲ୍ଲାକୁ ପ୍ରଥମେ ଓମିକ୍ରନ୍ ମାଡ଼ି ମାଡ଼ି ଆସିବ।