ଜିଓ 2,121 ଟଙ୍କା ରେ ନୂଆ ଡାଟା ପ୍ଲାନ ଲଞ୍ଚ କରିଛି I ଏହି ପ୍ୟାକ ର ଅବଧି ମଧ୍ୟ ରେ ଆପଣ ମୋଟ 504 ଜିବି ର ଡାଟା ଓ ଜିଓ ରୁ ଜିଓ କୁ ଅନଲିମିଟେଡ଼ କଲ ର ଆନନ୍ଦ ନେଇପାରିବେ I
ଏହି ନୂଆ ପ୍ଲାନ ରେ ଜିଓ ଆପ୍ଲିକେସନ ର ସବସ୍କ୍ରିପସନ ସମ୍ପୂର୍ଣ ମାଗଣା ଅଟେ I
ରିଲାଏନ୍ସ ଜିଓ ନିଜ ର ୟୁଜର୍ସ ଙ୍କ ପାଁଇ ଏକ ଖାସ ପ୍ଲାନ ଲଞ୍ଚ କରିଛି , ଏହି ଲମ୍ବା ଅବଧି ସହ ରହିଛି I ଏହି ପ୍ୟାକ ରେ ଗ୍ରାହକ ମାନେ ଅନେକ ସୁନ୍ଦର ବେନିଫିଟସ ପାଇପାରିବେ I ନୂତନ ବର୍ଷ 2020 ରୁ ଏହି ଅଫର କୁ ଶେଷ କରାଯାଇଛି I ଏବଂ ଏହି ନୂଆ ପ୍ଲାନ ର ମୂଲ୍ୟ 2121 ଟଙ୍କା ନିର୍ଧାରିତ ହେଇଚି I
2121 ଟଙ୍କା ର ଏହି ପ୍ଲାନ
ଏହି ପ୍ଲାନ କୁ କମ୍ପାନୀ 336 ଦିନ ଦିନ ର ଭାଲିଡିଟି ରହିଛି I ଏଥିରେ ଗ୍ରାହକ ମାନେ ପ୍ରତୋକ ଦିନ 1.5 ଜିବି ର ଡାଟା ର ଆନନ୍ଦ ନେଇପାରିବେ I ଏବଂ ମୋଟ 504 ଜିବି ର ଡାଟା ପାଇପାରିବେ I ଏହି ପ୍ୟାକ ରେ ଗ୍ରାହକ ମାନେ ଜିଓ ଟୁ ଜିଓ ମାଗଣା କଲ ସୁବିଧା ପାଇପାରିବେ I ଏବଂ ଅନ୍ୟ ନେଟୱାର୍କ କୁ 12000 ମିନିଟ ର କଲ ସୁବିଧା ରହିଛି I ଏହିପରି ଏଥିରେ ଆପଣ ପ୍ରତୋକ ଦିନ 100 ମ୍ୟାସେଜ ର ଆନନ୍ଦ ମଧ୍ୟ ନେଇପାରିବେ I
149 ଟଙ୍କା ର ଜିଓ ପ୍ରିପେଡ଼ ପ୍ଲାନ
ଜିଓ ର ଏହି ପ୍ଲାନ ରେ ୟୁଜର ମାନେ ପ୍ରତୋକ ଦିନ 1 ଜିବି ର ଡାଟା ଓ ଜିଓ ରୁ ଜିଓ ଅନଲିମିଟେଡ଼ କଲ ର ଆନନ୍ଦ ନେଇପାରିବେ I ଏବଂ କଲ ରେ 300 ନଂନ ଜିଓ ଟୁ ଜିଓ ମିନିଟ ପାଇପାରିବେ I ଏଥିରେ ଜିଓ ଗ୍ରାହକ ମାନେ ପ୍ରତୋକ ଦିନ 100 ମ୍ୟାସେଜ ର ଆନନ୍ଦ ମଧ୍ୟ ନେଇପାରିବେ I
349 ଟଙ୍କା ର ଜିଓ ପ୍ଲାନ
ଏହି ପ୍ଲାନ ରେ ଜିଓ ୟୁଜର 28 ଦିନ ର ବୈଧତା ପାଇପାରିବେ I ଜିଓ ଗ୍ରାହକ ମାନେ ପ୍ରତୋକ ଦିନ 3 ଜିବି ର ଡାଟା ର ଆନନ୍ଦ ମଧ୍ୟ ନେଇପାରିବେ I ଏହି ପ୍ଲାନ ରେ ୟୁଜର୍ସ ଜିଓ ରୁ ଜିଓ ଅନଲିମିଟେଡ଼ କଲ ର ଆନନ୍ଦ ନେଇପାରିବେ ଓ ଅନ୍ୟ ନେଟୱାର୍କ କୁ 1000 ମିନିଟ ମାଗଣା କଲ ର ସୁବିଧା ପାଇପାରିବେ I ଏହି ଗ୍ରାହକ ମାନେ 100 ମ୍ୟାସେଜ ପ୍ରତୋକ ଦିନ ମଧ୍ୟ ପାଇପାରିବେ I ଏହା ସହ ଜିଓ ଆପ୍ଲିକେସନ ର ସବସ୍କ୍ରିପସନ ମଧ୍ୟ ମାଗଣା ରେ ପାଇପାରିବେ I